Daily Archives

September 29, 2022

ନା ମାନେ ନା! ‘ବିନା ସହମତିରେ ସ୍ୱାମୀ ଛୁଇଁବା ବି ଅପରାଧ’ । ବୈବାହିକ ସମ୍ପର୍କକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ ବୟାନ

କନକ ବ୍ୟୁରୋ: ‘ବୈବାହିକ ଦୁଷ୍କର୍ମ’ ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ ବୟାନ । ମହିଳାଙ୍କ ସମ୍ମାନ ପକ୍ଷରେ ଗୁରୁବାର ସୁପ୍ରିମ କୋର୍ଟ ମ୍ୟାରିଟାଲ ରେପ୍ ଉପରେ ବିଚାର କରିବା କ୍ରମରେ ଏପରି ବୟାନ ଦେଇଛନ୍ତି । କୋର୍ଟଙ୍କ କହିବା ଅନୁସାରେ ମହିଳାଙ୍କୁ ତାଙ୍କ ବିନା ଅନୁମତିରେ କେହି ବି…

ଦୁର୍ଗାପୂଜା ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା : ଜାଣନ୍ତୁ କେଉଁ ପଟେ ଯିବ ବଡ ଗାଡି ? ନିୟମ ଉଲ୍ଲଙ୍ଘନ କଲେ ଜରିମାନା

କନକ ବ୍ୟୁରୋ : ଆଗକୁ ଦୂର୍ଗା ପୂଜା । ତେଣୁ ଯାନବାହନ ଗହଳି ସହିତ ଲୋକଙ୍କ ଭିଡ ବଢିବ । ତେଣୁ ସୁନିୟନ୍ତ୍ରିତ ଗାଡି ଚଳାଚଳ ପାଇଁ କମିଶନରେଟ ପୋଲିସ ଅକ୍ଟୋବର ୧ରୁ ୫ ଯାଏ କିଛି ରାସ୍ତାର ନିୟମ ପରିବର୍ତନ କରିଛି । ମୁଖ୍ୟତଃ ଭାରୀଯାନ ଯିବା ଉପରେ କଟକଣା ରହିଛି । ନିୟମ ଉଲ୍ଲଙ୍ଘନ କଲେ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶି ଥରୁରଙ୍କୁ ଟକ୍କର ଦେବେ ଦିଗବିଜୟ ସିଂ, ଆସନ୍ତାକାଲି ଭରିବେ ନାମାଙ୍କନ

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଦଳର ଜାତୀୟ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଯାଉଥିବା ନିର୍ବାଚନରେ ପ୍ରାର୍ଥୀ ହେବେ । ଏନେଇ ଆସନ୍ତା କାଲି ନାମାଙ୍କନର ଶେଷ ତାରିଖ ଥିବାରୁ ସେ କାଲି ନାମାଙ୍କନ ଭରିବେ । ଏନେଇ ସେ ଆଜି ଦିଲ୍ଲୀ…

ସାମାନ୍ୟ ଅସାବଧାନତା : ଚୋଟ ମାରିଦେଲା ନାଗସାପ, ଚାଲିଗଲା ଯୁବକଙ୍କ ଜୀବନ

କନକ ବ୍ୟୁରୋ : ଚୋଟ ମାରିଦେଲା ସାପ, ଚାଲିଗଲା ଯୁବକଙ୍କ ଜୀବନ । ଅସାବଧାନତାରୁ ଚୋଟ ମାରିଦେଲା ନାଗ ସାପ । ଆଉ କ୍ୟାମେରାରେ କଏଦ ହୋଇଛି ପୁରା ଚିତ୍ର । ମାଲକାନଗିରି ଜିଲ୍ଲାର ଏହି ଦୃଶ୍ୟ । ଗୋଙ୍ଗାଲା ପଞ୍ଚାୟତର ଅଜୟ ଫଟକା ନାମକ ଜଣେ ଯୁବକ ଆଖପାଖ ଅଞ୍ଚଳରେ ସାପ ଧରାଳି ଭାବେ ଜଣାଶୁଣା ।…

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଦେଶର ମହିଳାମାନଙ୍କ ଅଧିକାରକୁ ନେଇ କୋର୍ଟ କହିଲେ ଏଭଳି କଥା

କନକ ବ୍ୟୁରୋ : ଦେଶରେ ମହିଳାମାନଙ୍କର ଅଧିକାରକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ମୁତାବକ ଦେଶର ସମସ୍ତ ମହିଳାମାନଙ୍କର ଗର୍ଭପାତ ଅଧିକାର ରହିଛି । ସେ ବିବାହିତ ହୁଅନ୍ତୁ ବା ଅବିବାହିତ କୌଣସି ମହିଳା ଗର୍ଭପାତ କରାଇପାରିବେ । ଗର୍ଭପାତ ପାଇଁ…

ପହିଲାରେ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷା : କେଉଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ

କନକ ବ୍ୟୁରୋ : ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଅକ୍ଟୋବର ୧ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢିବ । ୨ତାରିଖରେ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ପ୍ରଭାବ ପଡିବ । ୩ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…