ବଢୁଛି ଗ୍ରୀଷ୍ମ ପ୍ରବାହ ବିଭିନ୍ନ ସ୍ଥାନରେ ହୁତ ହୂତ ହୋଇ ଜଳୁଛି ଜଙ୍ଗଲ , ଶିମିଳିପାଳ ଜଙ୍ଗଲରେ ଧୀରେ ଧୀରେ କାୟା ବିସ୍ତାର କରୁଛି ନିଆଁ

38

କନକ ବ୍ୟୁରୋ: ବଢୁଛି ଗ୍ରୀଷ୍ମ ପ୍ରବାହ । ବିଭିନ୍ନ ସ୍ଥାନରେ ହୁତ ହୂତ ହୋଇ ଜଳୁଛି ଜଙ୍ଗଲ । ନିଁଆ ଲିଭାଇବା ପାଇ ଚାଲିଛି ପ୍ରୟାସ । ଖରାର ପ୍ରକୋପ ବଢିବା ସହ ତାପମାତ୍ରା ବଢୁଛି । ସେହିଭଳି ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ଲିଭିପାରୁନି । ଧୀରେ ଧୀରେ କାୟା ବିସ୍ତାର କରିଚାଲିଛି ନିଆଁ । ନିଆଁ ଲାଗିବା ଯୋଗୁ ବହୁ ମୂଲ୍ୟବାନ ଗଛ ସହ ବହୁ ଓøଷଧୀୟ ଗୁଳ୍ମ ସବୁ ପୋଡି ପାଉଁଶ ହୋଇଯାଇଛି ।
ନିଆଁ ବଢି ବଢି ଚାଲିଥିବା ବେଳେ ନିଆଁ ଲିଭାଇବାକୁ ନାକେଦମ୍ ହୋଇପଡିଛି ବନବିଭାଗ ।