Daily Archives

May 24, 2022

ଶ୍ରୀଲଙ୍କା ଭଳି ପାକିସ୍ତାନ ଦେବାଳିଆ ! ଶେଷ ହେଉଛି ବିଦେଶୀ ମୁଦ୍ରା ।

କନକ ବ୍ୟୁରୋ : ଶ୍ରୀଲଙ୍କା ଭଳି ପାକିସ୍ତାନ ବି ଦେବାଳିଆ! ପଡୋଶୀ ଶ୍ରୀଲଙ୍କା ଭଳି ପାକିସ୍ତାନ ବି ଦେବାଳିଆ ହେବା ସ୍ଥିତିରେ ପହଞ୍ଚିଛି । ପାକିସ୍ତାନ ଉପରେ ଋଣବୋଝ ବଢିଚାଲିଛି । ପାଖରେ ଥିବା ବିଦେଶୀ ମୁଦ୍ରା ମଧ୍ୟ ଦେଶ ପାଖରୁ ଶେଷ ହୋଇଚାଲିଛି । ୨୦୧୭ ଡିସେମ୍ବର ମାସରେ ପାକିସ୍ତାନ ସରକାର…

ଦୁଷ୍କର୍ମ ପରେ ଆତ୍ମହତ୍ୟା ଅଭିଯୋଗ: ଗାଧୋଇ ଯାଇଥିବାବେଳେ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଦୁର୍ବୃତ୍ତ

କନକ ବ୍ୟୁରୋ: ଦୁଷ୍କର୍ମ ପରେ ବିଷ ପିଇଦେଲେ ନାବାଳିକା । ଝରଣାକୁ ଗାଧୋଇବାକୁ ଯାଇଥିବାବେଳେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ । ଲୋକଲଜ୍ଜାକୁ ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତଙ୍କ ମାଆ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସରେଇ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।…

ଏମ୍ସକୁ ହସ୍ତାନ୍ତର ହେଲା କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ମୃତଦେହ: ୩ ବର୍ଷ ଧରି ସଂରକ୍ଷିତ ରହିବ ଶରୀର

କନକ ବ୍ୟୁରୋ: କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ପରଲୋକ ପରେ ତାଙ୍କ ମୃତଦେହକୁ ଏମ୍ସକୁ ଦାନ କରିଛନ୍ତି ପରିବାର ଲୋକେ । ମୃତ୍ୟୁ ପରେ ତାଙ୍କ ଶରୀର ଛାତ୍ରଛାତ୍ରୀଙ୍କ ପାଠପଢାରେ ଲାଗିବ ବୋଲି ଶିବାଜୀ ପଟ୍ଟନାୟକଙ୍କ ଶେଷ ଇଚ୍ଛା ଥିଲା । ଆଉ ଏହାକୁ ସମ୍ମାନ ଜଣାଇଛନ୍ତି ପରିବାର ଲୋକ । ବର୍ତମାନ…

ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ପରେ ମୁହଁ ଖୁଲିଲେ କେଜ୍ରିୱାଲ, ଜାଣନ୍ତୁ କ’ଣ କହିଲେ

କନକ ବ୍ୟୁରୋ : ପଞ୍ଜାବରେ ଭଗୱନ୍ତ ମାନ୍ ସରକାର ନିଜ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁହଁ ଖୋଲିଛନ୍ତି । କେଜ୍ରିୱାଲ ଭଗୱନ୍ତ ମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ କହିଛନ୍ତି କି ଭଗୱନ୍ତ ମାନ ମୋତେ ଗର୍ବିତ…

ୱାର୍ଲ୍ଡ ଇକୋନୋମିକ ଫୋରମରେ ଦରଦାମ ବୃଦ୍ଧି ଚିନ୍ତା । ଅର୍ଥଶାସ୍ତ୍ରୀଙ୍କ ମତ ବିଶ୍ୱ ପାଇଁ କ୍ଷତିକାରକ ମହଙ୍ଗାମାଡ ।

କନକ ବ୍ୟୁରୋ : କରୋନା ମହାମାରୀରେ ବିଶ୍ୱର ଆର୍ଥିକ ସ୍ଥିତି ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଦରଦାମ ବୃଦ୍ଧି । ବିକଶିତ ଅର୍ଥବ୍ୟବସ୍ଥାରେ ଦରଦାମ ବୃଦ୍ଧି ବା ମହଙ୍ଗାମାଡ ଅନେକ ଦେଶର ଉଚ୍ଚତମ ସ୍ଥିତିରେ ରହିଛି । ୱାର୍ଲ୍ଡ ଇକୋନୋମିକ ଫୋରମରେ ଏନେଇ ସୋମବାର ଚିନ୍ତା ପ୍ରକଟ କରାଯାଇଛି ।…

ନା କିଛି କହି ପାରନ୍ତି, ନା ଖାଦ୍ୟ ଟିକେ ଖାଇପାରନ୍ତି । ହେଲେ ତାଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚିତ

କନକ ବ୍ୟୁରୋ: ପଦେ କଥା କହିବାକୁ ଶକ୍ତି ନାହିଁ । ହେଲେ ମନ କଥା ବୁଝିପାରନ୍ତି ପ୍ରେମିକା। ଚର୍ଚ୍ଚାରେ ଦିବ୍ୟାଙ୍ଗ ଯୋଶେଫଙ୍କ ପ୍ରେମ କାହାଣୀ । ଏ ହେଉଛି ଆମେରିକା ଚିକାଗୋରେ ରହୁଥିବା ଦିବ୍ୟାଙ୍ଗ ଜୋସେଫ୍ ୱିଲିୟମ୍ସଙ୍କ କାହାଣୀ । ବିନା ପାଟିରେ ଜନ୍ମ ନେଇଥିବା ଏହି ବ୍ୟକ୍ତିଙ୍କୁ ସମାଜ…