Daily Archives

July 25, 2022

ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ। ଜୁହାର କହି ଆରମ୍ଭ କଲେ ଅଭିଭାଷଣ।

କନକ ବ୍ୟୁରୋ: ଦେଶକୁ ମିଳିଲେ ନୂଆ ରାଷ୍ଟ୍ରପତି । ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ସଂସଦ ଭବନର ସେଣ୍ଟ୍ରାଲ ହଲରେ ଦେଶର ପ୍ରଧାନ ବିଚାରପତି ଏନଭି ରମନା ଦ୍ରୌପଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଦେଶର ସର୍ବୋଚ୍ଚ…

ସରକାରୀ ସମ୍ପତ୍ତିକୁ ଜବତ କଲା କମ୍ପାନୀ । ଗୃହରେ ଗ୍ରହଣ ହେଲାନି ମୁଲତବୀ ନୋଟିସ । ବିଧାନସଭାରେ ଶାସକ-ବିରୋଧୀ…

କନକ ବ୍ୟୁରୋ: କମ୍ପାନୀ ଜବତ କଲା ସରକାରୀ ସମ୍ପତ୍ତି । ବକେୟା ଟଙ୍କା ପୈଠ ନ କରିବାରୁ ଭୁବନେଶ୍ୱର ପୂର୍ତ୍ତ ବିଭାଗର ନିର୍ମାଣ ସୌଧରେ ଥିବା ରାସ୍ତା ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏସି, ଟେବୁଲ, ଆଲମିରା ଓ କମ୍ପ୍ୟୁଟରକୁ କୋର୍ଟଙ୍କ ମାଧ୍ୟମରେ ଜବତ କରିଛି ଏଲ ଆଣ୍ଡ ଟି କମ୍ପାନୀ ।…

କୁଆଡେ ଗଲେ ବାବୁସାନ? କାହିଁକି ଫେରୁ ନାହାଁନ୍ତି ଓଡି଼ଶା? ବିବାଦ ପରେ ଚେନ୍ନାଇ ଉତ୍କଳ ଦିବସ ଉତ୍ସବରୁ ଦୂରେଇ ରହିଲେ…

କନକ ବ୍ୟୁରୋ: ଅଭିନେତା ବାବୁସାନଙ୍କ ଖବରକୁ ନେଇ ସାରା ଓଡିଶା ଉଠୁଥିବା ପଡୁଥିବାବେଳେ ସେ ଏବେ କେଉଁଠି କାହାକୁ ଜଣା ନାହିଁ । ମାଙ୍କ କୋହଭରା ଅପିଲ ପରେ ବି ସେ ନଫେରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସେ କାହିଁକି ଫେରୁନାହାଁନ୍ତି ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।…

ମଙ୍କିଫକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କଲା ସତର୍କ । ଜାଣନ୍ତୁ କେଉଁ କେଉଁ କାରଣରୁ ଆପଣ ବି ହୋଇପାରନ୍ତି…

କନକ ବ୍ୟୁରୋ : କରୋନା ପରେ ଏବେ ସାରା ବିଶ୍ୱକୁ ଘାରିଛି ମଙ୍କିଫକ୍ସ ଚିନ୍ତା । ଏବେ ଭାରତରୁ ୪ ଜଣ ମଙ୍କିଫକ୍ସ ସଂକ୍ରମିତ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ବି ଏନେଇ ସତର୍କ ସୂଚନା ଜାରି କରିଛନ୍ତି । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ସତର୍କବାଣୀ ଶୁଣାଇବା ସହ କେଉଁ କେଉଁ କାରଣରୁ…

ଭୁବନେଶ୍ୱର ଏମ୍ସରେ ପହଞ୍ଚି ହଟ୍ଟହଟ୍ଟା ହେଲେ ପାର୍ଥ ଚାଟାର୍ଜୀ । ମମତାଙ୍କ ମନ୍ତ୍ରୀଙ୍କୁ ଚୋର ଚୋର କହି ପାଟିକଲେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିବା ପରେ ଏବେ ଆଜି ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ ପାଇଁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ତାଙ୍କୁ ଭୁବନେଶ୍ୱର ଏମସକୁ ଅଣାଯାଇଥିଲା । ଆଉ ତାଙ୍କ ସ୍ୱାସ୍ଥ୍ୟବସ୍ଥାର…

ଗାଁକୁ ଯୋଡିପାରିନି ପକ୍କାରାସ୍ତା,ଆଜି ଗାଁରେ ପହିିଞ୍ଚି ପାରୁନି ଆମ୍ବୁଲାନ୍ସ। କୋରାପୁଟ ଓ ନବରଙ୍ଗପୁରରୁ ଆସିଲା ସମାନ…

କନକ ବ୍ୟୁରୋ: ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ଗର୍ଭବତୀ । କୋରାପୁଟ ବୈପାରିଗୁଡ଼ା ଆର. ମାଳିଗୁଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗାଁର ଚୈତନ୍ୟ ମାଳିଙ୍କ ପତ୍ନୀ ମହେଶ୍ୱରୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ବୈପାରୀଗୁଡ଼ା…