Daily Archives

April 3, 2024

ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଜାଣନ୍ତୁ କାହାକୁ କେଉଁ ଆସନରୁ ମିଳିଲା ଟିକେଟ

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଧାନସଭା : ବ୍ରଜରାଜନଗର-ଅଳକା ମହାନ୍ତି ଝାରସୁଗୁଡା - ଦିପାଳି ଦାସ ଆଠମଲ୍ଲିକ - ନଳୀନ କାନ୍ତ ପ୍ରଧାନ ତଳସରା –ବିଜୟ ଟପ୍ପୋ ସୁନ୍ଦରଗଡ-ଯୋଗେଶ ସିଂ ବଣାଇ - ଭୀମସେନ ଚୌଧୁରୀ…

ପରିତ୍ୟକ୍ତ ଅବସ୍ଥାରେ ରାଉରକେଲା ସହରରେ ଥିବା ବହୁ ପୁରାତନ ପୋଖରୀ । ପାଣିରେ ଭାସୁଛି ଅଳିଆ ଅବର୍ଜନା, ଦୁର୍ଗନ୍ଧରେ…

କନକ ବ୍ୟୁରୋ : ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ରାଉରକେଲା ସହରରେ ଥିବା ବହୁ ପୁରାତନ ପୋଖରୀ । ଯୁଆଡ଼େ ଚାହିଁବ ସିଆଡ଼େ କୁଢ଼ କୁଢ଼ ଅଳିଆ । ଦିନେ ପରିସ୍କାର ପରିଚ୍ଛନ୍ନ ଥିବା ଏହି ପୋଖରୀ ପାଣିର ରଙ୍ଗ ଏବେ ନୀଳ ପଡ଼ିଯାଇଛି । ଦୁର୍ଗନ୍ଧରେ ଫାଟି ପଡ଼ୁଛି ପୋଖରୀ ପାଣି । କେବଳ ମଇଁଷି ଗାଧୋଇବା ଛଡ଼ା…

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ କୋର୍ଟରୁ ଖଲାସ ହେଲେ ଦୋଷୀ । ଦୀର୍ଘ ବର୍ଷ ପରେ ଶ୍ରୀଲଙ୍କାରେ ଥିବା ନିଜ ଘରକୁ ଯିବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିଛନ୍ତି । କୋର୍ଟରୁ ମୁକ୍ତ ଆଦେଶ…

ବରଗଡ଼ରେ ବନବିଭାଗର ବଡ଼ ଦୁର୍ନୀତି ଅଭିଯୋଗ । ମିଥ୍ୟ ବିଲ କରି ଟଙ୍କା ହଡ଼ପ କରିଥିବା ନେଇ ଭିଜିଲାନ୍ସ ନିଟକରେ ଅଭିଯୋଗ ପରେ…

କନକ ବ୍ୟୁରୋ : ବରଗଡ଼ ଭଟଲି ରେଂଜ ବାରପାହାଡ଼ ଜଙ୍ଗଲର କେନ୍ଦୁଗୁଡ଼ିଆ ଠାରେ  ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ ହେକ୍ଟର ଜଙ୍ଗଲ ଜମିରେ ୧୦ ହଜାର ବାଉଁଶ ବୃକ୍ଷ ରୋପଣ ହୋଇଥିବା ଉଲ୍ଲେଖ ରହିଛି । କିନ୍ତୁ ଜଙ୍ଗଲରେ ବାଉଁଶ ଗଛର ନାଁ ଗନ୍ଧ କିଛି ନାହିଁ । ବାଉଁଶ ଗଛ ଲଗାଇବା ନାଁରେ ବିଭାଗୀୟ ଅଧିକାରୀ…

ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇବା ପରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଜୟପୁରର ଦେବ ପରିଛା । ଟ୍ରାଇସାଇକେଲରେ ବସି…

କନକ ବ୍ୟୁରୋ : ଟ୍ରାଇସାଇକେଲରେ ବାପା । ଆଉ ଆଶାବାଡ଼ି ସାଜିଛି ପୁଅ । ଜୀବିକା ପାଇଁ ବାଟ କଢ଼ାଇଦେଉଛି । ଚାଲିବାକୁ ଗୋଡ଼ନାହିଁ ତଥାପି ଦୋକାନରେ ବସି ପଇଡ଼ ଓ ଲସି ବିକୁଛନ୍ତି । ଜଣେ ବନ୍ଧୁଙ୍କ ସହଯୋଗରେ ମିଳିଥିବା ଏକ ଦୋକାନ ବାରଣ୍ଡାରେ ଚାଲିଛି ଦୋକାନ । ଏ ହେଉଛି ଜୟପୁର ସହରର ପାରାବେଡ଼ାରେ…

ପାନୀୟ ଜଳ ସୁବିଧା ନଥିବାରୁ ଗାଁର ଜଣେ ଶିକ୍ଷକଙ୍କ ଘରୁ ପାଣି କିଣି ପିଉଛନ୍ତି ଗ୍ରାମବାସୀ । ୪ ବର୍ଷ ହେଲା ଏଭଳି…

କନକ ବ୍ୟୁରୋ : ଟଙ୍କା ଦେଲେ ମିଳୁଛି ପାଣି । ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଟିକରପଡ଼ା ଗାଁ ୪ ବର୍ଷ ହେଲା ଏଭଳି ପାଣି କିଣି ପିଉଛନ୍ତି । ପାନୀୟ ଜଳର ସୁବିଧା ନଥିବାରୁ ଗାଁରେ ଥିବା ଜଣେ ଶିକ୍ଷକଙ୍କ ଘରୁ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏଥିପାଇଁ ଗୋଟିଏ ପରିବାରକୁ ମାସକୁ…