ପିଲାଙ୍କ ବିନା ସ୍କୁଲରେ ପାଳନ ହେବ ସ୍ୱାଧୀନତା ଦିବସ: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍କୁଲରେ ହେବ ପତାକା ଉତ୍ତୋଳନ

2,144

କନକ ବ୍ୟୁରୋ: ଏଥର ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳିତ ହେବ ସ୍ୱାଧିନତା ଦିବସ । କେବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍କୁଲରେ ପତାକା ଉତ୍ତୋଳନ ହେବ । ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ସ୍ୱାଧୀନତା ଦିବସ ପାଳନ ହେବ। ସ୍କୁଲରେ ପତାକା ଉତ୍ତୋଳନ ହେବ। ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କରୋନା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।