Daily Archives

July 14, 2022

ଦକ୍ଷିଣ ଓଡିଶାର ବଡ ଡାକ୍ତରଖାନାରେ ବଡ ଅବ୍ୟବସ୍ଥା। ଏମ.କେ.ସି.ଜିର ୪ ମହଲା କୋଠା ଛାତରୁ ଗଳୁଛି ପାଣି।

କନକ ବ୍ୟୁରୋ: ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲର ଗୁମର ନକହିଲେ ଭଲ । ଏହି ମେଡ଼ିକାଲରେ ଡ଼ାକ୍ତର ଅଭାବ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତଥାପି ଡ଼ାକ୍ତର ପଦବୀ ପୁରଣ ହୋଇପାରିନାହିଁ । କିନ୍ତୁ ବଡ ବଡ କୋଠା ରହିଛି । ମେଡିକାଲ କୋଠାର ମଧ୍ୟ ସଠିକ୍ ଢଙ୍ଗରେ…

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଜେଏମଏମ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ଦେଶରେ ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ଏନଡିଏ ସମର୍ଥନରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହୋଇଛନ୍ତି ୟଶବନ୍ତ ସିହ୍ନା । ହେଲେ ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ବିରୋଧୀ ମେଣ୍ଟରୁ…

ଗାଁ ଦାଣ୍ଡରେ ସମୁଦ୍ର ପାଣି, ମୁହାଣ ଦେଇ ଚିଲିକା ନିକଟସ୍ଥ ଗାଁରେ ପଶିଗଲା ଜୁଆର। ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ…

କନକ ବ୍ୟୁରୋ: ଚିଲିକା କୂଳ ଗାଁରେ ପଶି ଯାଇଛି ସମୁଦ୍ର ଜୁଆର । ମୁହାଣ ଦେଇ ଗାଁରେ ପାଣି ପଶିଯାଇଥିବା ବେଳେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଘରୁ ବାହାରିବା କଷ୍ଟକର ହୋଇପଡିଛି । ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ଡଙ୍ଗା ଚାଲିଛି । ପୁରୀ ଜିଲ୍ଲା…

ପଢାଖର୍ଚ୍ଚ ତୁଲାଇବାକୁ ମୂଲ ଲାଗୁଛନ୍ତି ମେଧାବୀ ଛାତ୍ରୀ। ମୁଣ୍ଡରେ ଝୁଡି, ହାତରେ କୋଦାଳ ଧରି କାମ କରୁଛନ୍ତି ଲିଲି…

କନକ ବ୍ୟୁରୋ: ରାତି ପାହିଲେ, କାମକୁ ଯିବାକୁ ପ୍ରସ୍ତୁତ ହୁଅନ୍ତି ମେଧାବୀ ଛାତ୍ରୀ । ନିଜକୁ ଦିନ ମଜୁରିଆ ଭାବେ ପ୍ରସ୍ତୁତ କରନ୍ତି । ଯିଏ ଯେଉଁ କାମ ପାଇଁ ଡାକିନ୍ତି, ଯାଆନ୍ତି, କାମ କରି ଦୈନିକ ପାରିଶ୍ରମିକ ବାବଦକୁ ୨୦୦ ଶହ ଟଙ୍କା ରୋଜଗାର କରନ୍ତି । ସେଥିରେ ନିଜ ପଢା ଖର୍ଚ୍ଚ ତୁଲାଇବା…

କନକ ନ୍ୟୁଜ ପ୍ରଭାବ: ଖବର ପ୍ରସାରଣର ପରେ ଦିବ୍ୟାଙ୍ଗ ଛାତ୍ରଙ୍କୁ ମିଳିଲା ସହାୟତା। ମୋହନ ମାଝୀଙ୍କୁ ମିଳିଲା ସର୍ଜିକାଲ…

କନକ ବ୍ୟୁରୋ: ଖବର ପ୍ରସାରଣ ପରେ କୁନି ପୁଅକୁ ସହାୟତା ମିଳିଲା । ଟିପେଇ ଟିପେଇ ଚାଲୁଥିବା ଛାତ୍ରକୁ ସର୍ଜିକାଲ ସୁ ମିଳିଛି । ଦିବ୍ୟାଙ୍ଗ ଛାତ୍ର ମୁହଁରେ ହସ ଫୁଟିଲା । ଆଉ ବାଡି ଧରି ନୁହେଁ, ସର୍ଜିକାଲ ସୁ ପିନ୍ଧି, ଦୁଇ ହାତରେ ଦୁଇଟି ଆଶା ବାଡି ଧରି ପାଠ ପଢିବାକୁ ସ୍କୁଲ ଯିବ କୁନି ପୁଅ ।…

ସମସ୍ୟା ଜଣାଇବାକୁ ଆସିଥିବା ଯୁବକଙ୍କୁ ପୋଲିସର ତଣ୍ଟିଆ। ସୋସିଆଲ ମିଡିଆରେ ଘୁରି ବୁଲୁଛି ଢେଙ୍କାନାଳ କଙ୍କଡାହାଡ…

କନକ ବ୍ୟୁରୋ: ଗାଁର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସୁଥିଲେ ଯୁବକ । ପିଲାମାନେ କେମିତି କାଦୁଅ ରାସ୍ତାରେ ସ୍କୁଲକୁ ଯାଉଛନ୍ତି । ହେଲେ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଦେଲାନି ପୋଲିସ । ଜନଶୁଣାଣିରୁ ଯୁବକକୁ ଘୋଷାଡି ଘୋଷାଡି ନେଇଗଲା ପୋଲିସ । ଧକ୍କା…