Daily Archives

July 15, 2022

ଚାନ୍ଦକୁ ବୁଲେଟ୍ ଟ୍ରେନ ଗଡାଇବାକୁ ପ୍ରସ୍ତୁତି! କେଉଁ ଦେଶ କରୁଛି ପ୍ରସ୍ତୁତି ପଢନ୍ତୁ …

କନକ ବ୍ୟୁରୋ: ଜାପାନ ନିଜର ଜ୍ଞାନକୌଶଳ ବଳରେ ଏଭଳି କାମ କରିବାକୁ ଯାଉଛି ଯାହା ସମସ୍ତଙ୍କ କଲ୍ପନାର ବାହାରେ । ଜାପାନ ଆଗାମୀ ଦିନରେ ଯୋଜନା କରିଛି ଯେ, କେଉଁଭଳି ପୃଥିବୀ ପୃଷ୍ଠରୁ ଚନ୍ଦ୍ର ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ ଚଲାଯିବ । କେବଳ ଏତିକି ନୁହେଁ ଯଦି ଏଥିରେ ଜାପାନ ସଫଳତା ହାସଲ କରିବ…

ଭାରତର ସବୁଠୁ ଡେଙ୍ଗା ପୋଲିସ । ଗ୍ରେଟ୍ ଖଲିଙ୍କଠୁ ଅଧିକ ଉଚ୍ଚା, ପିନ୍ଧୁଛନ୍ତି ୧୯ ନମ୍ବର ଜୋତା ।

କନକ ବ୍ୟୁରୋ: ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଗ୍ରେଟ୍ ଖଲିଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ବଳିଷ୍ଠ ଚେହେରା ଆଉ ହାଇଟ୍ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ କଥା କହିବୁ, ଯିଏ ହେଉଛନ୍ତି ଗ୍ରେଟ୍ ଖଲିଙ୍କଠୁ ଅଧିକ ଉଚ୍ଚା । ଜଗଦୀପ ସିଂହ । ପଞ୍ଜାବ…

ଶ୍ରୀଲଙ୍କାର ପୂର୍ବ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କୁ ଦେଶ ଛାଡିବାକୁ ବାରଣ କଲା କୋର୍ଟ । ସାନ ଭାଇଙ୍କ ଉପରେ…

କନକ ବ୍ୟୁରୋ : ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ରାଷ୍ଟ୍ରପତି ଥିିବା ଗୋଟାବାୟା ରାଜପକ୍ଷେ ଦେଶଛାଡି ଯିବା ପରେ ଏବେ ରାଜପେକ୍ଷ ପରିବାର ଉପରେ କଠୋର ହୋଇଛି ଶ୍ରୀଲଙ୍କା କୋର୍ଟ । କୋର୍ଟ ତରଫରୁ ଗୋଟାବାୟାଙ୍କ ସାନ ଭାଇ ତଥା ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ…

କୋଟିଆରେ ଅନୁପ୍ରବେଶ କରି ସହାୟତା ବାଣ୍ଟୁଛି ଆନ୍ଧ୍ର ପ୍ରଶାସନ। ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ, ସରକାରଙ୍କ ହୋଇନି…

କନକ ବ୍ୟୁରୋ: ଦୀର୍ଘଦିନଧରି କୋଟିଆ ପଞ୍ଚାୟତରେ ପଶି ଲୋକଙ୍କୁ ଲୋଭ ଦେଖାଉଛି ଆନ୍ଧ୍ର, କେତେବେଳେ ଭତା ବାଣ୍ଟୁଛି ତ ଆଉ କେତେବେଳେ ଜଙ୍ଗଲ ଜମି ପଟ୍ଟା ଦେଉଛି । ଏହା ସମସ୍ତେ ଜାଣିଛନ୍ତି । ଗଣମାଧ୍ୟମରେ ଏ ଖବର ଅନେକ ଥର ବାରମ୍ବାର ପ୍ରସାରିତ ହେଉଛି । ବିରୋଧୀ ଦଳ ଓ କଂଗ୍ରେସ ବିଧାୟକ ଏ ନେଇ…

ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍। ପ୍ରଶ୍ନପତ୍ର ଲିକ୍ ପଛରେ ରହିଛି କୁଚିଣ୍ଡା…

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପଛରେ ଏକ ଅନୁଦାନପ୍ରାପ୍ତ କଲେଜର ପ୍ରଫେସରଙ୍କ ରହିଛି ହାତ । ଏହା କହିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭିସି । ଘଟଣା ନେଇ ଏଫଆଇଆର ଦିଆଯିବା ସହ ଅଧିକ ତଦନ୍ତ ପାଇଁ ସାଇବର ଥାନାକୁ ଭିସି ଲେଖିଛନ୍ତି ଚିଠି । ସଂପୃକ୍ତ କଲେଜର…

ଧରାପଡିଲା ନକଲି ରୁଣ ଆପ୍ ଠକ। ଇଓଡବ୍ଲୁ ହାତରେ ଧରା ପଡିଲା ମୋଷ୍ଟ ୱାଣ୍ଟେଡ୍ ନୀତିନ ମଲ୍ଲିକ।

କନକ ବ୍ୟୁରୋ: ଇଓଡବ୍ଲୁ ହାତରେ ଧରା ପଡିଲା ନକଲି ରୁଣ ଆପର ଭାରତ ଏଜେଣ୍ଟା ଦିଲ୍ଲୀରେ ଗିରଫ ହୋଇଛି ଠକ ନୀତିନ ମଲ୍ଲିକ । ନୀତିନ୍ ମଲ୍ଲିକକୁ ଟ୍ରାଂଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ଇଓଡବ୍ଲୁ । ଅନ୍ତର୍ଜାତୀୟ ରାକେଟ୍ ସହ ନୀତିନର ସମ୍ପର୍କ ରହିଛି । ରାକେଟର ମାଷ୍ଟରମାଇଣ୍ଡ ଚାଇନାରୁ…