Daily Archives

November 6, 2022

ପୋଡୁଚାଷ ନୁହେଁ ଗେଣ୍ଡୁଫୁଲ ଚାଷ ବଦଳାଇଛି ଆଦିବାସୀଙ୍କ ଜୀବନଶୈଳୀ । ୭ଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଦେଇଛି…

କନକ ବ୍ୟୁରୋ : ପୋଡୁଚାଷ ନୁହେଁ ଗେଣ୍ଡୁଫୁଲ ଚାଷ ବଦଳାଇଛି ଆଦିବାସୀଙ୍କ ଜୀବନଶୈଳୀ । ଓଡ଼ିଶା ଜୀବିକା ମିଶନ ସହାୟତାରେ ରାୟଗଡ଼ା କୋଲନରା ବ୍ଲକରେ ଏସଏଚଜି ମହିଳା ମାନେ କରୁଛନ୍ତି ଗେଣ୍ଡୁଫୁଲ ଚାଷ । ପାଖାପାଖି ୩ ବର୍ଷ ତଳେ ୪ ଏକର ଜମିରେ ଏହି ଚାଷ ଆରମ୍ଭ କରିଥିଲେ ମହିଳା । ଭଲ ରୋଜଗାର ହେବାରୁ…

ହେତୁବାଦୀଙ୍କୁ ସେବାୟତଙ୍କ ଖୋଲା ଚେତାବନୀ: ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟି କଲେ ପ୍ରତିବାଦକୁ ଓହ୍ଲାଇବ ଓଡ଼ିଶା ମନ୍ଦିର…

କନକ ବ୍ୟୁରୋ: ସୂର୍ଯ୍ୟପରାଗ ସମୟରେ ପରମ୍ପରାକୁ ଚାଲେଞ୍ଜ କରି ହେତୁବାଦୀମାନେ ଚିକେନ ବିରିୟାନି ଖାଇବା ବିବାଦଟି ଥାନାରୁ କୋର୍ଟ କଚେରି ଯାଏଁ ଯାଇଛି । ଆସନ୍ତା ୮ତାରିଖରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ହେତୁବାଦୀଙ୍କୁ ଆଗୁଆ ଚେତାବନୀ ଦେଇଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ । ଚନ୍ଦ୍ରଗହଣ ଦିନ…

ଆଗକୁ ଆସୁଛି ଡଙ୍ଗାଭସା ପର୍ବ ପଞ୍ଜକ, ଜାଣନ୍ତୁ ଡଙ୍ଗା କାରିଗରଙ୍କ ଗାଁ ଚନ୍ଦ୍ରାଦେଇପୁର ବାବଦରେ

କନକ ବ୍ୟୁରୋ : କାର୍ତିକ ପୂର୍ଣ୍ଣିମାକୁ ମୁଖ୍ୟତଃ ଲୋକମାନେ ଡଙ୍ଗାଭସା ପୂର୍ଣ୍ଣିମା ଭାବେ ଜାଣନ୍ତି । ଏହି ପୂର୍ଣ୍ଣିମା ଆସିଲେ ଲୋକଙ୍କର ଖୋଜାପଡ଼େ ଡଙ୍ଗା । ଓଡ଼ିଆ ଜାତିର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏହି ଡଙ୍ଗାଭସା ପୂଣ୍ଣିମା । କିଏ କିଏ କଦଳୀ ବାସଙ୍ଗରେ ଡଙ୍ଗା ଭସାଇଥାଆନ୍ତି ତ ପୁଣି…

ମିଷ୍ଠାନ ଭଣ୍ଡାର ରୋଜଗାରରୁ ଗୋଷାଳା ଚଳାଇଛନ୍ତି ସହଦେବ ରାଓଳଙ୍କ ପରିବାର, ରଖିଛନ୍ତି ୨ଶହରୁ ଅଧିକ ବୁଲା ଗାଇଗୋରୁ

କନକ ବ୍ୟୁରୋ : ଗୋଷାଳା ଦେଇଛି ପରିଚୟ । ବୃଦ୍ଧ ବୟସରେ ମିଷ୍ଠାନ ଭଣ୍ଡାରରୁ ରୋଜଗାର କରି ଗୋଷଳା ଚଳାଇଛନ୍ତି ଖଲ୍ଲିକୋଟ ଲଙ୍ଗଲେଶ୍ୱର ଗାଁର ସହଦେବ ରାଉଳ ଓ ଶୈଳବାଳା । ଗୋଷାଳାରେ ରହିଛନ୍ତି ୨ଶହରୁ ଅଧିକ ବୁଲା ଗାଇଗୋରୁ ଓ ଭିନ୍ନକ୍ଷମ ଗାଇଗୋରୁ । ମିଷ୍ଠାନ୍ନ ଭଣ୍ଡାର ଓ ଗୋଷାଳା ଯୋଗୁଁ…

୨୦୨୪ ପୂର୍ବରୁ ବିଜେଡି ପାଇଁ ବଢ଼ିଲା ଚ୍ୟାଲେଞ୍ଜ । ପଦ୍ମପୁର ଉପ-ନିର୍ବଚନ ଉପରେ ପଡ଼ିପାରେ ଧାମନଗର ପ୍ରଭାବ । ବିଜୟର…

କନକ ବ୍ୟୁରୋ: ଧାମନଗର ଉପ ନିର୍ବାଚନ ବିଜେପି ପାଇଁ ସଞ୍ଜୀବନୀ ହୋଇଥିବାବେଳେ ବିଜେଡି ପାଇଁ ଆତ୍ମଚିନ୍ତନ କରିବାର ସମୟ ଆଣିଦେଇଛି । ଆଗକୁ ପଦ୍ମପୁର ଉପନିର୍ବାଚନ, ଏଥିପାଇଁ ବିରୋଧୀ ବିଜେପିର ମନୋବଳ ବଢିଛି କିନ୍ତୁ ବିଜେଡି ପାଇଁ ନୂଆ ରଣନୀତି ଆଣିବାର ସମୟ ଆସିଛି । ୨୪ ପାଇଁ ଚ୍ୟାଲେଞ୍ଜ…

ବିଜେଡିର ବିଜୟଧାରାରେ ଲାଗିଲା ବ୍ରେକ୍ । ଧାମନଗର ଉପ-ନିର୍ବାଚନ ଜିତିଲା ବିଜେପି । ପଢନ୍ତୁ, ବିଜେଡି ପରାଜୟ ପଛର…

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ । ଧାମନଗରବାସୀଙ୍କୁ ମିଳିଲେ ନୂଆ ବିଧାୟକ । ବିଜୟୀ ହେଲେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ସୂରଜ ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ…