Daily Archives

May 30, 2022

ଗାନ୍ଧୀନଗରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଶାଳ ରୋଡ୍ ସୋ’: ଆଇପିଏଲ ବିଜୟ ଉତ୍ସବ ମନାଇଲା ଗୁଜରାଟ୍ ଟାଇଟନ୍ସ

କନକ ବ୍ୟୁରୋ: ଗାନ୍ଧୀନଗରରେ ଗୁଜରାଟ ଟାଇଟନ୍ସର ବିଶାଳ ରୋଡ ଶୋ । ନୀଳ ରଙ୍ଗର ବସରେ ବସି ରୋଡ ଶୋ କରିଛନ୍ତି ଟିମ ଟାଇଟନ୍ସର ଖେଳାଳୀ । ଏଥିସହ ବସରେ ଦେଖିବାକୁ ମିଳିଛି ଟାଇଟନ୍ସ କି ସବାରୀ । ବେଶ ଉତ୍ସାହ ଓ ଖୁସିର ସହ ଖେଳାଳୀଙ୍କ ଏହି ରୋଡ ଶୋ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଏହି…

ଅଦିନିଆ ଝଡ ବର୍ଷାରେ ରାଜଧାନୀ ଦିଲ୍ଲୀ ବେହାଲ: ଅନେକ ସ୍ଥାନରେ ଶହେ କିଲୋମିଟର ବେଗରେ ବହିଲା ପବନ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତନ ହୋଇଛି । ଫଳରେ ପ୍ରବଳ ବର୍ଷା ଓ ପବନ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି । ଅତ୍ୟଧିକ ବେଗରେ ପବନ ବହିବା ଫଲରେ ଦିଲ୍ଲୀର ଅନେକ…

ହିଂସାର ନିଆଁରେ ଜଳୁଛି ଶ୍ରୀଲଙ୍କା। ତେଜୁଛି ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ।

କନକ ବ୍ୟୁରୋ:  ଲଙ୍କାରେ ଲାଗିଛି ହିଂସାର ନିଆଁ । ଦୁଇ ମାସ ହେଲା ବିରୋଧ ପ୍ରଦର୍ଶନରେ ଜଳୁଛି ଶ୍ରୀଲଙ୍କା । ଘୋର ଆର୍ଥିକ ସଙ୍କଟ ଓ ରାଜନୈତିକ ଉଥାନପତନ ଯୋଗୁଁ ଦେଶରେ ଏଭଳି ବିପତି ଦେଖାଦେଇଛି ଯାହା କଳ୍ପନା ବାହାରେ । ଏହା ଭିତରେ ସରକାର ବଦଳିଛି କିନ୍ତୁ ପରିସ୍ଥିତି ସ୍ୱାଭାବିକ ହେଉନି ।…

ଲଗାଣ ବର୍ଷା ଯୋଗୁଁ ବ୍ରାଜିଲରେ ବନ୍ୟା ବିଭିଷିକା । ୫୬ ଜଣଙ୍କ ଗଲାଣୀ ଜୀବନ, ଶହେ ରୁ ଅଧିକ ନିଖୋଜ ।

କନକ ବ୍ୟୁରୋ: ବ୍ରାଜିଲର କୋଷ୍ଟାଲ ନର୍ଥ କୋରଲିନା ସହରର ବନ୍ୟା ବୁଡିଲା । ପ୍ରବଳ ବର୍ଷା ଯୋଗୁଁ ଦେଶରେ ବନ୍ୟା ସୃଷ୍ଟି ହୋଇଛି । ରାସ୍ତାଘାଟ ଘର ଦ୍ୱାରା ଯୁଆଡେ ଦେଖିଲେ ଖାଲି ପାଣି ଓ ପାଣି । ପ୍ରବଳ ବର୍ଷା ଯୋଗୁଁ ଅନେକ ପୋଲ ଭାସି ଯାଇଛି । ରାସ୍ତା ଉପରେ ମାଡି ଅତଡା ଖସିବାରୁ ଜାମ ସଡକ…

ପାହାଡ଼ ଉପରେ ପ୍ଲେନ ମାଡ଼। ନେପାଳରୁ ମିଳିଲା ଧ୍ୱଂସାବଶେଷ ।

କନକ ବ୍ୟୁରୋ: ନେପାଳ ବୁଲିବାକୁ ଯାଇଥିବା ଏହି ପରିବାର ପାଇଁ ନେପାଳ ଯାତ୍ରା ଶେଷ ଯାତ୍ରା ପାଲଟିଗଲା । ନେପାଳର ମୁସ୍ତାଙ୍ଗର ପାହାଡିଆ ଅଂଚଳରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଏହି ପରିବାର । ସ୍ୱାମୀ- ଅଶୋକ ତ୍ରିପାଠୀ, ତାଙ୍କ ପୂର୍ବ ପତ୍ନୀ ବୈଭବୀ ବନ୍ଦେକର, ପୁଅ ଧନୁଷ ଓ ଝିଅ ରିତିକା…

ତିହାର ଜେଲରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର । ଉତରାଖଣ୍ଡରୁ ୬ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଲା ପୋଲିସ ।

କନକ ବ୍ୟୁରୋ: କାନାଡ଼ାରୁ ତିହାର ଜେଲ । ମୁସେୱାଲାଙ୍କ ପାଇଁ ହୋଇଥିଲା ମର୍ଡର ପ୍ଲାନ । ବିଦେଶରେ ବସିଥିବା ଗ୍ୟାଙ୍ଗଷ୍ଟର ଗୋଲଡି ବରାର ଓ ତିହାର ଜେଲରେ ଥିବା ସହଯୋଗୀ ଲରେନ୍ସ ବିଶ୍ନୋଇ ଏକାଠି ମିଶି ରଚିଥିଲେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର । ଏହି ସୁରାକ ମିଳିବା…