Daily Archives

April 16, 2024

ଆକାଶରୁ ବର୍ଷୁଛି ନିଆଁ: ଅଧିକ ଜଳୁଛି ଉପକୂଳ, ଏପ୍ରିଲରେ ସର୍ବାଧିକ ଦିନ ଗ୍ରୀଷ୍ମପ୍ରବାହ !

କନକ ବ୍ୟୁରୋ: ଟକମକ ତାତିରେ ଫୁଟୁଛି ଗାଁରୁ ସହର । କଲବଲ କରୁଛି ଅସହ୍ୟ ଖରା । ଏପ୍ରିଲ ୨୦ ତାରିଖ ଯାଏ ତାତିରୁ ମିଳିବନି ନିସ୍ତାର । ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଯାଏ ବଢ଼ିପାରେ ତାପମାତ୍ରା । ଏଭଳି ଆକଳନ ସହ ଗ୍ରୀଷ୍ମ ପ୍ରବାହ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛି ଆଂଚଳିକ ପାଣିପାଗ…

ମମତାଙ୍କ ଗଡ଼ରେ ମୋଦୀଙ୍କ ଗର୍ଜନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ମମତାଙ୍କ ଗଡ଼ରେ ମୋଦୀଙ୍କ ଗର୍ଜନ । ପଶ୍ଚିମବଙ୍ଗରେ ଆଜି ଜନସଭା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ମମତା ଭୋଟ ବ୍ୟାଙ୍କ ରାଜନୀତି ପାଇଁ ରାଜ୍ୟରେ ଅନୁପ୍ରବେଶଙ୍କୁ ଆସିବାକୁ ଅନୁମତି ଦେଉଛନ୍ତି ।…

ଠକ ଦେଉଥିଲା ବିଜ୍ଞାପନ: ଲୁଟି ନେଲା କୋଟି କୋଟି ଟଙ୍କା, ଆତ୍ମସାତ କଲା ଆତ୍ମଜ୍ୟୋତି

କନକ ବ୍ୟୁରୋ: ବିଜ୍ଞାପନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିବା ଠକ ଗିରଫ । କୋଟିଏ ୧୧ ଲକ୍ଷ ଟଙ୍କା ଠକି ଫେରାର ଥିବା ଆତ୍ମଜ୍ୟୋତି ନାୟକକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶୋଲ କ୍ରାଇମ୍ ୟୁନିଟ । ଅଭିଯୁକ୍ତର ବ୍ୟାଙ୍କ ଆକାଉଁଟକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।…

ଛତିଶଗଡ଼ କାଙ୍କେରରେ ବଡ଼ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଟଳିଲେ ୨୯ ମାଓବାଦୀ ।

କନକ ବ୍ୟୁରୋ: ଛତିଶଗଡରେ ବଡ ମାଓ ଅପରେସନ । ପୁଲିସ ସହ ଏନକାଉଣ୍ଟରରେ ୨୯ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । କାଙ୍କେର ଜିଲ୍ଲା ହପାଟୋଲା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ପୁଲିସ- ମାଓବାଦୀ ଗୁଳି ବିନିୟମରେ ତିନିଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁଲିସ…

ଦୁର୍ଘଟଣାର ୧୮ଘଂଟା ପରେ ବି ଅସ୍ପଷ୍ଟ କାରଣ: ଦ୍ରତଗତି ନା ଆଉ କିଛି, ସ୍ପଷ୍ଟ କରୁନି ପ୍ରଶାସନ

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ନିକଟରେ ବସ ଓଲଟି ୫ଜଣଙ୍କ ମୃତ୍ୟୁ ହେବା ଖବର ସମସ୍ତଙ୍କ ସ୍ତବ୍ଧ କରି ଦେଇଛି । ମୃତକମାନେ କେଉଁ ଅଂଚଳର ଓ କିଏ? ଦୁର୍ଘଟଣା କେମିତି ଘଟିଲା? ଦୁର୍ଘଟଣା ପାଇଁ ଦାୟୀ କିଏ? ଏସବୁକୁ ନେଇ ଗତ ରାତିରୁ ଆଜି ଦିନ ତମାମ ଚର୍ଚ୍ଚା…

ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ । ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର । ଦ୍ୱିତୀୟରେ ଓଡ଼ିଶାର ଅନିମେଶ ପ୍ରଧାନ ଓ…

କନକ ବ୍ୟୁରୋ: ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ । ୟୁପିର ଆଦିତ୍ୟ ଶ୍ରୀବାସ୍ତବ ଏଥିରେ ଟପ୍ପର ହୋଇଛନ୍ତି । ଅନ୍ୟପଟେ ଓଡିଶାରୁ ଅନିମେଶ ପ୍ରଧାନ ସାରା ଦେଶରେ ଦ୍ୱିତୀୟ ହୋଇଛନ୍ତି । ତେବେ ଅନିମେଶଙ୍କ ଏହି ସଫଳତା ପଛରେ ଲୁଚି ରହିଛି ଏକ ଯନ୍ତ୍ରଣାଦାୟକ କାହାଣୀ । ଅନିମେଶଙ୍କ ଛଡା ରାଜ୍ୟର…