Daily Archives

November 10, 2023

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ଶାଣିତ ଆକ୍ରମଣ । କହିଲେ, ମୋଦୀ ପିନ୍ଧନ୍ତି ୨କୋଟି ମୂଲ୍ୟର ପୋଷାକ. ଓବିସି କହି…

କନକ ବ୍ୟୁରୋ : ଆସୁଛି ନିର୍ବାଚନ, ଚାଲିଛି ଜୋରଦାର ପ୍ରଚାର । ଶୁକ୍ରବାର ମଧ୍ୟପ୍ରଦେଶରେ ଜନସଭା ଓ ରାଲି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଏହା ଭିତରେ ପ୍ରଧାନମନ୍ତ୍ରୀଙ୍କ ପୋଷାକ ପରିଧାନ ଉପରେ ମଧ୍ୟ ସେ…

ଘମାଘୋଟ ଲଢ଼େଇ ଭିତରେ ଆଶ୍ୱସ୍ତି । ଇସ୍ରାଏଲର ଯୁଦ୍ଧ ବିରତି ଘୋଷଣା, ୩ଦିନ ପାଇଁ ୪ଘଂଟା ଲେଖାଏଁ ବିରତି

କନକ ବ୍ୟୁରୋ : ଗୋଟିଏ ମାସ ଅତିକ୍ରମ କରିସାରିଛି ଇସ୍ରାଏଲ-ହମାସ ଯୁଦ୍ଧ । ହଜାର ସଂଖ୍ୟକ ମୃତ୍ୟୁ, ଲକ୍ଷଲକ୍ଷ ଆହତ ସହ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ବଡ କ୍ଷତି ସହୁଛନ୍ତି । ଏହା ଭିତରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତିନି ଦିନ ପାଇଁ ୪ ଘଂଟା ଲେଖାଏଁ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି…

ପାଠରେ ଡୋରି ବାନ୍ଧିଳା ଅଭାବ ଅନଟନ: ମିଲେଟ ବନାଇଲା କମ୍ପାନୀ ନିର୍ଦ୍ଦେଶକ

କନକ ବ୍ୟୁରୋ: ମିଲେଟ୍ ବଦଳାଇ ଦେଇଛି ଅନେକ ଚାଷୀଙ୍କ ଭାଗ୍ୟ । ସାଧାରଣ ଚାଷୀରୁ ବନିଯାଇଛନ୍ତି ସଫଳ ଉଦ୍ୟୋଗୀ । ମହିଳାଙ୍କୁ ବି ମିଲେଟ୍ ଦେଇଛି ସ୍ୱତନ୍ତ୍ର ପରିଚୟ । ଭୋକ ଓପାସରେ ରହୁଥିବା ପରିବାରକୁ କୋଟିପତି କରିଛି ମିଲେଟ୍ । ଏହି ହସ ହସ ଚେହରା ପଛରେ ରହିଛି ଅନେକ ସଂଘର୍ଷ । ଦିନ ଥିଲା…

ପ୍ରଦୂଷଣ ସମସ୍ୟା, ସୁପ୍ରିମକୋର୍ଟଙ୍କ ଉଦବେଗ ପ୍ରକାଶ । ରାଜ୍ୟମାନଙ୍କୁ କୋର୍ଟଙ୍କ ପ୍ରଶ୍ନ, କେବଳ ନିୟମ ଲାଗୁ ଚଳିବନି

କନକ ବ୍ୟୁରୋ : କାଠଗଡ଼ାରେ ପହଁଚିଛି ଦିଲ୍ଲୀ ପ୍ରଦୂଷଣ ମମାଲା । ଆଜିର ଶୁଣାଣୀରେ ରାଜ୍ୟମାନଙ୍କ ଉପରେ ପ୍ରଶ୍ନ ବର୍ଷା କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି କେବଳ ନିୟମ ଲାଗୁ କଲେ ଚଳିବନି । ଏହା ଉଚିତ ଭାବରେ ଓ ତୃଣମୁଳସ୍ତରରେ କାର୍ଯ୍ୟକାରୀ ହେଉଛି ନା ନାହିଁ ସେନେଇ ରାଜ୍ୟସରକାର…

ପ୍ରଶ୍ନ ପାଇଁ ଲାଂଚ ମାମଲାରେ ବଢ଼ୁଛି ମହୁଆ ମୋଇତ୍ରାଙ୍କ ଅଡୁଆ । ସୋସିଆଲ ମିଡିଆ ପୋଷ୍ଟ କରି ଆକ୍ରୋଶ ପ୍ରକାଶ କଲେ…

କନକ ବ୍ୟୁରୋ : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସମସ୍ୟା ବଢ଼ୁଛି । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ମହୁଆଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି ଏହାର ଯାଂଚ ଶେଷ କରିଛି ଏଥିକ୍ସ କମିଟି । ଶୁକ୍ରବାର ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଯଦି ଲାଗିଥିବା ଅଭିଯୋଗ ସତ ପ୍ରମାଣିତ ହୁଏ…

ବିହାର ବିଧାନସଭାରେ ସଂରକ୍ଷଣ ସଂଶୋଧନ ବିଲ ପାରିତ । ସଂରକ୍ଷଣ ସୀମା ବୃଦ୍ଧିକୁ ବିରୋଧ, ବିଧାନସଭାରେ ହଟ୍ଟଗୋଳ

କନକ ବ୍ୟୁରୋ : ଗୁରୁବାର ବିହାର ବିଧାନସଭାରେ ପାରିତ ହୋଇଛି ସଂରକ୍ଷଣ ସଂଶୋଧିତ ବିଲ୍ । ଶୁକ୍ରବାର ଏନେଇ ଆରମ୍ଭ ହୋଇଛି ଜୋରଦାର ରାଜନୀତି । ବିହାର ବିଧାନସଭା ବାହାରେ ବିଜେପି ବିହାର ସରକାରଙ୍କ ଫଇସଲାକୁ ବିରୋଧ କରି ଧାରଣା ଦେଇଛନ୍ତି । ବିଜେପି କହିଛି ବିହାର ସରକାର ଦଳିତଙ୍କୁ ଅପମାନ କରି…