Daily Archives

July 2, 2022

ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ । ଶରଧାବାଲିରେ ଭକ୍ତିମୟ ପରିବେଶ । ଘଣ୍ଟ ଘଣ୍ଟା, ହୁଳହୁଳିରେ କମ୍ପୁଛି…

କନକ ବ୍ୟୁରୋ: ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ଯାଇଛନ୍ତି ଚାରିଠାକୁର । ଆଡ଼ପବିଜେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶରଧାବାଲିରେ ଭିଡ ଜମାଇଛନ୍ତି । ମହାପ୍ରଭୁଙ୍କୁ ପାଖରୁ…

କାହିଁକି ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ? ରହସ୍ୟ ଘେରରେ ଆତ୍ମହତ୍ୟା

କନକ ବ୍ୟୁରୋ: ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ରାଜଧାନୀରେ ଚାଂଚଲ୍ୟ ଖେଳି ଯାଇଛି । ବିଜେବି କଲେଜରେ ପ୍ଲସ-ଥ୍ରୀ ପଢୁଥିବା ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଲେଜର ହଷ୍ଟେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପାଖରୁ ମିଳିଥିବା…

ଗାଁ ଦାଣ୍ଡରେ କମ୍ପାନୀର ନାଲି ପାଣି । ୧୬ ବର୍ଷ ହେଲା ସୁଧୁରିନି ସମସ୍ୟା

କନକ ବ୍ୟୁରୋ: ପାରାଦୀପର ନୂଆଗଡ ପଞ୍ଚାୟତ ମୂଷାଡିହା ଗାଁରେ ଯୁଆଡ଼େ ଚାହିଁବ ନାଲି ରଙ୍ଗର ପାଣି । ଗ୍ରାମବାସୀଙ୍କ ଅଭିଯୋଗ ହେଲା ଆର୍ସେଲର ମିତଲ କମ୍ପାନୀ ଯୋଗୁଁ ଏପରି ଅବସ୍ଥା ହେଇଛି । ଖରାଦିନେ କମ୍ପାନୀର ଆଇରନ୍ ଗୁଣ୍ଡରେ ଚଳିବା କଷ୍ଟକର ହୋଇପଡୁଥିବା ବେଳେ ବର୍ଷା ଆରମ୍ଭରୁ ଗାଁରେ ଆଇରନ୍…

ରଥଯାତ୍ରାରେ ବିକ୍ରି ହୋଇ ପାରିଲାନି ଫ୍ଲାଟ । ହାଇକୋର୍ଟଙ୍କ ଅନ୍ତରୀଣ ରାୟ ପରେ ଅଟକି ରହିଛି ପଞ୍ଜିକରଣ

କନକ ବ୍ୟୁରୋ: ରଥଯାତ୍ରାରେ ଅନେକ ଫ୍ଲାଟ ବିକ୍ରି ହୋଇଥାଏ, କିନ୍ତୁ ଚଳିତ ବର୍ଷ ଗୋଟିଏ ବି ଫ୍ଲାଟ୍ ବିକ୍ରି ହୋଇପାରନି ।  କାରଣ ହେଉଛି, ରେରାର ନିୟମ ନମାନିଲେ ଫ୍ଲାଟ କିଣା-ବିକା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାର ପ୍ରଭାବ ପଡ଼ିଛି ରିଏଲ ଇଷ୍ଟେଟ ବ୍ୟବସାୟ ଉପରେ ।…

କମୁଛି ଭୂତଳ ଜଳ, ଚିନ୍ତାରେ କେନ୍ଦ୍ର ସରକାର । ବିନା ପଞ୍ଜୀକରଣରେ ବ୍ୟବହାର କରିପାରିବେନି ଭୂତଳ ପାଣି 

କନକ ବ୍ୟୁରୋ: ଦେଶରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ତଳକୁ ତଳକୁ ଖସି ଚାଲିଛି । ଏପରିକି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କଲେଣି ଯେ, ହୁଏତ ୧୦ ବର୍ଷରେ ପିଇବା ପାଣି ଟିକିଏ ପାଇବା କଷ୍ଟକର ହୋଇପଡ଼ିବ  । ଏସବୁକୁ ଦୃଷ୍ଟିରେ ରଖି ଭୂତଳ ଜଳ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର ।…

ବିଜୁଳି ବଳକା ରାଜ୍ୟ ଓଡ଼ିଶା, ହେଲେ ମହଙ୍ଗାରେ ବିଜୁଳି କିଣିଛନ୍ତି ରାଜ୍ୟବାସୀ । ‘ଓଇଆରସି’ର ରାଜସ୍ୱ ଭିତ୍ତିକ ମୂଲ୍ୟ…

କନକ ବ୍ୟୁରୋ: ଜାତୀୟ ହାରଠୁ ଓଡିଶାରେ ବିଜୁଳି ମହଙ୍ଗା । ବିଜୁଳି ବଳକା ରାଜ୍ୟ ସତ୍ତେ୍ୱ ଉପଭୋକ୍ତାଙ୍କୁ ମିଳୁନି ଫାଇଦା । ଭାରତ ସରକାରଙ୍କ ଅଧୀନରେ ଥିବା ପାୱାର ଫାଇନାନ୍ସ କର୍ପୋରେସନ୍ ରିପୋର୍ଟରେ ଏପରି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଜାତୀୟ ହାରଠୁ ଓଡିଶାରେ ବିଜୁଳି ମହଙ୍ଗା…