Daily Archives

October 10, 2023

ପୁଅର ଫେରିବା ବାଟକୁ ଚାହିଁ ରହିଛି ପରିବାର । ସିକିମ୍ ବନ୍ୟାରେ ନିଖୋଜ ଯୁବ ଓଡ଼ିଆ ଇଞ୍ଜିନିୟର !

କନକ ବ୍ୟୁରୋ: କିଶୋର ହାଇଦ୍ରାବାଦର ଏକ କମ୍ପାନରେ ପ୍ରୋଜେକ୍ଟ ଇଞ୍ଜିନିୟର ଭାବେ ଚାକିରି କରୁଥିଲେ । ଗତ ଏକ ମାସ ହେଲା କମ୍ପାନୀ କାମରେ ସିକ୍କିମ ଯାଇଥିଲେ । ସିକ୍କିମର ଲୋଚନ ଘାଟିରେ ଥିବା ଆଇଟିବିପି ଯବାନଙ୍କ କ୍ୟାମ୍ପରେ ରହିଥିବା ପରିବାରକୁ ଜଣାଇଥିଲେ କିଶୋର । ପରେ ସେଠାରେ ବନ୍ୟାସ୍ଥିତି…

ଚତୁର୍ଥ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ୧୫ଶହରୁ ଅଧିକ ହମାସ ଆତଙ୍କବାଦୀ ନିହତ, ଆତଙ୍କୀଙ୍କୁ ଖୋଜିଖୋଜି ମାରୁଛି…

କନକ ବ୍ୟୁରୋ : ଇସ୍ରାଏଲରେ ଅନୁପ୍ରବେଶ କରିଥିବା ହମାସ ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି ଇସ୍ରାଏଲ ସେନା । ୧୫ଶହ ହମାସ ଆତଙ୍କବାଦୀଙ୍କ ମୃତ ଦେହ ଇସ୍ରାଏଲରୁ ଠାବ ହୋଇଛି । ସେପଟେ ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହର ଆତଙ୍କବାଦୀ ସୀମାରେ ପଶି ଗୁଳିମାଡ କରିଥିବା ସୂଚନା ମିଳିଛି ।…

ନିଶା ଛାଡିବାକୁ ଆସିଥିଲେ, ହେଲେ ଶବ ହୋଇ ଫେରିଲେ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପୋଲିସ ତଦନ୍ତ ଆରମ୍ଭ

କନକ ବ୍ୟୁରୋ: ନିଶା ଛଡାଇବାକୁ ଯାଇଥିଲେ , କିନ୍ତୁ ଶବ ହୋଇ ଫେରିଲେ । ଭୁବନେଶ୍ୱର ଧଉଳିର ନିଶା ନିବାରଣ କେନ୍ଦ୍ରରେ ଛବି ନାୟକ ନାମକ ଜଣେ ବ୍ୟକ୍ତିର ମୃତ୍ୟୁକୁ ନେଇ ବିବାଦ ଦେଖାଦେଇଛି । ଏଭଳି ଆକସ୍ମିକ ମୃତ୍ୟକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଆଉ ମୃତ୍ୟୁ ପୂର୍ବର ଭିଡିଓ…

ଛତିଶଗଡ଼ ଗଲେ ସୁନ୍ଦରଗଡ଼ରୁ ଉଦ୍ଧାର ମା’-ଝିଅ । ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଜିଲ୍ଲା ପ୍ରଶାସନ । ହେଲେ, ୮୫…

କନକ ବ୍ୟୁରୋ: ସୁନ୍ଦରଗଡ ସହରରେ ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳାଙ୍କୁ ଉଦ୍ଧାର ଘଟଣା ଦିନକୁ ଦିନ ନୂଆମୋଡ ନେଉଛି । ମା ଓ ଝିଅଙ୍କୁ ସେମାନଙ୍କ ନିଜ ଗାଁ ଛତିଶଗଡର ଖାରିବାହାଲକୁ ନିଆଯାଇଛି । ସୁନ୍ଦରଗଡ ଜିଲ୍ଲା ପ୍ରଶାସନ , ପୁଲିସ ଓ ଆସ୍ଥା ଗୃହ ଅଧିକାରୀଙ୍କ ଉପସ୍ଥିତିରେ ଏହି ଦୁଇଜଣଙ୍କୁ…

ରାଜ୍ୟ ବିଜେପି ସଭାପତିଙ୍କ ରାଲି ବେଳେ ବଲାଙ୍ଗୀରରେ ହାତାହାତି ବିଜେପି ନେତା । ଥାନାରେ ପହଞ୍ଚିଲା ମାମଲା । ବଳରାମ ସିଂ…

କନକ ବ୍ୟୁରୋ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଗରେ, ଶୋଭାଯାତ୍ରାରେ ନେତା ପିଟାପିଟା ହେବା ମାମଲା ଏବେ ଥାନାରେ ପହଞ୍ଚିଛି । ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ । ସେ ବଳରାମ ସିଂ ଯାଦବ ଓ ତାଙ୍କ ସମର୍ଥକ ଅନନ୍ତ ଦାସଙ୍କ ବିରୋଧରେ…

ବାହାନଗା ଦୁର୍ଘଟଣାର ଅପରିଚିତଙ୍କ ମୃତଦେହର କରାଯାଉଛି ଶେଷକୃତ୍ୟ । ପର୍ଯ୍ୟାୟ କ୍ରମେ ସମସ୍ତ ୨୮ଟି ଅଚିହ୍ନା ଶବର…

କନକ ବ୍ୟୁରୋ: ଶ୍ମଶାନରେ ଅଚିହ୍ନା ଶବର ପରିଚୟ ନେଇ ଜଳିଯାଇଛି, ବାହାନଗା ଟ୍ରେନ୍ ଦୁର୍ଘଟଣାର ଯାତ୍ରୀଙ୍କ ଜୁଇ । ୪ ମାସ ତଳେ ଯେଉଁ ଯାତ୍ରୀମାନଙ୍କ ନାଁ ଓ ଠିକଣା ସହ ଟ୍ରେନରେ ଚଢ଼ିଥିଲେ, ସେଇଯାତ୍ରମାନେ ଏବେ ଅଜଣା- ଅପରିଚିତର ଆଖ୍ୟା ନେଇ ବିଦାୟ ନେଇଛନ୍ତି । ଭୁବନେଶ୍ୱର ଭରତପୁର ଓ ସତ୍ୟନଗର…