Daily Archives

December 24, 2023

ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ପିକନିକ ପ୍ଲେସ, ବାର, କ୍ଲବ ଓ…

କନକ ବ୍ୟୁରୋ : କମିସନରେଟ ପୁଲିସର କଡ଼ା ଚେତାବନୀ । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ଜିରୋ ନାଇଟରେ ମତୁଆଲା ହୁଅ ହେଲେ ମଦ ପିଇ ରାସ୍ତାକୁ ଓହ୍ଲାଅନି । ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ଆଜିଠାରୁ ପିକନିକ ପ୍ଲେସ, ବାର, କ୍ଲବ, ପବ…

ଜାନୁଆରୀରେ ଓଡିଶାରେ ହୋଇପାରେ ବଡ ଶକ୍ତି ପ୍ରଦର୍ଶନ । ନବୀନକୁ ଟକ୍କର ଦେବାକୁ ଆସିବେ ମୋଦୀ ଓ ରାହୁଲ

କନକ ବ୍ୟୁରୋ : ଜାନ୍ରୁଆରୀ ମାସରେ ଓଡିଶାରେ ଦେଖିବାକୁ ମିଳିପାରେ ବଡ ରାଜନୈତିକ ହଲଚଲ । ବିଜେଡି ସୁପ୍ରିମୋ ଜିଲ୍ଳା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ, ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ଫୋକସରେ ରହିଛି ଓଡିଶା । ଦୁଇ ଦଳ ସେମାନଙ୍କ ଶୀର୍ଷ ନେତୃତ୍ୱଙ୍କୁ ଓଡିଶାକୁ ଆଣି ଶକ୍ତି…

ଶେଷ ହେବାକୁ ଯାଉଛି ବର୍ଷ -୨୦୨୩ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଜୋରଦାର ଭିଡ଼, ଶ୍ରୀମନ୍ଦିରରରେ ପ୍ରବଳ ଗହଳି

କନକ ବ୍ୟୁରୋ : ବଡଦିନ ଛୁଟି ସହ ବର୍ଷ ଶେଷ । ଆଉ ପୁରୀରେ ଜଗା ଦର୍ଶନ ପାଇଁ ଆରମ୍ଭ ହୋଇଯାଇଛି ଗହଳି । ଏହି ଦୃଶ୍ୟ ହିଁ ବୟାନ କରୁଛି ସିଂହଦ୍ୱାର ଆଗରେ ଭିଡ କେତେ । ରବିବାର ହୋଇଥିବାରୁ ଠାକୁର ଦର୍ଶନ ପାଇଁ ଧାଡିରେ ଠିଆହୋଇ ବ୍ୟାରିକେଡ ଭିତରେ ଭକ୍ତ କଲବଲ ହୋଇଛନ୍ତି । ଠାକୁରଙ୍କ ପହିଲିଭୋଗ…

ପୁଣି ଆଇଡି ବିସ୍ଫୋରଣରେ ୨ ଯବାନ ଆହତ । ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର, କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ…

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ସର୍ଲା କେହେଲିଗଡ଼ି ଅଚଂଳରେ ମାଓ ଗତିବିଧି ଖବର ପାଇ କୁମ୍ବି ଅପରେସନ୍ ଆରମ୍ଭ କରିଥିଲେ ଏସଓଜି ଯବାନ । ଜଙ୍ଗଲ ଭିତରେ ମାଓବାଦୀମାନେ କ୍ୟାମ୍ପ କରି ରହୁଥିବା ସମୟରେ ଜଙ୍ଗଲରେ ମୁହଁମୁହିଁ ହୋଇଛନ୍ତି ଯବାନ-ମାଓବାଦୀ । ତେବେ ମାଓ ବିରୋଧୀ ଅପରେସନ୍ ବେଳେ…

କଂଗ୍ରେସ ଫୋକସରେ ଓଡିଶା । ଅଜୟ କୁମାରଙ୍କୁ ନୂଆ ପ୍ରଭାରୀ କରିବା ପରେ ବଢ଼ିଲା ଚର୍ଚ୍ଚା, ବଦଳିବ କି ଓଡିଶା କଂଗ୍ରେସର…

କନକ ବ୍ୟୁରୋ : ଓଡ଼ିଶା କଂଗ୍ରେସରେ ଦେଖିବାକୁ ମିଳିପାରେ ବଡ଼ ଧରଣର ପରିବର୍ତନ । ରାଜ୍ୟ କଂଗ୍ରେସର ପ୍ରଭାରୀ ପରିବର୍ତନ ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଚେଲ୍ଲା କୁମାରଙ୍କ ବଦଳରେ ଅଜୟ କୁମାରଙ୍କୁ ଦାୟୀତ୍ୱ ଦେବା ପଛରେ କଂଗ୍ରେସର ରଣନୀତି ଥିବା…

ନିୟମନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଗଲାଣି…

କନକ ବ୍ୟୁରୋ : ପ୍ରଶାସନର ସବୁ ଦାବି ସତ୍ୱେ ରାଉରକେଲା ଲୋକଙ୍କୁ କଲବଲ କରୁଛି ହାଇଜା । ଶନିବାରଦିନ ହଇଜା ନିୟନ୍ତ୍ରଣକୁ ଆସିଛି ବୋଲି ଦାବି କରିଥିଲା ପ୍ରଶାସନ । ତାସତ୍ୱେ ହଇଜାରେ ଆଉ ଜଣକର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି କୁଆଁରମୁଣ୍ଡା ଅଂଚଳର ସୁବୋଧ ଟପ୍ପୋ । ସରକାରୀ…