ଇଡି ରିମାଣ୍ଡ ଶେଷ ପରେ ଜେଲ ଗଲେ ହେମନ୍ତ ସୋରେନ । ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

178

କନକ ବ୍ୟୁରୋ : ଇଡି ରିମାଣ୍ଡରୁ ଜେଲ ଗଲେ ହେମନ୍ତ ସୋରେନ । ମନି ଲଡ୍ରିଂ ମାମଲାରେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର କୋର୍ଟରେ ହାଜର କରିଥିଲା ଇଡି । ଶୁଣାଣୀ ପରେ ବିଚାରବିଭାଗୀୟ ହେପାଜତକୁ ପଠାଯାଇଛି । ୩ଥର ଇଡି ରିମାଣ୍ଡରେ ଯିବା ସହ ଜେରାର ସମ୍ମୁଖୀନ ହୋଇଛନ୍ତି ହେମନ୍ତ । ମନିଲଡ୍ରିଂ ମାମଲାରେ ୩୧ ଜାନ୍ରୁଆରୀରେ ଇଡି ଗିରଫ କରିଥିଲା ।