Daily Archives

August 13, 2022

ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବାରୁ ୪ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ: ବିଟ୍ଟା କରାଟେର ପତ୍ନୀ ଏବଂ ସୟେଦ…

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସଙ୍ଗଠନ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ । ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆତଙ୍କବାଦ ବିରୋଧରେ ନେଇଛନ୍ତି ବଡ ନିଷ୍ପତି । ଆତଙ୍କୀ ଘଟଣା ସହ ଜଡିତ ଥିବାରୁ ବିଟ୍ଟା କରାଟେର ପତ୍ନୀ  ଏବଂ ସୟେଦ ସଲାହୁଦ୍ଦିନର ପୁଅ ସମେତ ଚାରି ଜମଙ୍କୁ…

ଭାରତର ଚିନ୍ତା ବଢାଇଲା ଚାଇନାର ଗୁଇନ୍ଦା ଜାହଜ: ବାରଣ ସତ୍ୱେ ଚୀନ ଜାହଜକୁ କୂଳରେ ଲଗାଇବାକୁ ଅନୁମତି ଦେଲେ ଶ୍ରୀଲଙ୍କା…

କନକ ବ୍ୟୁରୋ: ଚାଇନାର ଗୁଇନ୍ଦା ଜାହଜକୁ ନିଜ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦେଇ ଦେଇଛି କଲମ୍ବୋ । ଶ୍ରୀଲଙ୍କା ସରକାର ଚୀନର ଗୁଇନ୍ଦା ଜାହଜ ‘ୟୁୱାନ ୱାନ-୫’କୁ ନିଜ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦେଇ ଦେଇଛି । ଭାରତର ପ୍ରତିରୋଧ ସତ୍ୱେ ଚୀନ ଜାହଜକୁ ଶ୍ରୀଲଙ୍କା କୂଳରେ ଲଗାଇବାକୁ…

ବିବାଦୀୟ ଲେଖକ ସଲମାନ ରୁଶଦୀ: ନିଜ ଲେଖାକୁ ନେଇ ରହିଛନ୍ତି ଚର୍ଚ୍ଚାରେ, ପୋଲିସ ପ୍ରୋଟେକ୍ସନରେ କାଟୁଛନ୍ତି ଜୀବନ

କନକ ବ୍ୟୁରୋ: ‘ଆରମ୍ଭରୁ ହିଁ ମଣିଷ ଭୁଲକୁ ଠିକ୍ ଦର୍ଶାଇବା ପାଇଁ ଇଶ୍ୱରଙ୍କ ନାମକୁ ବ୍ୟବହାର କରିଛନ୍ତି ।’ ଏ କଥା ସଲମାନ ରୁଶଦୀ ନିଜ ୧୯୮୮ର ବହି ‘ସୈନେଟିକ ୱର୍ସେଜ୍’ରେ ଲେଖିଥିଲେ । ଏହି ବହିକୁ ନେଇ ଅନେକ ବିବାଦରେ ରହିଥିଲେ ସଲମାନ ରୁଶଦୀ । ପ୍ରଫେଟ୍ ମହମ୍ମଦଙ୍କୁ ଅସମ୍ମାନ କରିଥିବାର…

ସଲମାନ ରୁସଦିଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ: ଗୋଟିଏ ଆଖି ହରାଇବା ସମ୍ଭାବନା

କନକ ବ୍ୟୁରୋ: ନ୍ୟୁୟର୍କରେ ବୁକର ପୁରସ୍କାର ବିଜେତା ତଥା ଭାରତରେ ଜନ୍ମିତ ଔପନାସିକ ସଲମାନଙ୍କ ରୁସଦିଙ୍କୁ ଆକ୍ରମଣ ପରେ ହସ୍ପିଟାଲରେ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସଲମାନ ରସ୍ଦିଙ୍କ ବହି ଏଜେଂଟ ଆଣ୍ଡ୍ର୍ୟୁ ୱାଲି କହିଛନ୍ତି, ଛୁରି ମାଡରେ…

ଅଗଷ୍ଟ ୧୫ ତାରିଖ ସୋମବାର ସତ୍ତ୍ୱେ ଖୋଲାରହିବ ନନ୍ଦନକାନନ । ସ୍ୱାଧୀନତା ଦିବସ ପଡୁଥିବାରୁ ପର୍ଯ୍ୟଟକ ବୁଲିପାରିବେ…

କନକ ବ୍ୟୁରୋ: ଅଗଷ୍ଟ ୧୫ରେ ଖୋଲା ରହିବ ନନ୍ଦନକାନନ । ସ୍ୱାଧୀନତା ଦିବସ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଏହି ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲାରହିବ । ତେବେ ପ୍ରତି ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହେ । ହେଲେ ଚଳିତ ସପ୍ତାହର ସୋମବାରରେ ସ୍ୱାଧୀନତା ଦିବସ…

ସ୍ୱାଧୀନତାର ୭୫ ବର୍ଷ ପୂର୍ତିରେ ଦେଶ ପାଳୁଛି ଅମୃତ ମହୋତ୍ସବ: ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ରାଲି, ସାମିଲ ହେଲେ…

କନକ ବ୍ୟୁରୋ: ଭାରତ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଅବସରରେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳୁଛି ସାରା ଦେଶ । ଏହି କ୍ରମରେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ରାଲି ହୋଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ରାଜନେତା ଓ ସାଧାରଣ ଜନତା । ଭାରତ ମାତା କି ଜୟ ନାରା ଫାଟିପଡୁଛି ପରିବେଶ । କେନ୍ଦ୍ର…