Daily Archives

June 16, 2023

ମୁକ୍ତିଲାଭ କଲା ବହୁ ପ୍ରତିକ୍ଷିତ ଚଳଚିତ୍ର ଆଦିପୁରୁଷ, ପ୍ରଥମ ଦିନରେ ଅଧିକାଂଶ ପ୍ରେକ୍ଷାଳୟରେ ଭରପୁର ଦର୍ଶକ

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ମୁକ୍ତିଲାଭ କରିଛିି ବହୁ ପ୍ରତୀକ୍ଷିତ ଚଳଚିତ୍ର ଆଦିପୁରୁଷ । ପୌରାଣିକ କଥାବସ୍ତୁ ରାମାୟଣକୁ ନେଇ ପ୍ରସ୍ତୁତ ହୋଇଛି ବିଗ୍ ବଜେଟ୍ ଚଳଚିତ୍ର । ପ୍ରଭୁ ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ କଳାକାର ପ୍ରଭାସ ଅଭିନୟ କରିଛନ୍ତି । ସୀତା ଭୂମିକାରେ…

ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର । କନକ ନ୍ୟୁଜରେ ସ୍ୱତନ୍ତ୍ର ସାକ୍ଷାତକାର ବେଳେ ମତଦେଲେ ଛତିଶଗଡ଼ ରାଜ୍ୟପାଳ…

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି ଲାଗିଲାଣି । ଏପରି ସମୟରେ ତୁରନ୍ତ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ଛତିଶଗଡ ରାଜ୍ୟପାଳ । କନକ ନ୍ୟୁଜରେ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହି ଦାବି ଉଠାଇଛନ୍ତି ବିଶ୍ୱଭୂଷଣ…

ହଜିଗଲା ମାନବିକତା । ୮୦ ବର୍ଷିୟା ବୃଦ୍ଧାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…

କନକ ବ୍ୟୁରୋ: ମଣିଷ କେମିତି ଅମିଣଷ ପାଲଟିଯାଏ, ମାନବିକତା ଭୁଲିଯାଏ, ସେମିତି ଏକ ଛାତିକୁ ଦୋହଲାଇ ଦେଲା ଭଳି ଲଜ୍ଜାଜନକ ଖବର ଆସିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରୁ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା ଏକ ଗାଁର, ଜଣେ ଅସହାୟ ୮୦ବର୍ଷିୟ ବୃଦ୍ଧାଙ୍କୁ କେହି ଦୁବୃର୍ତ ଦୁଷ୍କର୍ମ…

ଯନ୍ତ୍ରଣା ବଢ଼ାଇଲା ଅଘୋଷିତ ବିଜୁଳି କାଟ । ତେଜିଲା ଜନ ଅସନ୍ତୋଷ । ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିବାଦ ।

କନକ ବ୍ୟୁରୋ: ବିଦ୍ୟୁତ୍ କାଟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି । ତଥାପି ଥମୁନି ବିଦ୍ୟୁତ୍ ବିଭ୍ରାଟ୍ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ବି ଆସିବାରେ ଲାଗିଛି ବିଜୁଳି କାଟ ଅଭିଯୋଗ । ଅନ୍ୟପଟେ ବିଭିନ୍ନ ସ୍ଥାନରୁ ଆସିଛି ଦୁର୍ବଳ ଭିତ୍ତିଭୂମିର ଚିତ୍ର । ଯାହାର ପତିବାଦରେ…

ପୁଣି କଲବଲ କଲା ଅସହ୍ୟ ଗରମ । ସୋନପୁର, ଝାରସୁଗୁଡା ତାପମାତ୍ରା ୪୫ ଡିଗ୍ରୀ ଉପରେ । ସକାଳୁ ସକାଳୁ ଭୁବନେଶ୍ୱର…

କନକ ବ୍ୟୁରୋ: ପ୍ରଥମ ରଜରେ ତାତି ଟିକିଏ କମ୍ ରହିବା ପରେ ଦ୍ୱିତୀୟ ଓ ତୃତୀୟ ରଜରେ ପୁଣି କଲବଲ କରିଛି ଅସହ୍ୟ ଗରମ । ଆଜି ଶେଷ ରଜରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋନପୁର ଓ ଝାରସୁଗୁଡାର ତାପମାତ୍ରା ୪୫ ଡିଗ୍ରୀ…

ଶ୍ୱଶୁର ଘର ଦୁଆରେ ଶଯ୍ୟାଶାୟୀ ଜ୍ୱାଇଁ । କ୍ୟାନସର ଚିକିତ୍ସା ପାଇଁ ଘର, ବିଲ ବିକି ସାରିଲେଣି ପରିବାର ।

କନକ ବ୍ୟୁରୋ: ଶଶୁର ଘର ଦୁଆରେ ଶଯ୍ୟାଶାୟୀ ଜ୍ୱାଇଁ । ସ୍ୱାମୀର ମୁଣ୍ଡ ପାଖରେ ବସି ଆଖିରୁ ଲୁହ ଗଡାଉଛିନ୍ତି ସ୍ତ୍ରୀ ଓ ଝିଅ । କ୍ୟାନସର ଆକ୍ରାନ୍ତ ପରେ ଚିକିତ୍ସା ଖର୍ଚରେ ଘର, ବିଲ ବିକି ଦେଲେ ପରିବାର । ଶେଷରେ ଶଶୁର ଘରେ ଆଶି ଆଶ୍ରୟ ନେଲେ କ୍ୟାନସର ପୀଡିତ ପରିବାର । ଏମିତି ଏକ ଘଟଣା…