Daily Archives

July 2, 2022

ମହମ୍ମଦ ଜୁବୈର ମାମଲାରେ ନୂଆ ଖୁଲ୍ଲାସା । ଅର୍ନ୍ତଜାତୀୟ ସ୍ତରରେ ଲମ୍ବିଛି ରାକେଟ

କନକ ବ୍ୟୁରୋ :  ଅଲ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରକୁ ଛାଡିବା ମୁଡରେ ନାହିଁ ଦିଲ୍ଲୀ ପୁଲିସ । ଧାର୍ମିକ ଭାବନାକୁ ଆଘାତ ପହଁଚାଇବା, ବିବାଦୀୟ ଟୁଇଟ କରିବା ଅଭିଯୋଗରେ ୨୦୨୨ ଜୁନ ମାସରେ ପୁଲିସ ତାଙ୍କୁ ଗିରଫ କରିଥିଲା । ବର୍ତମାନ ଦିଲ୍ଲୀ ପୁଲିସ ରିମାଣ୍ଡରେ ଥିବା ଜୁବୈର ନାଁରେ…

ବିଧାନସଭା ପ୍ରଥମ ଦିନରେ ବିରୋଧୀଙ୍କ ଭିତରେ ଫାଟ । ନୁପୁର ଶର୍ମାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପ୍ରସଙ୍ଗରେ…

କନକ ବ୍ୟୁରୋ: ନୂପୁର ଶର୍ମା ପ୍ରସଙ୍ଗକୁ ନେଇ ବିଧାନସଭାରେ ଦୁଇ ବିରୋଧୀ ଦଳ ମୁହାଁମୁହିଁ  । କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଜବାବ ରଖିଛନ୍ତି ବିଜେପି ନେତା  । ତେବେ ଏସବୁ ଭିତରେ ରାଜ୍ୟର ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ପଛକୁ ଚାଲିଯାଇଛି  । ଏପରିକି ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ବୋଲି ବିରୋଧୀ…

ଦ୍ରୋପଦୀ ମୁର୍ମୁଙ୍କୁ ନେଇ ମମତାଙ୍କ ବଡ଼ ବୟାନ, ‘ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିଲେ ଦେଇଥାନ୍ତି…

କନକ ବ୍ୟୁରୋ : ଓଡ଼ିଶାରୁ ରାଷ୍ଟ୍ରପତି ହୋଇଥିବା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ରାଷ୍ଟପ୍ରତି ନିର୍ବାଚନ ପାଇଁ ବିରୋଧୀଙ୍କ ପୂର୍ବରୁ ଏନଡିଏ…

୨୦୨୨-୨୩ ପାଇଁ ୨ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ । ଜାଣନ୍ତୁ, କେଉ ବିଭାଗକୁ ଗଲା କେତେ ଟଙ୍କା?

କନକ ବ୍ୟୁରୋ: ୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମହିଳା ସଶକ୍ତିକରଣ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଏଥିରେ ଗୁରୁତ୍ୱ ଦିଆଯାଇଛି । ଏହାସହ ୧୯ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ଘୋଷଣା ହେଲା ୨୦୨୨-୨୩ ଆର୍ଥିକ ବର୍ଷର…

ଦେଶରେ ବଢୁଛି ଧାର୍ମିକ ହିଂସା, ଉଦୟ ପୁର ପରେ ଏବେ ଅମରାବତୀରେ ଗଳାକାଟି ହତ୍ୟା

କନକ ବ୍ୟୁରୋ :  ଉଦୟପୁର ଟେଲର କହ୍ନୈୟାଲାଲ ହତ୍ୟାକାଣ୍ଡକୁ ନେଇ ବିବାଦ ଏବେ ବି ଥମି ନଥିବାବେଳେ ମହାରାଷ୍ଟ୍ରରୁ ଆଉ ଏକ ହତ୍ୟାର ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଅମରାବତୀ ଅଂଚଳର ଜଣେ ମେଡିସିନ୍ ବ୍ୟବସାୟୀଙ୍କୁ ଗଳା କାଟି କରାଯାଇଛି ହତ୍ୟା । କୁହାଯାଉଛି ନୂପୁର ଶର୍ମାଙ୍କୁ ସମର୍ଥନ…

ସିନ୍ଦେଙ୍କ ପ୍ରତି ଟଳିନି ବିପଦ, ବାଚସ୍ପତି ନିର୍ବାଚନରେ ହେବ ଟକ୍କର

କନକ ବ୍ୟୁରୋ : ଶିବସେନାର ବିଦ୍ରୋହି ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ ବି ତାଙ୍କ ପ୍ରତି ସଙ୍କଟ ଟଳିନାହିଁ । କାରଣ ଏପର୍ଯ୍ୟନ୍ତ ମହାରାଷ୍ଟ୍ରର ନୂଆ ସରକାରରେ  ବାଚସ୍ପତି ବଛା ଯାଇନାହିଁ । ରବିବାର ହେବାକୁ ଥିବା ବାଚସ୍ପତି ନିର୍ବାଚନ ପାଇଁ ମହା…