Daily Archives

June 1, 2023

ବିଦେଶରେ ବିଜେପି ସରକାର ବିରୋଧରେ କ୍ଷୋଭପ୍ରକାଶ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଉଠାଇଲେ ଲୋକସଭା ସଦସ୍ୟତା ପଦ…

କନକ ବ୍ୟୁରୋ : ଲୋକସଭା ସଦସ୍ୟତା ପଦ ରଦ୍ଧ ହେବା ନେଇ ଆମେରିକାରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ସମ୍ବୋଧନରେ ରାହୁଲ…

ଅଙ୍ଗନୱାଡି ଚାକିରି ପାଇଁ ଲାଞ୍ଚ ମାଗି ଅଡ଼ୁଆରେ ଧାମନଗର ସିଡିପିଓ । ଫୋନ କରି ଟଙ୍କା ମାଗୁଥିବାର ଅଡିଓ କ୍ଲିପ ହେଲା…

କନକ ବ୍ୟୁରୋ: ଅଙ୍ଗନୱାଡି ଚାକିରି ପାଇଁ ଲାଞ୍ଚ ମାଗି ଅଡ଼ୁଆରେ ଧାମନଗର ସିଡିପିଓ । ଫୋନ କରି ଟଙ୍କା ମାଗୁଥିବାର ଅଡିଓ କ୍ଲିପ ଭାଇରାଲ ହେଉଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଜଣେ ଆବେଦନକାରୀ ଅଧିକ ମାର୍କ ରଖି ବି ଚାକିରି ପାଇନଥିବା ଅଭିଯୋଗ ହୋଇଛି । ଆଉ ବିବାଦ ବଢ଼ିବା ପରେ ଜିଲ୍ଲାପାଳ ତଦନ୍ତ…

ମଣିପୁର ହିଂସାକାଣ୍ଡର ତଦନ୍ତ କରିବ ସିବିଆଇ। ମାରାଥନ ବୈଠକ ପରେ ଗୃହମନ୍ତ୍ରୀ କଲେ ସାମ୍ବାଦିକ ସମ୍ମିଳନୀ

କନକ ବ୍ୟୁରୋ : ଥମୁନି ମଣିପୁର ହିଂସା । ବିଭିନ୍ନ ସ୍ଥାନରେ ହିଂସାର ନିଆଁରେ ଜଳୁଛି ମଣିପୁର । ନଷ୍ଟ ହେଉଛି ମୂଲ୍ୟବାନ ଧନଜୀବନ । ଆଉ ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ମଣିପୁର ଗସ୍ତରେ ଯାଇ ଏହାର ସମାଧାନ କରିବାକୁ ବାରମ୍ବାର ବୈଠକ କରିଛନ୍ତି । ତେବେ ମଣିପୁରର ୬ଟି ସ୍ଥାନରେ ହୋଇଥିବା…

୨୦୨୪ ନିର୍ବାଚନର ପରୀକ୍ଷାଗାର ପାଲଟିବ କି ଓଡ଼ିଶା ? କେନ୍ଦ୍ରୀୟ ନେତାଙ୍କ ଫୋକସରେ ରାଜ୍ୟ ।

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ହେବାକୁ ନେଇ ଚର୍ଚ୍ଚା ଭିତରେ, ପ୍ରମୁଖ ରାଜନୈତିକ ଦଳ ଲଢ଼େଇ ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି । ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଥିବାବେଳେ, ବିଜେପି ଜନସମ୍ପର୍କ ଯାତ୍ରା କରୁଛି । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଖୁବଶୀଘ୍ର…

ରାଜନୀତିରେ ବିଭୀଷଣ ଥିଓରୀ । ବିଜେଡି କହିଲା, ଦଳ ସହ ଲିଙ୍କରେ ଅଛନ୍ତି ବିଜେପିର ଅନେକ ନେତା । ଏପଟେ ମନମୋହନଙ୍କ ପରେ…

କନକ ବ୍ୟୁରୋ: ରାଜନୀତିରେ ରାବଣ ଓ ବିଭୀଷଣ ତତ୍ତ୍ୱ । ବିଜେଡିର ବହୁ ବିଧାୟକ ବିଜେପି ଯୋଗାଯୋଗରେ ଥିବା ରାଜ୍ୟ ବିଜେପି ସଭାପତି ଦାବି କରିବା ପରେ ବିଜେଡିରେ ବିଭୀଷଣ ଅଛନ୍ତି କହି ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । କିନ୍ତୁ ବିଜେପି ନେତାଙ୍କ ଦାବିର…

ସମୁଦ୍ରରେ ଗାଧୋଇବା ହେଲା କାଳ । ଚାଲିଗଲା ୨ ଛାତ୍ରୀଙ୍କ ଜୀବନ । ୧୦ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ମୃତଦେହ ।

କନକ ବ୍ୟୁରୋ: ସମୁଦ୍ରକୁ ଗାଧୋଇବାକୁ ଯାଇ ଚାଲିଯାଇଛି ୨ ଛାତ୍ରୀଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲିରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ଅନୁସାରେ, ୫ଜଣ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ସେମାନେ ଗାଧୋଇବାବେଳେ ପ୍ରଖର ସ୍ରୋତରେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ ।…