Daily Archives

February 22, 2024

ମାର୍ଚ୍ଚ ୧୪ରେ ଦିଲ୍ଲୀ ଚାଷୀଙ୍କ ମହାପଂଚାୟତ, ଫେବ୍ରୁଆରୀ ୨୬ରେ ବିଶାଳ ଟ୍ରାକ୍ଟର ରାଲି । ଦୁଇ ଦିନ ପାଇଁ ଦିଲ୍ଲୀ ଚଲୋ…

କନକ ବ୍ୟୁରୋ : ମାର୍ଚ୍ଚ ୧୪ରେ ଦିଲ୍ଲୀରେ ଚାଷୀ କରିବେ ମହାପଂଚାୟତ, ଫେବ୍ରୁଆରୀ ୨୬ରେ ବିଶାଳ ଟ୍ରାକ୍ଟର ରାଲି କରିବେ । ପୁଲିସ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ଆଣି ହରିଆଣାରେ ଆଜି ରେଳରୋକ କରାଯାଇଛି । ସେପଟେ ଦୁଇ ଦିନ ପାଇଁ ସ୍ଥଗିତ ହୋଇଛି ଚାଷୀ ଆନ୍ଦୋଳନ । ଦିଲ୍ଲୀ…

ମୟୁରଭଞ୍ଜ ଉପରେ ସବୁ ଦଳର ନଜର । ବିଜେଡି-ବିଜେପି କାହାକୁ କରିବେ ପ୍ରାର୍ଥୀ ?

କନକ ବ୍ୟୁରୋ : ମୟୁରଭଞ୍ଜରେ ଲୋକସଭା ଆସନରେ ୨୦୧୯ରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଦେବାଶିଷ ମାର୍ଣ୍ଡିଙ୍କ ଠାରୁ ଅଳ୍ପ ଭୋଟରେ ହାରିିଥିଲେ । ଏଥରେ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି ଟିକେଟ…

ମନୋଜ ମିଶ୍ର ହେବେ କଂଗ୍ରେସ ପ୍ରାର୍ଥୀ! ବଲାଙ୍ଗୀର ଲୋକସଭା ଆସନରୁ ଲଢ଼ିବେ ନିର୍ବାଚନ!

କନକ ବ୍ୟୁରୋ : ଅଭିନେତା ଯେତେବେଳେ ରାଜନେତା ହେବେ, ସଂଳାପ ଶୁଣିବାକୁ ମିଳିବା ହୁଏତ ସ୍ୱାଭାବିକ ଘଟଣା । ଚିରାଚରିତ ଫିଲ୍ମ ଷ୍ଟାଇଲ୍ରେ ମଂଚକୁ ଚଢ଼ି ଆଂଚଳିକତାର ଶ୍ରୋତ ବୁହାଇବାକୁ ଉଦ୍ୟମ କରିଛନ୍ତି ଅଭିନେତାରୁ ନେତା ବନିଥିବା ମନୋଜ ମିଶ୍ର । ହେଲେ ପରଦା କିମ୍ବା ମଂଚ ଉପରେ ଅଭିନୟ ଏବଂ…

କାଲିଠାରୁ ଚାଲିବ ନାଟମଣ୍ଡପ ମରାମତି କାମ । ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଆଜି ରାତି ୨ଟାରୁ ଖୋଲିବ ଦ୍ୱାର

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଏଥିପାଇଁ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଂଟ ହୋଇଚି । ନିଷ୍ପତି ଅନୁସାରେ, ଆଜି ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଆସନ୍ତାକାଲି ଦିନ ଗୋଟାଏରୁ ନାଟମଣ୍ଡପ ମରାପତି କାମ ଆରମ୍ଭ ହୋଇ ସନ୍ଧ୍ୟା…

ମହାନଦୀ ପରେ ଇବ୍ ପାଣି ଉପରେ ପଡୋଶୀର ଆଖି । ବ୍ୟାରେଜ ବାନ୍ଧି ପାଣି ଅଟକାଉଛି ଛତିଶଗଡ଼ । ସେପଟେ ଉଛୁଳୁଛି ପାଣି, ଏପଟେ…

କନକ ବ୍ୟୁରୋ : ମରୂଭୂମିର ଭ୍ରମ ସୃଷ୍ଟି କରିଛିି ଓଡ଼ିଶା ପଟକୁ ଥିବା ଇବ ନଦୀ । ସେପଟେ ନୀଳଜଳ ରାଶିରେ ପରିପୂର୍ଣ୍ଣ ପାଣି, ଆଉ ମଝିରେ ଥିବା ବନ୍ଧ ହେଉଛି ଛତିଶଗଡ ସମଡମା ଅଂଚଳର ଇବନଦୀ । ଇବନଦୀ ଉପରମୁଣ୍ଡ ଛତିଶଗଡର ଗୁଲ୍ଲୁଠାରେ ହାଇଡ୍ରୋପାୱାର ପ୍ରୋଜେକ୍ଟ, ବେନେଠାରେ ଜଳସେଚନ ପ୍ରକଳ୍ପ, ଏବଂ…

ଫାଇଭ-ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ । ଅଟକି ନଯାଇ କାର୍ଯ୍ୟକ୍ରମ ଜାରି ରଖିଲେ ଭି.କେ. ପାଣ୍ଡିଆନ

କନକ ବ୍ୟୁରୋ : ଫାଇଭ୍ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇଥିବାବେଳେ ତାଙ୍କ ଉପରକୁ ଟମାଟୋ ମାଡ ହୋଇଛି । ଜଣେ ବ୍ୟକ୍ତି ତାଙ୍କ ଉପରେ ଟମାଟୋ ମାଡ କରିଛନ୍ତି । ତେବେ ଟମାଟୋ ମାଡ ପରେ ବି ଅଟକି ନଯାଇ, ବେଲଗୁଣ୍ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା…