Daily Archives

April 9, 2022

ମାଆ ଭାତ ଦେବା ଡେରି କରିଦେଲା ବୋଲି… ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ । ଧିକ୍ ତୋ ପୁଅପଣିଆକୁ…

କନକ ବ୍ୟୁରୋ: ପୁଅ ନା ପିଶାଚ ? ଯେଉଁ ମାଆ ଦିନେ ଗର୍ଭ ଯନ୍ତ୍ରଣା ସହି ପୁଅକୁ ଜନ୍ମ କରିଥିଲା ଆଜି ସେହି ପୁଅ ମାଆ ପାଇଁ ଯମ ପାଲଟିଯାଇଛି । ଆଉ ବୁଢୀ ମାଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ହତ୍ୟା ପଛର କାରଣ ଶୁଣି…

କଣ ହାର ମାନିଗଲା ଇମ୍ରାନ ସରକାର? ଟ୍ୱିଟରରେ ଫୱାଦ ଚୌଧରୀ ନିଜକୁ କହିଲେ ପୂର୍ବମନ୍ତ୍ରୀ

କନକ ବ୍ୟୁରୋ: ଆଜି ଇମ୍ରାନଙ୍କ ପାଇଁ ଅଗ୍ନି ପରୀକ୍ଷା । ଏହାକୁ ନେଇ ଆଜି ପାକିସ୍ତାନ ସଂସଦରେ ଚାଲିଛି ଘମାଘୋଟ ଆଲୋଚନା । ରାତି ୮ଟାରେ ଅନାସ୍ଥା ଭୋଟ୍ କରାଯିବ । ବିରୋଧୀ ନେତା ବିଲାବଲ ଭୁଟୋଙ୍କ ଅଭିଯୋଗ ମୁତାବିକ ପାକିସ୍ତାନକୁ ଭାଗଭାଗ କରୁଛନ୍ତି ଇମ୍ରାନ । କୋର୍ଟଙ୍କ ନିର୍ଦ୍ଦେଶ ମାନି…

କମିଲା କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ଦାମ । ଏଣିକି ମାତ୍ର ୨୨୫ ଟଙ୍କାରେ ମିଳିବ କରୋନା ଟିକା ।

କନକ ବ୍ୟୁରୋ: କମିଲା କୋଭିସିଲଡ୍ ଆଉ କୋଭାକ୍ସିନ ଟିକା ଦାମ । କୋଭିଡ୍ ଭ୍ୟାକ୍ସିନ୍ କୋଭିସିଲଡର ଦାମ ଅଧାରୁ ଅଧିକ କମ୍ ହୋଇଛି । ଏନେଇ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିିିିଇଓ ଅଦାର ପୁନାବାଲା କହିଛନ୍ତି ଯେ, ଘରୋଇ ହସ୍ପିଟାଲମାନଙ୍କ ପାଇଁ କୋଭିସିଲଡ ଟିକା ଦାମ ଏବେ ୬ ଶହ ଟଙ୍କାରୁ…

ଚହଲଙ୍କୁ ୧୫ ତାଲା ଉପରୁ ଝୁଲାଇଥିବା ଖେଳାଳୀଙ୍କୁ ଆଜୀବନ ବ୍ୟାନ୍ କରାଯାଉ । ବର୍ଷିଲେ ଭାରତର ପୂର୍ବତନ କୋଚ ଶାସ୍ତ୍ରୀ ।

କନକ ବ୍ୟୁରୋ : ଆଇପିଏଲ ମ୍ୟାଚ୍ ଭିତରେ ରାଜସ୍ଥାନ ରୟାଲ୍ସର ଖେଳାଳୀ ୟୁଜବେନ୍ଦ୍ର ଚହଲ ଏକ ବଡ ଖୁଲାସା କରିଥିଲେ । ଚହଲ କହିଥିଲେ, ୨୦୧୩ରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ବେଳେ ଜଣେ ନିଶାଗ୍ରସ୍ତ ଖେଳାଳୀ ୧୫ ତାଲା ବିଲ୍ଡିଂର ବାଲକୋନି ଉପରୁ ଝୁଲାଇ ରଖିଥିଲେ । ସେତେବେଳେ ଅଳ୍ପକେ…

ମା’ ପରି କିଏ ହେବ… କିଡନୀ ଦାନ କରି ମା’ ବଞ୍ଚାଇଦେଲା ଝିଅର ମୁହଁ

କନକ ବ୍ୟୁରୋ: କଥାରେ ଅଛି ମା’ ପରି କିଏ ହେବ । ନିଜର ସନ୍ତାନ ପାଇଁ ମା’ ମମତା ଯେ କେତେ, ତାହା ଅବର୍ଣ୍ଣନୀୟ । ଯେତେ ଝଡ଼ ଝଂଜା ଓ ବିପଦ ଆସିଲେ ବି ମା’ର ପଣତକାନୀ ଏହି ବିପଦରୁ ସୁରକ୍ଷା ଦେଇଥାଏ । ସେହିଭଳି ଜଣେ ମା’ ନିଜ ଝିଅକୁ କିଡନୀ ଦାନ କରି ଝିଅକୁ ନୂଆ ଜୀବନ ଦେଇଛନ୍ତି । କିଡନୀ ରୋଗରେ…

ମଫସଲରୁ ଆସିଲା ମହତ ବାର୍ତା: ଏକାଠୀ ହକି ଖେଳିଲେ ଯୁବକ ଯୁବତୀ

କନକ ବ୍ୟୁରୋ: ହକିର ଏନ୍ତୁଡିଶାଳ ହେଉଛି ସୁନ୍ଦରଗଡ । ହକି କୁ ନେଇ ସାରା ବିଶ୍ୱ ଦରବାର ରେ ପରିଚିତ ହୋଇଛି ସୁନ୍ଦରଗଡ । ହେଲେ ଆପଣ ମଧ୍ୟ ଅନେକ ହକି ମ୍ୟାଚ୍ ଦେଖିଥିବେ ହେଲେ ଆମେ ଆଜି ଆପଣଙ୍କୁ କିଛି ନିଆରା ହକି ମ୍ୟାଚ୍ ଦେଖାଇବୁ , ଆଉ ଏହା ନିଆରା କଣ ପାଇଁ ? ସମୟ ବଦଳିଛି, ସମୟ…