Daily Archives

November 4, 2022

ଏମ୍ସରେ ଚାଲିଛି ଦଲାଲରାଜ । ଟିିକେଟ କଳାବଜାରୀ କରୁଥିବା ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କଲା ପୁଲିସ

କନକ ବ୍ୟୁରୋ: ଭଲ ଚିକିତ୍ସା ପାଇଁ ରାଜ୍ୟ ସମେତ ପଡୋଶୀ ରାଜ୍ୟରୁ ଭୁବନେଶ୍ୱର ଏମ୍ସକୁ ବହୁ ଭରସା ନେଇ ଆସିଥାନ୍ତି ରୋଗୀ । ବିଡମ୍ବନାର ବିଷୟ ଏମ୍ସରେ ପହଁଚିବା ପରେ କିନ୍ତୁ ଦଲାଲଙ୍କ ହାବୁଡରେ ପଡିଥାନ୍ତି । ଦୂରଦରାନ୍ତରୁ ଆସିଥିବାରୁ କିନ୍ତୁ ବାଧ୍ୟ ହୋଇ ଦଲାଲମାନଙ୍କୁ ସେମାନଙ୍କ ଦାବି…

ଷ୍ଟ୍ରଙ୍ଗରୁମରେ ଇଭିଏମ୍, ରାତିି ଅନିଦ୍ରା ନେତା । କିଏ ଜିତିବ ଧାମନଗର ବାଜି? 

କନକ ବ୍ୟୁରୋ: ଧାମନଗର ନିର୍ବାଚନ ଶେଷ ହୋଇଛି, ଏବେ ଫଳାଫଳକୁ ଅପେକ୍ଷା । ଷ୍ଟ୍ରଙ୍ଗରୁମରେ ରହିଛି ଇଭିଏମ ମେସିନ୍ । ଇଭିଏମ ଭିତରେ ନେତାଙ୍କ ଭାଗ୍ୟ ବନ୍ଦ ହୋଇ ରହିଥିବାରୁ, ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟ ସତ୍ତ୍ୱେ ଗଡବଡ ଆଶଙ୍କା କରି ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି ନେତା । ଅନ୍ୟପଟେ…

ହୋମଯଜ୍ଞ କରି କେକ୍ କାଟି ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଦିନ ପାଳିଲେ ଗ୍ରାମବାସୀ । ଭାରତ ଛାଡ଼ ଆନ୍ଦୋଳରେ ସାମିଲ…

କନକ ବ୍ୟୁରୋ: ହୋମଯଜ୍ଞ କରି ଓ କେକ୍ କାଟି ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଦିନ ପାଳିଲେ ଗ୍ରାମବାସୀ । ନିଆଳି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ନାରଦ ରାଉତଙ୍କ ୧୦୫ ତମ ଜନ୍ମଦିନ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ପାଳନ କରିଛନ୍ତି ଗାଁ ଲୋକେ । ଗ୍ରାମବାସୀ ମାନେ ଏକତ୍ରିତ ହୋଇ ମନ୍ଦିର ପରିସରରେ…

ପକ୍ଷୀ ସୁରକ୍ଷାର ଗାଁ ଢେଙ୍କାନାଳ ଗଡ଼ପଳାଶୁଣି । ବର୍ଷ ବର୍ଷ ହେଲା ବିଲୁପ୍ତ ପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ…

କନକ ବ୍ୟୁରୋ: ପକ୍ଷୀ ସୁରକ୍ଷାର ଗାଁ ଢେଙ୍କାନାଳ କଙ୍କଡ଼ହାଡ଼ର ଗଡ଼ପଳାଶୁଣି ଗାଁ । ଦିନକୁ ଦିନ ଅନେକ ପକ୍ଷୀ ବିଲୁପ୍ତ ହୋଇଯାଉଥିବା ବେଳେ ପକ୍ଷୀ ସୁରକ୍ଷା ପାଇଁ ଏହି ଗାଁର ଲୋକେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । କୌଣସି ବ୍ୟକ୍ତି ପକ୍ଷୀ ଶିକାର କଲେ ତାଙ୍କୁ ୫ହଜାର ଟଙ୍କାର ଜରିମାନା…

୩ ଦିନ ହେଲା ଉତ୍ପାତ ମଚାଉଛନ୍ତି ୧୪ ଟିକିଆ ହାତୀପଲ । ଧାନ, କୋବି, କଦଳୀ ଖାଇବା ସହ ନଷ୍ଟ କରୁଛନ୍ତି ଏକର ଏକର ଫସଲ ।

କନକ ବ୍ୟୁରୋ: ହାତୀ ଉଜାଡିଦେଲା ଚାଷୀର ସୁନା ଫସଲ । ଧାନ, କୋବି, ପନିପରିବା ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି ହାତୀପଲ । ଫଳରେ ବର୍ଷସାରା ପରିଶ୍ରମ କରି ଭଲ ଅମଳ ଆଶା ରଖିଥିବା ଚାଷୀ ଶେଷରେ ନିରାଶ ହୋଇଛନ୍ତି । ଦେବଗଡ଼ ଜିଲ୍ଲା ତିଳେଇବଣୀ ବ୍ଲକ ରାଇତାଳ ଗାଁରେ ଏଭଳି ଉପଦ୍ରବ କରିଛନ୍ତି…

କିଏ ଶୁଣିବ ଢେଙ୍କାନାଳ କୀର୍ତନପୁର ଗାଁର ରଞ୍ଜନଙ୍କ ଦୁଃଖ? ୫ ବର୍ଷ ତଳେ ଗୋଟି ଗୋଡ଼ ହରାଇବା ପରେ ଦୁଃଖରେ କଟୁଛି ଦିନ 

କନକ ବ୍ୟୁରୋ: ଦୁଃଖ କଷ୍ଟରେ କାଳ କାଟୁଛନ୍ତି ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ କୀର୍ତିନପୁର ଗାଁର ରଞ୍ଜନଙ୍କ ପରିବାର । ରଞ୍ଜନ ପାୱାର ଟଲର ଚଳାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ୫ ବର୍ଷ ତଳେ ଅସାବଧାନତା ପାଇଁ ପାୱାର ଟିଲରରେ ତାଙ୍କ ଗୋଡ଼ କଟିଗଲା । ଗୋଟିଏ ଗୋଡ଼ କଟିିଯିବା ପରେ ଏବେ କୌଣସି…