Daily Archives

February 20, 2024

ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ୫ ଜିଲ୍ଲାରେ ଖୋଲିଲା ୪୨ ପୋଷ୍ଟ ଅଫିସ, ୮ ଡାକ ଟିକେଟ୍ ଉନ୍ମୋଚିତ ।

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିକୁ ସମ୍ମାନ ଜଣାଇ ୮ଟି ଡାକ ଟିକେଟକୁ ଉନ୍ମୋଚନ କରାଯାଇଛି । ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ, ନବାନ୍ନ ନୂଆଖାଇଁ, ଶୀତଳ ଷଷ୍ଠୀ ଓ…

ଫେବ୍ରୁଆରୀ ମାସରୁ ଅସହ୍ୟ ହେଲାଣି ତାତି । ବଢ଼ି ଚାଲିଛି ତାପମାତ୍ରା । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ।

କନକ ବ୍ୟୁରୋ: ମାଘରେ ବାଘ ଭଳି ଶୀତ ହେବା କଥା । ହେଲେ ବର୍ଷ ମାଘରେ ଶୀତ ବଦଳରେ ବଢୁଛି ତାତି । ଦିନରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବଢୁଛି । ଆକାଶ ନିର୍ମଳ ରହିବା ସହ ପାରଦ ୩୫-୩୬ ଡିଗ୍ରୀ ଉପରେ ରହୁଛି । ଆଜି ଭୁବନେଶ୍ୱରରେ ତାପମାତ୍ରା ୩୭…

ନିବେଶକଙ୍କୁ ଠକ ଲଗାଇଲେ ଶହେ କୋଟିର ଚୂନା । ସଂସ୍ଥା ବନ୍ଦ କରି ମାଲିକ ଫେରାର । ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ…

କନକ ବ୍ୟୁରୋ: ଲୋଭ ଦେଖାଇ ଲୁଟ୍ । ଅଧିକ ସୁଧର ପ୍ରଲୋଭନ ଦେଖାଇ ଜମାକାରୀକୁ ଠକି ଦେଇଛି ସଂସ୍ଥା । କମ୍ ଅଧିକ ଟଙ୍କା ରୋଜଗାର କରିବା ଲୋଭ ଯୋଗୁଁ ଧୋକା ଖାଇଛନ୍ତି ଜମାକାରୀ । ଜଣେ ଦୁଇ ଜଣ ନୁହେଁ, ୫ଶହ ଲୋକଙ୍କୁ ଚୁନା ଲଗାଇଥିବା ୱେ ଟୁ ଆଡ ଇଣ୍ଡିଆ ନାମକ ସଂସ୍ଥା ବନ୍ଦ ହୋଇଯାଇଛି । ମାଲିକ…

ପାଚିକାଙ୍କ ପାରିଶ୍ରମିକ ବୃଦ୍ଧିକୁ ନେଇ ବଢୁଛି କ୍ଷୋଭ । ପ୍ରତିଶ୍ରୁତି ଦେଇ ସରକାର ଠକି ଦେଇଥିବା ଅଭିଯୋଗ ଆଣିଲା…

କନକ ବ୍ୟୁରୋ: ମାସିକ ଦରମାରେ ପାଚିକାଙ୍କ ପେଟ ପୁରୁନି । ପରିବାର ଚଳିବା କଥା ଛାଡନ୍ତୁ । ରାଜ୍ୟ ସରକାରଙ୍କ ବର୍ଦ୍ଧିତ ଦରମାକୁ ହିସାବ କଲେ ଦୈନିକ ମାତ୍ର ୬୬ ଟଙ୍କା ଦରମା ପାଉଛନ୍ତି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକା ଓ ସହାୟିକା । ତେବେ ବହୁ ଦାବି ଓ ଧାରଣା ପରେ…

ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ । ଭିଡିଓ କନଫରେନ୍ସିଂରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କନକ ବ୍ୟୁରୋ: ବିକଶିତ ଭାରତ ଲକ୍ଷ୍ୟ ନେଇ ମୋଦି ସରକାରଙ୍କ ଆଉ ଏକ ବଡ ପଦକ୍ଷେପ । ୧୩ ହଜାର କୋଟି ନିବେଶରେ ଶିକ୍ଷା ଓ କୌଶଳ ବିକାଶର ବିଭିନ୍ନ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ବ୍ରହ୍ମପୁର ଆଇଜର୍ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ…

ବରଗଡ ଜିଲ୍ଲା଼କୁ ନବୀନଙ୍କ ବଡ ଭେଟି । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ପ୍ରଶ୍ନ…

କନକ ବ୍ୟୁରୋ: ସବୁ ରାଜନୈତିକ ଦଳର ଫୋକସରେ ରହିଛି ପଶ୍ଚିମ ଓଡିଶା । ଏହି କ୍ରମରେ ଆଜି ପଶ୍ଚିମ ଓଡିଶା ଗସ୍ତରେ ଯାଇ ବରଗଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ନିର୍ବାଚନ ପୂର୍ବରୁ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର…