Daily Archives

February 15, 2024

ରାଏବରେଲୀ ନାଁରେ ସୋନିଆ ଗାନ୍ଧୀଙ୍କ ଭାବପ୍ରବଣ ଚିଠି । କହିଲେ ଅସୁସ୍ଥତା ପାଇଁ ଆଉ ଲଢ଼ିବେନି ଲୋକସଭା ନିର୍ବାଚନ

କନକ ବ୍ୟୁରୋ : ରାଏବରେଲୀ ନାଁରେ ସୋନିଆ ଗାନ୍ଧୀଙ୍କ ଭାବପ୍ରବଣ ଚିଠି । ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ପରେ ସୋନିଆ ପାରମ୍ପରିକ ଆସନ ରାଏବରେଲୀରୁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ଏହାକୁ ନେଇ ରାଏବରେଲୀ ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ।୧୯୯୮ ମସିହାରୁ…

ନିର୍ବାଚନ ପୂର୍ବରୁ ଇଲୋକ୍ଟ୍ରାଲ ବଣ୍ଡ ଉପରେ କଟକଣା । ଅସାମ୍ବିଧାନିକ କହି ଆଜିଠୁ କଟକଣା ଲଗାଇଲେ ସୁପ୍ରିମକୋଟ

କନକ ବ୍ୟୁରୋ : ଇଲୋକ୍ଟ୍ରାଲ ବଣ୍ଡ ବା ନିର୍ବାଚନୀ ବଣ୍ଡ ଉପରେ ତୁରନ୍ତ ରୋକ୍ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ ଦ୍ୱାରା ଚାନ୍ଦା ନେବା ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ…

ଚାଷୀ ଆନ୍ଦୋଳନକୁ ୩ଦିନ, ରାସ୍ତାଜାମ ପରେ ରେଳରୋକ । କାଲି ଭାରତ ବନ୍ଦ ଡାକରା

କନକ ବ୍ୟୁରୋ : ୩ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ । ଦିଲ୍ଲୀ ପହୁଁଛନ୍ତି ଶହ ଶହ ଚାଷୀ । ରେଳଲାଇନଠୁ ରାଜପଥ । ସବୁଠି ଦେଖିବାକୁ ମିଳୁଛି ପ୍ରଦର୍ଶନ ।ପଂଜାବରେ ଚାଷୀମାନେ ରେଳଧାରଣା ଉପରେ ବସି ଆନ୍ଦୋଳନ କରିଛନ୍ତି । ଯାହା ପାଇଁ ଏହି ରୁଟ ଦେଇ ଯାଉଥିବା ସମସ୍ତ ଟ୍ରେନ ବାଧାପ୍ରାପ୍ତ ହୋଇଛି ।…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଦେଶର ବିଭିନ୍ନ ସ୍ଥାନରୁ ଆସିଲେ ନାଗା ସାଧୁ, ଅଶ୍ଳୀଳ ନୃତ୍ୟକୁ…

କନକ ବ୍ୟୁରୋ : ପ୍ରସ୍ତୁତ ହେଲାଣି ଯଜ୍ଞସ୍ଥଳ । ସଜେଇ ହେଲାଣି ଖଣ୍ଡଗିରି । ଶୁକ୍ରବାର ୧୬ ତାରିଖରୁ ୨୫ ତାରିଖ ୯ ଦିନ ଯାଏଁ ଚାଲିବ ଖଣ୍ଡଗିରି ମାଘମେଳା । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ବଢିଲାଣି ଗହଳିଚହଳି । ବୁଧବାରଠାରୁ ଦେଶର ବିଭିନ୍ନ ସ୍ଥାନରୁ ଶହେରୁ ଅଧିକ ସାଧୁସନ୍ଥ…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ବିପ୍ଲବ । ୭୫୦ ଶଯ୍ୟା ବିଶିଷ୍ଟ ବାଗଚୀ ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଓ ଗବେଷଣା…

କନକ ବ୍ୟୁରୋ : ଅଢ଼େଇ ବର୍ଷର ଅକ୍ଲାନ୍ତ ପରିଶ୍ରମ ଏବଂ ନିଷ୍ଠାର ସାର୍ଥକ ରୂପ ନେଇଛି । ଦେଶବାସୀଙ୍କ ସେବାରେ ଲୋକାର୍ପିତ ହୋଇଛି, ବହୁ ପ୍ରତିକ୍ଷୀତ କ୍ୟାନ୍ସସର ହସ୍ପିଟାଲ । ଆରୋଗ୍ୟ ପାଇଁ ସମର୍ପିତ ଏବଂ ଆଶା ଦ୍ୱାରା ଅନୁପ୍ରଣିତ, ଏହି ଆହ୍ୱାନ ନେଇ ଇନଫୋ ଭ୍ୟାଲିରେ ଛିଡ଼ା ହୋଇଛି, ୭୫୦…

ସାମ୍ନାକୁ ଆସିଲା ପରିବହନ ଅଧିକାରୀଙ୍କ ସଂପତି ପାହାଡ । ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲାର କୁବେର ଆରଟିଓ ବସନ୍ତ…

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଳା ଆରଟିଓ ବସନ୍ତ କୁମାର ମହାପାତ୍ର । ମାସିକ ଦରମା ପାଖାପାଖି ଲକ୍ଷେ ଟଙ୍କା । ହେଲେ, ଏହି ବାବୁ ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତି । ଭୁବନେଶ୍ୱରର ଅନେକ ସ୍ଥାନରେ ଫ୍ଲାଟ କିଣିଥିବାବେଳେ, ଏକାଧିକ ବ୍ୟାଙ୍କ ଆକାଉଂଟ ଓ ବିଭିନ୍ନ ବଣ୍ଡରେ ଜମା କରିଛନ୍ତି…