Daily Archives

January 28, 2024

ଲୋକଶକ୍ତିର ହେଲା ବିଜୟ । ଗାଁକୁ ଫେରିଲା ଖୁସି । ସତ୍ୟାଗ୍ରହ କରି ନିଜ ଅଧିକାର ଛଡାଇ ଆଣିଲେ କାହ୍ନୁଗୁଡା ଗ୍ରାମବାସୀ 

କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ କାହ୍ନୁଗୁଡ଼ା ଗାଁକୁ ଫେରିଛି ଖୁସି । ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବ ପାଳନ କରିଛନ୍ତି । ପରସ୍ପରକୁ ମିଠା ଖୁଆଇବା ସହ ବାଜା ବଜାଇ ପାରମ୍ପରିକ ନୃତ୍ୟ ପରିବେଷଣ କରିଛନ୍ତି । କାରଣ ହେଉଛି, ଯେଉଁ ମୌଳିକ ସୁବିଧା ଯୋଗାଇଦେବା ପାଇଁ…

ବାଙ୍କୀରେ ଫଳିଛି ବିଦେଶୀ ଫଳ । ନିଜେ ରୋଜଗାର କରିବା ସହ ୧୦ ଜଣଙ୍କୁ ଦୈନିକ କାମ ଯୋଗାଉଛନ୍ତି ବାଙ୍କୀ ଡମପଡ଼ା ଅଞ୍ଚଳର…

କନକ ବ୍ୟୁରୋ : ୟୁଟ୍ୟୁବ୍ ଦେଖାଇଲା ସଫଳ ଚାଷୀ ହେବାର ରାସ୍ତା । ବାଙ୍କୀ ମାଟିରେ ଫଳିଛି ବେଦେଶୀ ଫଳ । ୟୁଟୁବ୍ ଦେଖି ବାଙ୍କୀ ମାଟିରେ ବିଦେଶୀ ଡ୍ରାଗନ ଫୁଡ଼ ଫଳ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ୧୦ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଭୁବନେଶ୍ୱର ଅଞ୍ଚଳର ଶଶାଙ୍କ ଶେଖର ପରିଡ଼ା ।…

ଛାଡୁଥିଲା ଟ୍ରେନ, ଚଢ଼ିବାକୁ ଉଦ୍ୟମ କରୁଥିଲେ ବୃଦ୍ଧା । ଭାରସାମ୍ୟ ହରାଇ ଟ୍ରାକକୁ ଖସିବାବେଳେ ଦେବଦୂତ ଭଳି ପହଞ୍ଚିଲେ…

କନକ ବ୍ୟୁରୋ: ଅତି ନିକଟରୁ ଛୁଇଁଦେଇ ଚାଲିଗଲା ମୃତ୍ୟୁ । ପୁରୀ ରେଳ ଷ୍ଟେସନରୁ ଆସିଛି ଛାତିକୁ ଥରାଇ ଦେଲା ଭଳି ଖବର । ଚଳନ୍ତା ଋଷିକେଶ-ପୁରୀ ଉକ୍ରଳ ଏକ୍ସପ୍ରେସରେ ଚଢିବାକୁ ଉଦ୍ୟମ କରି ବୃଦ୍ଧା ଜଣକ ତଳେ ପଡି ଘୋଷାଡି ହୋଇଯାଇଥିଲେ । ହେଲେ କନେଷ୍ଟବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବୃଦ୍ଧା…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ । ଓଡ଼ିଶା ବଞ୍ଚାଅ ସମାବେଶରେ ସାମିଲ୍ ହେବେ ମଲ୍ଲିକାର୍ଜୁନ…

କନକ ବ୍ୟୁରୋ: ଆସନ୍ତାକାଲି ରାଜଧାନୀରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ । ଏଥିରେ ସାମିଲ ହେବାକୁ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଯାହାକୁ ନେଇ ନେଇ ଦଳୀୟ କର୍ମୀଙ୍କ ଭିତରେ ନୂଆ…

ମୋଦୀଙ୍କ ଫୋକସରେ ଓଡିଶା । ସପ୍ତାହକ ଭିତରେ ଦୁଇ ଥର ଆସିବେ ପ୍ରଧାନମନ୍ତ୍ରୀ । ମହିଳା ସମାବେଶରେ ଯୋଗ ଦେବା ନେଇ ସୂଚନା

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ଫେବ୍ରୁଆରୀରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୩ ତାରିଖରେ ସମ୍ବଲପୁର କାର୍ଯ୍ୟକ୍ରମ ଥିବାବେଳେ ୧୦ ତାରିଖରେ ଭୁବନେଶ୍ୱର ଆସି ମହିଳା ସମାବେଶରେ ଯୋଗ ଦେଇପାରନ୍ତି ନରେନ୍ଦ୍ର ମୋଦୀ…

ସକାଳେ ଇସ୍ତଫା, ସନ୍ଧ୍ୟାରେ ଶପଥ । ପୁଣି ପଲଟିଲା ବିହାର ରାଜନୀତି । ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ…

କନକ ବ୍ୟୁରୋ: ପୁଣିଥରେ ପଟ୍ଟ ପରିବର୍ତ୍ତନ କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର । ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ନବମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୂଆ ସାଥୀ, ନୂଆ ସରକାର ନବମ ଥର ଶପଥ ନେଲେ ନୀତୀଶ ପୁଣି ଏନଡିଏକୁ…