Daily Archives

July 31, 2022

ଖାତା କଲମ ବଦଳରେ ହାତରେ କୋଦାଳ ଧରିଛନ୍ତି କୁନି କୁନି ପିଲା: ଟ୍ରକ ପାର୍କିଂ ନିର୍ମାଣରେ ନିୟୋଜିତ ହୋଇଛନ୍ତି ଶିଶୁ…

କନକ ବ୍ୟୁରୋ: ସରକାରୀ କାମରେ ନିୟୋଜିତ ହେଉଛନ୍ତି ଶିଶୁ ଶ୍ରମିକ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋଇଡା ବ୍ଲକ ଟେନସା ପଂଚାୟତରେ । ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ୫ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଂଚାୟତ ଅଫିସ୍ ସମ୍ମୁଖରେ ଟ୍ରକ ପାର୍କିଂ ନିର୍ମାଣ କାମ ଚାଲିଥିଲା । ଏହ ନିର୍ମାଣ…

ଜୀବନକୁ ବାଜି ଲଗାଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ: ନଦୀ ବଢ଼ିଲେ ସାତ ମୌଜାର ୪୦ ପିଲାଙ୍କ ପାଠପଢ଼ା ହୋଇଯାଏ ବନ୍ଦ

କନକ ବ୍ୟୁରୋ: ସ୍କୁଲ ଯିବା ପାଇଁ ନାହିଁ ପୋଲ । ତେଣୁ ଜୀବନକୁ ବାଜି ଲଗାଇ ନଦୀ ଅତିକ୍ରମ କରି ସ୍କୁଲ ଯିବାଆସିବା କରୁଛନ୍ତି ଛାତ୍ରଛାତ୍ରୀ । ନୟାଗଡ ଜିଲ୍ଲା ଘୁଗୁଡିପଡା ପଂଚାୟତରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପଂଚାୟତର ବୃତଙ୍ଗ ନଦୀର ଉଭୟ ପାଶ୍ୱର୍କୁ ଯିବାଆସିବା କରିବା ପାଇଁ ପୋଲ…

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ: କିଏ ନେଉଛନ୍ତି କେତେ ପିସି, ଠିକାଦାରଙ୍କୁ ଦେଉଥିଲେ ଧମକ

କନକ ବ୍ୟୁରୋ: ଖୁଲାମ ଖୁଲା ଲାଂଚ ଦିଆନିଆ ଚାଲିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ହେଉଛି । ତଥାପି ଚେତୁ ନାହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷୋତମପୁର ପଂଚାୟତର ନିର୍ବାହୀ ଅଧିକାରୀ ସୁଲେଖା ମଲ୍ଲିକ । ସୁଲେଖା ଖୁଲାମ ଖୁଲା ଲାଂଚ ମାଗୁଥିବାର ଅଡିଓ ଭାଇରାଲ୍ ହୋଇଛି । ଲାଂଚ ମାଗୁଥିବାର…

ସଂଜୟ ରାୱତଙ୍କ ଠାରୁ ତାଙ୍କ ପତ୍ନୀ ବର୍ଷାଙ୍କ ପାଖରେ ରହିଛି ଅଧିକ ସଂପତ୍ତି, ଜାଣନ୍ତୁ ଉଭୟଙ୍କ ପାଖରେ ରହିଛି କେତେ ଧନ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଗିଥିବା କ୍ଷମତା ସଂକଟ ଭିତରେ ଏବେ ପୁଣି ଅନ୍ୟଏକ ମାମଲାକୁ ନେଇ ଶିବସେନା ସାଂସଦ ସଂଜୟ ରାୱତ ଚର୍ଚ୍ଚାକୁ ଆସିଛନ୍ତି । ପାତ୍ରା ଚାଁଲ ଜମି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରବିବାର ଦିନ ସଂଜୟଙ୍କ ବାସଭବନରେ ଦୀର୍ଘ ସମୟ ଚଢାଉ ପରେ ତାଙ୍କୁ…

କାଶୀପୁର ଗସ୍ତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ କଲେ ଦାବି

କନକ ବ୍ୟୁରୋ: ରାୟଗଡା କାଶିପୁର ବ୍ଳକରେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୧ରେ ପହଂଚିଛି । ହେଲେ ଏଯାବତ ମୃତକଙ୍କ ପରିବାରକୁ ରାଜ୍ୟ ସରକାର କୈାଣସି କ୍ଷତିପୂରଣ ପ୍ରଦାନ ନକରିବା ଏବଂ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଂଚଳ ଗସ୍ତ ନ କରିବା ଦୁର୍ଭାଗ୍ୟର କଥା । କୋରାପୁଟ ଲୋକସଭା ସାଂସଦ…

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା: ଇଡି ଜବତ କରିଥିବା ଟଙ୍କା ତାଙ୍କର ନୁହେଁ କହିଲେ ଗିରଫ ଅଭିଯୁକ୍ତ ପାର୍ଥ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଗିରଫ ଅଭିଯୁକ୍ତ ପାର୍ଥ ଚାଟାର୍ଜୀଙ୍କ ବଡ ବୟାନ । ଜବତ ହୋଇଥିବା ଟଙ୍କା ତାଙ୍କର ନୁହେଁ ବୋଲି କହିଛନ୍ତି ପାର୍ଥ ଚାଟାର୍ଜୀ । ଏହି ମାମଲାରେ ଗିରଫ ଅଭିଯୁକ୍ତ ପାର୍ଥ ଏବଂ ତାଙ୍କ ସହଯୋଗୀ ଅର୍ପିତାଙ୍କ ସ୍ୱାସ୍ଥ୍ୟପରୀକ୍ଷା ହୋଇଛି…