Daily Archives

August 9, 2022

ଦକ୍ଷିଣ ଓଡିଶାରେ ଜାରି ରହିଛି ବର୍ଷା ବିତ୍ପାତ: ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

କନକ ବ୍ୟୁରୋ: ମୋଟୁ ଜାତୀୟ ରାଜପଥରେ ଚିନା ଗୋଦାବରୀ ନଦୀର ପାଣି ମାଡି ଆସିଛି । ଆଉ କିଲୋମିଟର କିଲୋମିଟର ରାସ୍ତା ବନ୍ୟା ପାଣିରେ ବୁଡି ଥିବା ବେଳେ ଯାତ୍ରୀବାହି ବସ ପାରି ହେଉଛି । ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରର ଯାତ୍ରୀବାହି ଓ ଟ୍ରକ ପାରି ହେଉଛନ୍ତି । ଚିନାଗୋଦାବରୀ ନଦୀ ଓ ସାବେରୀ ନଦୀ…

ପ୍ରବର୍ତନ ନିର୍ଦ୍ଦେଶାଳୟ ପଛରେ ମମତାଙ୍କ ପୋଲିସ! ଇଡି ଅଧିକାରୀଙ୍କୁ ଜେରା ପାଇଁ ପହଂଚିଲା ଭୁବନେଶ୍ୱର

କନକ ବ୍ୟୁରୋ: ମୋଦୀଙ୍କ ଇଡି ବନାମ ମମତାଙ୍କ ପୁଲିସ । ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ କରିଥିବା ଅଭିଯୋଗରେ ଝାଡଖଣ୍ଡର ଓକିଲ ରାଜୀବ କୁମାରଙ୍କୁ ଗିରଫ କରିଛି କୋଲକାତା ପୁଲିସ । ବ୍ୟବସାୟୀଙ୍କ ନାଁରେ ଜନସ୍ୱାର୍ଥ ମାମଲା ରୁଜୁ କରି ଟଙ୍କା ହଡପ ଭଳି ସଙ୍ଗୀନ ଅଭିଯୋଗ ରହିଛି ରାଜୀବଙ୍କ ନାଁରେ ।…

ପଦଯାତ୍ରା ପୂର୍ବରୁ ଦଳ ଛାଡ଼ିଲେ କଟକ କଂଗ୍ରେସର ଅନେକ ନେତା: ମହମ୍ମଦ ମୋକିମଙ୍କୁ ନୋଟିସ କରାଯିବା ଘଟଣାକୁ ନିନ୍ଦା

କନକ ବ୍ୟୁରୋ: ଗୋଟିଏ ପଟେ କଂଗ୍ରେସ ନିଜ ଗଡକୁ ସଜାଡିବା ପାଇଁ ପଦଯାତ୍ରା ଆରମ୍ଭ କରିଥିବାବେଳେ ଏପଟେ ଦଳ ଛାଡିଛନ୍ତି ଦଳର ପୁରୁଖା ନେତାଙ୍କ କିଛି ଯୁବ ଓ ଛାତ୍ର ନେତା । ଦଳର ବର୍ତମାନ କାର୍ଯ୍ୟଧାରାକୁ ବିରୋଧ କରି ପ୍ରାୟ ୨୭ ନେତା ଦଳ ଛାଡିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ…

ଆଦିବାସୀଙ୍କ ଭୋଟ ଉପରେ ରାଜନୈତିକ ଦଳଙ୍କ ନଜର: ଆଦିବାସୀ ଦିବସରେ ପାରମ୍ପରିକ ଗୀତରେ ନାଚିଲେ ବିଜେଡି ମନ୍ତ୍ରୀ ଓ…

କନକ ବ୍ୟୁରୋ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଯେଉଁ ଆଦିବାସୀମାନେ ଅବହେଳିତ ହୋଇ ରହିଛନ୍ତି, ସେହିମାନଙ୍କ ପାଇଁ ରାଜନୈତିକ ଦଳମାନଙ୍କ ଭିତରେ ପ୍ରତିଯୋଗିତ ଚାଲିଛି । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଆଦିବାସୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜର…

ଚୀନରେ ଚିହ୍ନଟ ହେଲା ନୂଆ ଭୂତାଣୁ: ତାଇୱାନ କହିଲା ଆକ୍ରମଣ ପାଇଁ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଥିଲା ବେଜିଂ

କନକ ବ୍ୟୁରୋ: ଜିନୋଟିକ୍ ଲଙ୍ଗ୍ୟା... ସାରାବିଶ୍ୱରୁ କରୋନା ମହାମାରୀର ପ୍ରଭାବ କମିନାହିଁ, ଆଉ ଏହାରି ଭିତରେ ଚୀନରେ ଏକ ନୂଆ ଭୁତାଣୁର ଖବର ସାମ୍ନାକୁ ଆସିଛି । ତାଇୱାନର ସେଂଟର ଫର ଡିଜିଜ କଂଟ୍ରୋଲ- ସିଡିସିର ଦାବି ଅନୁସାରେ - ଚୀନରେ ମିଳିଛି ନୂଆ ଭୂତାଣୁ ‘ଜିନୋଟିକ୍ ଲଙ୍ଗ୍ୟା’ - ନୂଆ…

ଏବେ କାକା-ପୁତୁରା ଏକାଠି, ରାଜ୍ୟପାଳଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ତେଜସ୍ୱୀ।

କନକ ବ୍ୟୁରୋ: ବିହାରର ରାଜନୈତିକ ସଙ୍କଟ ଉପରେ ପ୍ରଥମ ଥର ମୁହଁଖୋଲିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖରେ ଦାବି କରିଛୁ । ବିଜେପି ଦେଶରେ ଲୋକତନ୍ତ୍ରକୁ ଚ୍ୟାଲେଞ୍ଜ ଦେଉଛି ।…