Daily Archives

January 29, 2024

ଦାୟିତ୍ୱ ନେଲେ ନୂଆ ପୁଲିସ କମିସନର ସଂଜୀବ ପଣ୍ଡା । ନୂଆ ଆହ୍ୱାନର ହେବେ ସମ୍ମୁଖୀନ । ସବୁ ଚ୍ୟାଲେଞ୍ଜକୁ ଗ୍ରହଣ…

କନକ ବ୍ୟୁରୋ: ଦ୍ୱୈତ ନଗରୀର ଦାୟିତ୍ୱ ନେଇଛନ୍ତି ନୂଆ ପୁଲିସ କମିସନର । ୧୯୯୪ ବ୍ୟାଚର ଆଇପିଏସ ଅଫିସର ସଂଜୀବ ପଣ୍ଡା ନେଇଛନ୍ତି ଏହି ଗୁରୁ ଦାୟିତ୍ୱ । ପୂର୍ବରୁ ଗୁଇନ୍ଦା ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଥିବା ଏହି ଅଫିସରଙ୍କ ଭରଷାରେ କଟକ ଏବଂ ଭୁବନେଶ୍ୱର । ଆଉ ନୂଆ କମିଶନର…

ଗାଁ ଭୋଟ ଉପରେ ବିଜେପିର ନଜର । ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ…

କନକ ବ୍ୟୁରୋ: ୨୪ ନିର୍ବାଚନ ପାଇଁ ସବୁବର୍ଗର ଭୋଟରଙ୍କ ପାଖରେ ପହଞ୍ଚିବାକୁ ବିଜେପିର ଯୋଜନା । ମହିଳା, ଯୁବ ଓ ପଛୁଆବର୍ଗଙ୍କ ପରେ ବିଜେପି ଫୋକସରେ ଏବେ ଗାଁ ଭୋଟ । ଏଥିପାଇଁ ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ ୩ ଦିନ ଧରି ଚାଲିବ ଏହି…

ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ଦଳରେ ସାମିଲ ହେଲେ ୩୦୦ କଳାକାର

କନକ ବ୍ୟୁରୋ: ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମୋହିତ କରୁଥିବା କଳାକାରଙ୍କୁ ରାଜନୀତିର ମଞ୍ଚରେ ଦେଖିବାକୁ ମିଳିବ । ଯାତ୍ରା ଦୁନିଆର ପରିଚିତ ନାଁ ଦୈତାରୀ ପଣ୍ଡା, ବାପି ପଣ୍ଡା, ଶିବରାମ ପଣ୍ଡା, ସୁବାସ ବେହେରାଙ୍କ ଭଳି ବଛା ବଛା ୨୯ ଜଣ କଳାକାର ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ୩୦ଟି…

ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ମୋବାଇଲରୁ ଦୂରେଇ ରହିବା, ଫିଟନେସ୍ ପ୍ରତି ଦୃଷ୍ଟି…

କନକ ବ୍ୟୁରୋ: ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲକ୍ଷ୍ୟସ୍ଥିର କରି ଆଗକୁ ବଢ଼ିବା ସହ ଚାପଗ୍ରସ୍ତ ନ ହେବାକୁ ସେ ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟ ପିଲାଙ୍କ ସହ ତୁଳନା ନକରିବାକୁ ଅଭିଭାବକଙ୍କୁ ବି ଆହ୍ୱାନ ଦେଇଛନ୍ତି…

ବାଜିଲା ରାଜ୍ୟସଭା ବିଗୁଲ୍ । ଓଡ଼ିଶାର ୩ଟି ଆସନ ସହ ଫେବ୍ରୁଆରୀ ୨୭ରେ ୧୫ଟି ରାଜ୍ୟରେ ହେବ ନିର୍ବାଚନ । କାହାକୁ ନୂଆ…

କନକ ବ୍ୟୁରୋ: ରାଜ୍ୟରେ ୩ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ…

ଓଡ଼ିଶା ବଞ୍ଚାଅ ସମାବେଶରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଲେ, ବିଜେଡି-ବିଜେପି ଭିତରେ ହେଇଛି ଲଭ୍…

କନକ ବ୍ୟୁୁରୋ: ୨୦୧୯ ପରେ, ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ରଣହୁଙ୍କାର ଦେଇଛି । ରାଜ୍ୟରେ ଦୁର୍ବଳ ହୋଇପଡୁଥିବା କଂଗ୍ରେସ, ଏଆଇସିସି ଅଧ୍ୟକ୍ଷ ମଲ୍ଳିକାର୍ଜ୍ଜୁନ ଖଡଗେଙ୍କ ଗସ୍ତବେଳେ ଶକ୍ତି ପ୍ରଦର୍ଶନ କରିଛି । ଖଡଗେ ଭୁବନେଶ୍ୱର ବିମାନବନନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ…