Daily Archives

February 16, 2024

ପେଟିଏମକୁ ୧୫ଦିନର ଆଶ୍ୱସ୍ତି । ପେଟିଏମ ପେମେଂଟ ବ୍ୟାଙ୍କଙ୍କୁ ଅଧିକ ୨ ସପ୍ତାହ ସମୟ ଦେଲା ଆରବିଆଇ

କନକ ବ୍ୟୁରୋ : ଦେଶର ପ୍ରାୟ ୨୭ କୋଟି ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଫେବ୍ରୁଆରୀ ୨୯ ବଦଳରେ ମାର୍ଚ୍ଚ ୧୫ ଯାଏଁ କଟକଣା କୋହଳ କରାଯାଇଛି । ଅର୍ଥାତ ୧୫ ତାରିଖ ଯାଏଁ ପୂର୍ବ ପରି କାମ କରିବ ପେଟିଏମ ପେମେଂଟ ବ୍ୟାଙ୍କ । ନିକଟରେ…

ହରିଆଣାରେ ମୋଦୀ ଗ୍ୟାରେଣ୍ଟି । କହିଲେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଜିତିବ ୪ଶହ ଆସନ, କଂଗ୍ରେସକୁ ଟାର୍ଗେଟ୍

କନକ ବ୍ୟୁରୋ : ହରିଆଣାରେ ମୋଦୀ ଗ୍ୟାରେଂଟି । ଏନଡିଏ ସରକାର ସାଧାରଣ ନିର୍ବାଚନରେ ୪ଶହ ଆସନରେ ବିଜୟ ହାସଲ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ରେବାଡି ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେବେ ସେ ଏଠାକୁ ଆସନ୍ତି ସେ ସମୟରେ ପୁରୁଣା ସ୍ମୃତି ତାଜା ହୋଇଯାଏ ।…

 ଭାରତବନ୍ଦ ଯୋଗୁଁ ବାଧାପ୍ରାପ୍ତ ଦୈନନ୍ଦିନ ଜୀବନ । ଚାଷୀଙ୍କ ସମର୍ଥନରେ କଂଗ୍ରେସର ପ୍ରତିବାଦ,  ଦିଲ୍ଲୀସୀମାରେ…

କନକ ବ୍ୟୁରୋ : ଚାଷୀଙ୍କ ଭାରତ ବନ୍ଦ ଡାକରା । କେଉଁଠି ଗଡିନି ବସ ପୁଣି କେଉଁଠି ଦୋକାନବଜାରରେ ପଡିଛି ତାଲା । ଦୈନନ୍ଦିନ ଜୀବନ ମଧ୍ୟ ବେଶ ବାଧାପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବୋର୍ଡ ପରୀକ୍ଷା ଭିତରେ ଏଭଳି ପରିସ୍ଥିତିରେ…

ସାତ ବର୍ଷ ପରେ ମାଲେସିଆରୁ ଫେରିଲେ ଓଡିଆ ଶ୍ରମିକ ତାରାକାନ୍ତ ମଲ୍ଲିକ । କାମ କରିବାକୁ ଯାଇ ଦଲାଲ ରଖିଦେଲା ଅଟକ

କନକ ବ୍ୟୁରୋ : ସ୍ନେହଠୁ ସନ୍ତାନ ଦୂରେ ଥିଲା । ମା’ଠୁ ମମତା ଅଲଗା ଥିଲା । ଆଉ ୭ ବର୍ଷ ପରେ ଯେତେବେଳେ ପୁଅକୁ ଆଖି ସାମ୍ନାରେ ଦେଖୁଛି ମା । ଲୁୁହ ବି ବୋଲ ମାନୁନି  । ବୋଲ ମାନିଥାନ୍ତା ବା କିପରି । ଅପେ ଝରି ଆସୁଛି । ଜନ୍ମ ଦେଇଥିବା ମା’ଙ୍କ ଯେଉଁ ଦୁଃଖ ଥିଲା, ଜୀବନ ସାରା ସାଥୀ ହେବାର…

୧୦ବର୍ଷ ତଳର ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ । ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା…

କନକ ବ୍ୟୁରୋ : ୨୦୧୪ ମସିହାର ବହୁ ଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ । ହତ୍ୟାକାଣ୍ଡର ପ୍ରାୟ ୧୦ବର୍ଷ ପରେ ଭୁବନେଶ୍ୱର ଏଡିଜି କୋର୍ଟ ମାମଲାର ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ସ୍ନେହ ସ୍ୱାକ୍ଷରକୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର…

ପରକିୟା ପ୍ରୀତି ପାଇଁ ସ୍ୱାମୀକୁ ହତ୍ୟା କରି ଘରେ ପୋତିଥିଲା ଅଭିଯୁକ୍ତ ସ୍ତ୍ରୀ । ମୃତଦେହ ଉଦ୍ଧାର ସହ ଅଭିଯୁକ୍ତ…

କନକ ବ୍ୟୁରୋ : ସ୍ତ୍ରୀ ହେମଦସ୍ତା ପୁଆ ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଛି । ନୟାଗଡ଼ ଓଡ଼ଗାଁ ହତ୍ୟା ଘଟଣାରେ ଏପରି ଏକ ଚାଂଚଲ୍ୟକର ଖୁଲାସା ହୋଇଛି । ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଘର ଭିତରେ ପୋତି ଦେଇଥିଲା ସ୍ତ୍ରୀ । ଘଟଣାର ୧୦ ଦିନ ପରେ ପୋଲିସ ଗାଁରେ ପହଂଚି ଅଭିଯୁକ୍ତ ସ୍ତ୍ରୀ ଓ ତାଙ୍କ…