Daily Archives

October 29, 2023

ପ୍ରାର୍ଥନା ସଭାରେ ଫୁଟିଲା ବୋମା । କେରଳ ଏର୍ଣ୍ଣାକୁଲମରେ ଭୟଙ୍କର ବିସ୍ଫୋରଣ । ଅଘଟଣରେ ଜଣେ ମୃତ, ୪୦ରୁ ଅଧିକ ଆହତ

କନକ ବ୍ୟୁରୋ: ଜଣେ ହମାସ୍ କମାଣ୍ଡର କେରଳରେ ଏକ ରାଲିକୁ ଭର୍ଚୁଆଲ ମୋଡରେ ସମ୍ବୋଧନ କରିବାର ଦୁଇ ଦିନ ପରେ ଘଟିଛି ଭୟଙ୍କର ବୋମା ବିସ୍ଫୋରଣ । ଏର୍ଣ୍ଣାକୁଲମରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ଏକ ପ୍ରାର୍ଥନା ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ୩ଟି ବୋମା ବିସ୍ଫୋରଣ ହୋଇଛି । ଏଥିରେ ଜଣଙ୍କର…

ଶ୍ରୀମନ୍ଦିରରେ ଶାଳୀନତା ପୋଷାକ ପରିଧାନ ପାଇଁ କରାଯାଉଛି ସଚେତନ । ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ । ଆଜି କିଛି…

କନକ ବ୍ୟୁରୋ: ହାଫ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଶ୍ରଦ୍ଧାଳୁଙ୍କୁ ଧୋତି ପିନ୍ଧାଇ ଦେଲେ ସେବାୟତ । ଶ୍ରୀମନ୍ଦିର ଭିତରକୁ ଗଲେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପାଇଁ ସଚେତନତା ଚାଲିଥିବା ବେଳେ ସିଂହଦ୍ୱାର ନିକଟରେ ଆଜି ଏପରି ଘଟିଥିଲା  । ଭକ୍ତଙ୍କୁ ଧୋତି ପିନ୍ଧାଇ ଶ୍ରୀମନ୍ଦିରର ପରମ୍ପରା ଓ…

ଗଞ୍ଜାମରେ ଜୁଆର ଆସର । କୁମାରପୂର୍ଣ୍ଣିମା ଅବସରରେ ସାରା ରାତି ଚାଲିଲା ଜୁଆ ଖେଳ । କିଛି ଲୋକ ବାଜି ଜିତିଥିବାବେଳେ ଆଉ…

କନକ ବ୍ୟୁରୋ: କୁମାରପୂର୍ଣ୍ଣିମାରେ ଗଞ୍ଜାମ ଜିଲ୍ଲା ଉତ୍ସବମୁଖର ହୋଇଛି । ଚନ୍ଦ୍ରଗ୍ରହଣ ଉତ୍ସାହକୁ ସାମାନ୍ୟ ଫିକା କରିଥିବାବେଳେ ଦିନ ଓ ରାତି ତମାମ ଘରେ ଘରେ ଚାଲିଛି ତାସ୍ ଖେଳ । ସମସ୍ତେ ତାସ, ପାଲି ଓ କଉଡି ଖେଳର ମଜା ଉଠାଇଛନ୍ତି । ବିଭିନ୍ନ ସାହି, ସାହିଛକ ଗୁଡିକରେ ପାଲି ଓ ତାସଖେଳର…

କଂଗ୍ରେସ କରିବ ରାଜ୍ୟବ୍ୟାପୀ ସଂକୀର୍ତନ ସତ୍ୟାଗ୍ରହ । ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ଦାବିରେ ପୁଣି ଥରେ ଚେତାବନୀ ଦେଲା…

କନକ ବ୍ୟୁରୋ: ଆସନ୍ତା ନଭେମ୍ବର ୯ ତାରିଖ ସକାଳ ୯ଟାରୁ ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟ ଘଣ୍ଟା ବଜାଇ ଆନ୍ଦୋଳନ କରିବ କଂଗ୍ରେସ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯିବ । ପିସିସି ସଭାପତି ଶରତ…

ଓଲିଉଡ୍ କଳିରେ ତେଜିଲା ପୂର୍ବ-ପଶ୍ଚିମ ରାଜନୀତି । ନରସିଂହଙ୍କ ପରେ ମନୋଜଙ୍କ ସମର୍ଥନରେ ବାହାରିଲେ ବିଜେପି ବିଧାୟକ ।…

କନକ ବ୍ୟୁରୋ: ଗତ କିଛି ଦିନ ହେଲା ଓଡିଆ ଚଳଚିତ୍ର ଜଗତରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି । ପ୍ରଯୋଜକ-ପ୍ରଯୋଜକ ମଧ୍ୟରେ ବିବାଦ ପରେ ଏବେ ଅଭିନେତା ଓ ଅଭିନେତାଙ୍କ କଳି ଚରମ ସୀମାରେ ପହଁଚିଛି । ବିବାଦ ଏତେ ବଢ଼ିଛି ଯେ, ଏହା ଏବେ ରାଜନୀତିର ରୂପ ନେଉଛି । ଏପରିକି କଥା ଏବେ ସାଢ଼େ…

ଇଂଲଣ୍ଡ ବିପକ୍ଷରେ ଭାରତର ସ୍କୋର ୨୨୯ । ବିଜୟ ପାଇଁ ଇଂଲଣ୍ଡକୁ ଆବଶ୍ୟକ ୨୩୦ ରନ୍ ।

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଇଂନିସରେ ଭାରତର ସ୍କୋର ୨୨୯ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ଆଜି ୨୩୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ୍ ଇଣ୍ଡିଆ । ତେବେ ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଦଳର ଅଧିନାୟକ ଜୋସ୍ ବଟଲର । ଏହାପରେ ବ୍ୟାଟିଂ…