Daily Archives

June 16, 2023

ରଜ ଲଢ଼େଇରେ ହିନ୍ଦୀ ବନାମ ଓଡିଆ ଫିଲ୍ମ । ଆଦିପୁରୁଷ ପାଇଁ ହଲରେ ମିଳୁନି ଟିକେଟ୍! ଓଡିଆରେ ଲଭ୍ ଇନ୍ ଲଣ୍ଡନ୍ ଏବଂ…

କନକ ବ୍ୟୁରୋ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ ସୀତା ଭୂମିକାରେ ଅଛନ୍ତି କ୍ରିତି ସାନନ । ପ୍ରାୟ ୫୦୦ କୋଟି ଟଙ୍କା…

ଅଷ୍ଟ୍ରେଲିଆ ସଂସଦରେ କାନ୍ଦିଲେ ମହିଳା ସାଂସଦ । କହିଲେ, କିଭଳି ସଂସଦ ଭିତରେ ଦିଆଯାଉଛି ଯୌନ ନିର୍ଯ୍ୟାତନା

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ସଂସଦ ଭିତରେ ମହିଳା ସାଂସଦଙ୍କୁ ଯୌନ ନିର୍ଯ୍ୟାତନା । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସାଂସଦ ଲଡିଆ ଥୋର୍ପ । ଲିବରେଲା ପାର୍ଟିର ସାଂସଦ ଡେଭିଡ ବେନଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଗୁରୁବାର ସଂସଦରେ କାନ୍ଦି କାନ୍ଦି ଏହି ଅଭିଯୋଗ ଆଣିଛନ୍ତି ଲଡିଆ ଥୋର୍ପ ।…

ପୂର୍ବତନ ଯୋଗାଣ ଅଧିକାରୀଙ୍କ ସମ୍ପତି ଦେଖି ତାଜୁବ ହେଲା ଭିଜିଲାନ୍ସ । ବାସ୍ତୁ ପାଇଁ ରୂପାହାତୀ ରଖିଛନ୍ତି ବ୍ରଜେନ୍ଦ୍ର…

କନକ ବ୍ୟୁରୋ: ଚାକିରୀ ସରକାରୀ, ଭରପୁର ଉପୁରୀ । କୋଟିପତି କୁବେର ଅଫିସରଙ୍କ ଉଭା ଯେତିକି ପୋତା ସେତିକି । କୋଠା, ଜମି କାଗଜପତ୍ର ଆଉ ଘରର ଇଂଟେରିୟର ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି । ବାବୁଙ୍କ ସଂପତିର ଖୋଳତାଡ ପାଇଁ ଲାଗିଛନ୍ତି ଦୁଇ ଡିଏସପି ଓ ୬ ଇନ୍ସପେକ୍ଟର ଓ…

ସଶକ୍ତ ହେଉଛି ଭାରତ,ମଜୁବୁତ ହେଉଛି ଦେଶର ପ୍ରତିରକ୍ଷା କ୍ଷେତ୍ର । ଆମେରିକାଠୁ ଅତ୍ୟାଧୁନିକ ପିଡ୍ରେଟର ଡ୍ରୋନ କିଣିବା…

କନକ ବ୍ୟୁରୋ : ଅଧିକ ଶକ୍ତିଶାଳୀ ହେଉଛି ଭାରତ । ଅଧିକ ମଜବୁତ ହେଉଛି ଦେଶର ପ୍ରତିରକ୍ଷାକ୍ଷେତ୍ର । ଶତ୍ରୁପକ୍ଷଙ୍କୁ ମାତ ଦେବା ପାଇଁ ଭାରତ ନିଜ ପ୍ରତିରକ୍ଷା କ୍ଷେତ୍ରକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଅଧିକ ମଜବୁତ କରିବା ଦିଗରେ ଆଗେଇ ଚାଲିଛି । ଏହା ଭିତରେ ଆମେରିକାର ସବୁଠୁ ବ୍ୟୟବହୁଳ,…

୨୪ ତାରିଖରେ ରଥଯାତ୍ରା ପାଳିବାକୁ ଗ୍ୱାଲିୟର ଇସ୍କନ ପକ୍ଷରୁ ପ୍ରସ୍ତୁତି । ତୀବ୍ର ବିରୋଧ କଲେ ସେବାୟତ । ଇସ୍କନ…

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତିଥି ଅନୁସାରେ ୨୦ତାରିଖରେ ପାଳନ ହେବ । କିନ୍ତୁ ମଧ୍ୟପ୍ରଦେଶ ଗ୍ୱାଲିୟର ଇସ୍କନ ପକ୍ଷରୁ ଆସନ୍ତା ୨୪ତାରିଖରେ ରଥଯାତ୍ରା ପାଳିବାକୁ ପ୍ରସ୍ତୁତି ଚାଲିଛି । ସୋସିଆଲ ମିଡିଆରେ ଏହାର ପ୍ରଚାର ପ୍ରସାର ମଧ୍ୟ କରାଯାଉଛି । ତେବେ ଅଦିନିଆ ରଥଯାତ୍ରା…

୨୦୨୪ ପାଇଁ ବିଜେଡିର ସମରସଜ୍ଜା । ଦୁଇଟି ପ୍ରମୁଖ ସଂସଦୀୟ କ୍ଷେତ୍ର ଉପରେ ଦଳର ଫୋକସ । ଭୁବନେଶ୍ୱରରେ ଅପରାଜିତାଙ୍କୁ…

କନକ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ବର୍ଷଟିଏ ବାକି ଅଛି, ଆଉ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଓ ସହ-ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରାଯାଇଛି । ପ୍ରଥମ ଥର ପାଇଁ ଲୋକସଭା…