Daily Archives

April 17, 2024

ଗାଳି ଦେଲେ ବାପା, ଘର ଛାଡ଼ି ଚାଲିଗଲା ପୁଅ । ନିଖୋଜ ପୁଅର ଫଟୋ ଦେଖାଇ ନୟାଗଡ଼ରୁ ରାଜଧାନୀ ଯାଏଁ ଖୋଜି ବୁଲୁଛନ୍ତି…

କନକ ବ୍ୟୁରୋ: ପୁଅର ଫଟୋ ଧରି ଭୁବନେଶ୍ୱର ରାସ୍ତାରେ ପୁଅକୁ ଖୋଜି ବୁଲୁଛନ୍ତି ବାପା-ମା । ଗୋଟିଏ ଗଳିରୁ ଆଉ ଗୋଟିଏ ଗଳି ଘୁରିବୁଲୁଛନ୍ତି । କେତେବେଳେ ପୋଲିସ ଥାନା ତ, ପୁଣି କେତେବେଳେ ବସ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଖୋଜୁଛନ୍ତି ପୁଅକୁ । ହେଲେ ମିଳୁ ନାହିଁ ପୁଅର ଠିକଣା । ପୁଅକୁ ଖୋଜି…

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ଆହୁରି ୫ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ । ତାତି ପାଇଁ ୩ଦିନ ସ୍କୁଲ ଛୁଟି 

କନକ ବ୍ୟୁରୋ: ରାତି ପାହିଲା ବେଳକୁ ଗୁଳୁଗୁଳି, ଘଣ୍ଟାଏ ପରେ ଆରମ୍ଭ ହୋଇଯାଉଛି ଗରମ । ଦିନ ବଢ଼ିବା ସହ ବଢୁଛି ତାତି । ଘରେ ରହିବା ଯେମିତି ମୁସ୍କିଲ ହେଉଛି, ବାହାରକୁ ବାହାରିଲେ ଅବସ୍ଥା ଆହୁରି ସାଂଘାତିକ ହୋଇ ଯାଉଛି । ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ କଲବଲ କରିଛି । ସ୍ଥିତି ଆହୁରି…

ଝୁଲି ରହିଛି ଓଲିଉଡ୍ ସୁପରଷ୍ଟାରଙ୍କ ରାଜନୈତିକ ଭାଗ୍ୟ । ଅନୁଭବ-ଅରିନ୍ଦମଙ୍କୁ କେଉଁଠୁ ମିଳିବ ଟିକେଟ? ବିଜେପିର ବାକି…

କନକ ବ୍ୟୁରୋ: ବିଜେପି ଦୁଇଟି ପର୍ଯ୍ୟାୟରେ ୧୩୧ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଲାଣି । ବାକି ରହିଛି ୧୬ ଆସନ । ଆଉ ଏହି ୧୬ ଆସନ ମଧ୍ୟରୁ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ଅରିନ୍ଦମ ରୟଙ୍କୁ କେଉଁଠୁ ଟିକେଟ ମିଳିବ ତାକୁ ନେଇ ଆଲୋଚନା ଜୋରଦାର ହୋଇଛି । କୁହାଯାଉଛି…

କଟିଲା ବିଧାୟକ ସମୀର ଦାଶଙ୍କ ଟିକେଟ୍ । ଦିଲ୍ଲୀପ ନାୟକଙ୍କ ଉପରେ ଭରସା କଲା ଦଳ

କନକ ବ୍ୟୁରୋ: ସମୀର ଦାଶ, ୩-୩ ଥରର ବିଧାୟକ । ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା । ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ହେଲେ କିଛି ଭାବିବା ଆଗରୁ ଅତର୍କିତ ଭାବେ ଟିକେଟ୍ କାଟି ଦେଇଛନ୍ତି ବିଜେଡି ସୁପ୍ରିମୋ । ୧୫ ଦିନ ପୂର୍ବରୁ ବିଜେପିରୁ…

ସମ୍ବଲପୁର, ରେଢାଖୋଲ ଆସନରେ ବଦଳିଲେ ବିଜେଡି ପ୍ରାର୍ଥୀ । ରୋହିତ ଗଲେ ସମ୍ବଲପୁର, ପ୍ରସନ୍ନ ଆସିଲେ ରେଢାଖୋଲ ।

କନକ ବ୍ୟୁରୋ: ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ବଲପୁରରୁ ଲଢିବାକୁ ଇଚ୍ଛୁକ ନଥିବା ନେଇ ଯେଉଁ ଆକଳନ କରାଯାଉଥିଲା, ଶେଷରେ ତାହା ସତ ହୋଇଛି । ବଦଳିଛନ୍ତି ସମ୍ବଲପୁରର ଓ ରେଢାଖୋଲରେ ବିଜେଡି ପ୍ରାର୍ଥୀ । ରୋହିତ ପୂଜାରୀଙ୍କୁ ସମ୍ବଲପୁର ପଠାଯାଇଥିବାବେଳେ, ରେଢାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ…

୯ ଜଣିଆ ପ୍ରାର୍ଥୀ ତାଲିକାରେ ୬ ମହିଳାଙ୍କୁ ସୁଯୋଗ । କଟିଲା ୨ ବିଧାୟକଙ୍କ ଟିକେଟ୍ । ଦୁଇଟି ଆସନରେ ବଦଳିଲେ ପ୍ରାର୍ଥୀ…

କନକ ବ୍ୟୁରୋ: ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଯଦିଓ ୯ଟି ଆସନର ପ୍ରାର୍ଥୀଙ୍କ ଭିତରେ ସୀମିତ । ତଥାପି ଅଭିଜ୍ଞ-ଯୁବ-ମହିଳା ପ୍ର୍ରାର୍ଥୀଙ୍କୁ ନେଇ ଏକ ସନ୍ତୁଳିତ ତାଲିକା ପ୍ରକାଶ କରିଛି ବିଜୁ ଜନତା ଦଳ । ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଭିଜ୍ଞ ପ୍ରସନ୍ନ…