Daily Archives

February 27, 2024

ଛାତ୍ରଛାତ୍ରୀଙ୍କୁ ମିଳିବ ନବୀନ ଓଡିଶା ମ୍ୟାଜିକ କାର୍ଡ । ପିଲା ପାଇବେ ଆଧୁନିକ ସେବା ଓ ସୁବିଧା । ତେଜିଲା ରାଜନୀତିକ…

କନକ ବ୍ୟୁରୋ: ଅଗଷ୍ଟ ୧୫ ତାରିଖରେ ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ୟାଜିକ୍ କାର୍ଡ ମିଳିବ । ଏଥିପାଇଁ ମାର୍ଚ୍ଚ ୫ରୁ ଆରମ୍ଭ ହେବ ପଞ୍ଜିକରଣ । ପ୍ରକୃତରେ ଏହି ମ୍ୟାଜିକ୍ କାର୍ଡ ମ୍ୟାଜିକ୍ କରିବାକୁ ସମର୍ଥ । କାରଣ ଏଥିରେ, ଏକାଧିକ ବିଶେଷତ୍ୱ ରହିଛି । ଛାତ୍ରଛାତ୍ରୀଙ୍କୁ…

ଇନ୍ ବ୍ରିଡିଂ ଯୋଗୁ ବଢ଼ୁଛି କଳା ବାଘଙ୍କ ସଂଖ୍ୟା । ବିଶେଷଜ୍ଞ କହିଲେ, ବାଘ ବଂଶ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ।

କନକ ବ୍ୟୁରୋ: ଚିନ୍ତା ବଢାଉଛି କଳାବାଘ । ଇନ ବ୍ରିିଡିଂ ଯୋଗୁଁ ବଢୁଛି କଳା ବାଘଙ୍କ ସଂଖ୍ୟା । ତେବେ ସମାନ ବଂଶରେ ବାଘଙ୍କ ମଧ୍ୟେରେ ସଂପର୍କ ସ୍ଥାପନ ହେଲେ ତାକୁ ଇନ ବ୍ରିଡିଂ କୁହାଯାଏ । ଏହାଯୋଗୁଁ ବାଘଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କମିଯିବାର ଆଶଙ୍କା ରହିଛି । କଳାବାଘଙ୍କ ସଂଖ୍ୟ…

ନୂଆ ରୂପ ପାଇବ ବାରବାଟୀ । ନବକଳେବରର ମୂଳଦୂଆ ପକାଇଲେ ମୁଖ୍ୟମନ୍ତ୍ରୀ । କ୍ରିକେଟ ଏକାଡେମୀ ଓ ସ୍ପୋର୍ଟ୍ସ କମ୍ପେ୍ଲକ୍ସର…

କନକ ବ୍ୟୁରୋ: ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ନେଇ ଯେଉଁ ପରିକଳ୍ପନା ହୋଇଥିଲା, ତାର ମୂଳଦୁଆ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମକୁ ନୂଆ…

ଭୁଲ୍ ମାନିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । +୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲେ କର୍ତୃପକ୍ଷ ।…

କନକ ବ୍ୟୁରୋ: ସିଏଚଏସଇ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ହୋଇଛି ତ୍ରୁଟି । ଯାହାକୁ ଆଜି ସ୍ୱୀକାର କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କର୍ତ୍ତୃପକ୍ଷ । ସିଧାସଳଖ ସ୍ୱୀକାର ନ କରି ଯୁକ୍ତି ବାଢିଛି, ପାଠ୍ୟ ଖସଡା ବାହାରୁ ନୁହେଁ ବରଂ ଚଏସ ଡେଫିସିଟ୍ ବା ବିକଳ୍ପର ଅଭାବ ରହିଥିଲା…

ନବୀନ ନିବାସରେ ଟିକେଟ ଲବି । ବାୟୋଡାଟା ଧରି ପହଞ୍ଚିଲେ ଆଶାୟୀ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଭେଟି…

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇନି ହେଲେ, ଏବେଠାରୁ ନବୀନ ନିବାସରେ ଜମିଲାଣି ଭିଡ । ହାତରେ ବାୟୋଡାଟା ଧରି ପହଞ୍ଚିଲେଣି ଟିକେଟ୍ ଆଶାୟୀ । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ପ୍ରିୟଙ୍କା ମଲ୍ଲିକ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ହାତରେ ବାୟୋଡାଟା ଧରି ନବୀନ ନିବାସକୁ ଆସିଛନ୍ତି…

ବିପିଏନସଆଇ ଓ ଟାଟା ଷ୍ଟିଲ ପ୍ରତିଷ୍ଠାନର ଶିଳ୍ପ ପ୍ରଶିକ୍ଷଣ ଶିବିର

କନକ ବ୍ୟୁରୋ: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ସମ୍ମିଳନୀ କକ୍ଷରେ ଏକ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏକ ଶୈକ୍ଷିକ ପରିବେଶରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଟାଟା ଷ୍ଟିଲର ଇଂଜିନିୟର…