Daily Archives

August 3, 2022

ଅର୍ଥ ହେରଫେର ମାମଲାରେ ୟଙ୍ଗ୍ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ କଲା ଇଡି। ବିନା ଅନୁମତିରେ କାର୍ଯ୍ୟାଳୟ ନ ଖୋଲିବାକୁ…

କନକ ବ୍ୟୁରୋ: ଅର୍ଥ ହେରଫେର ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଅର୍ଥ ହେରଫେର ମାମଲାରେ ଇଡି ଦିଲ୍ଲୀରେ ଥିବା ୟଙ୍ଗ୍ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ୍ କରିଛି । ଏହାସହ ଜାତୀୟ ଏଜେନ୍ସି ବିନା ଅନୁମତିରେ କାର୍ଯ୍ୟାଳୟ ଖୋଲିବାକୁ ମନା କରିଦେଇଛି । ସେହିପରି…

ତାଇୱାନରେ ନାନ୍ସି ପେଲୋସି। କାହିଁକି ପେଲୋସିଙ୍କୁ ବିରୋଧ କରୁଛି ଚୀନ ପଢନ୍ତୁ…

କନକ ବ୍ୟୁରୋ: ଆମେରିକାର କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସି ମଙ୍ଗଳବାର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୮ଟା ୧୫ରେ ତାଇୱାନରେ ପହଞ୍ଚିଥିଲେ । ସମସ୍ତ ଚେତାବନୀ ଓ ଧମକକୁ ନଡରି ସେ ଆମେରିକାର ବାୟୁସେନା ବିମାନ ସି-୪୦ସି ସ୍ପାର୍-୧୯ରେ ରାଜଧାନୀ ତାଇପେଇରେ ପହଞ୍ଚିଥିଲେ । ଆଉ ବୁଧବାର…

ଋଷ୍-ୟୁକ୍ରେନ୍ ପରେ ଆଉଏକ ଯୁଦ୍ଧ ଆଶଙ୍କା, ଚିହିଁକି ଉଠିଲା ଚୀନ୍! ତାଇୱାନ୍ ଉପରେ କରିବ କି ଆକ୍ରମଣ?

କନକ ବ୍ୟୁରୋ: ଆମେରିକାର ବାଚସ୍ପତି ନାନ୍ସି ପେଲୋସଙ୍କ ତାଇୱାନ ଗସ୍ତକୁ ନେଇ ଚିହିଁକି ଉଠିଛି ଚୀନ୍ । ନାନ୍ସିଙ୍କ ଏହି ଗସ୍ତକୁ ନେଇ ଡ୍ରାଗନ ଅନେକଥର ତାଇୱାନ୍ ସହ ଆମେରିକାକୁ ଚେତାବନୀ ଦେଇସାରିଛି । ଏହାରି ଭିତରେ ବୁଧବାର ପେଲୋସି ତାଇୱାନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ଏବଂ…

ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଥିବା କହିଲେ ପୁରୀ ଜିଲ୍ଲାପାଳ । ରିପୋର୍ଟ ଦାଖଲ କଲେ ଦେଉଳ କମାଣ୍ଡର…

କନକ ବ୍ୟୁରୋ: ଶ୍ରୀମନ୍ଦିରର ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଖସିଲା ପ୍ଲାଷ୍ଟର । ବଡ ଠାକୁରଙ୍କ ପଛପାଶ୍ୱ୍ୱର୍ କାନ୍ଥରୁ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଲାଇମ ପ୍ଲାଷ୍ଟର ଖଣ୍ଡ ଖସି ପଡିଛି । ତେବେ ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ଅଛି । ପ୍ରଥମେ ଏହାକୁ ପଥର ବୋଲି କୁହାଯାଇଥିଲା । କିନ୍ତୁ ଏହା…

ଧାରଣାରେ ବସିଲେ ମୋଦିଙ୍କ ଭାଇ । ରାସନ ଡିଲର ମହାସଂଘର ଦାବି ନେଇ ଜନ୍ତରମନ୍ତରରେ ପ୍ରତିବାଦ । ପଶ୍ଚିମବଙ୍ଗ ମଡେଲ…

କନକ ବ୍ୟୁରୋ: ସାରା ଦେଶରେ ଏବେ ମହଙ୍ଗା ମାଡ ଅସହ୍ୟ ହେଲାଣି । ଏହି ସମୟରେ ମହଙ୍ଗା ମାଡ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦୀ । ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ସାମିଲ ହୋଇ କେନ୍ଦ୍ର ଉପରେ ବର୍ଷିଛନ୍ତି ପ୍ରହ୍ଲାଦ । ସେ…

ଆଇଏଏସସ୍ତରରେ ଅଦଳବଦଳ। ଅରବିନ୍ଦ ପାଢୀ କୃଷି ବିଭାଗର ପ୍ରମୁଖ ସଚିବ।

କନକ ବ୍ୟୁରୋ:  ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି । ଏହା ସହ ସେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୬ ବ୍ୟାଚ…