Daily Archives

February 26, 2022

କାମ ଦେଲାନି ବିରୋଧୀଙ୍କ ପ୍ରସଙ୍ଗ । ପ୍ରଥମ ଦିନ ଟ୍ରେଣ୍ଡ ଅନୁସାରେ ବଡ ବିଜୟ ମୁହାଁ ବିଜେଡି ।

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଗଣତିରୁ ବିଜେଡି ଜିଲ୍ଲା ପରିଷଦ ଆସନରେ କ୍ଲିନ ସୁଇପ୍ ଆଡକୁ ମୁହାଁଉଥିବା ସଙ୍କେତ ମିଳିଛି । ବିଶେଷ କରି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯେଉଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ବିରୋଧୀ ଘେରାଉ କରୁଥିଲେ, ସେସବୁ ପ୍ରସଙ୍ଗରେ ଲୋକଙ୍କ ଆସ୍ଥା…

ପଞ୍ଚାୟତ ଫଇସଲା, ପଛରେ ବିରୋଧୀ ! ରାତି ୮ଟା ୪୫ ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ…

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ରାତି ୮ଟା ୪୫ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ବିଜେଡି ୨୭୯ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୭ ଏବଂ କଂଗ୍ରେସ…

କୋଟିଆରୁ ଜିତିଲେ ଟିକାଇ ଗେମେଲ ! ସର୍ବଦଳୀୟ ପ୍ରାର୍ଥୀଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ସୂଚନା ।

କନକ ବ୍ୟୁରୋ: ଆନ୍ଧ୍ର ଓ ଓଡିଶା ବିବାଦ ଭିତରେ ଆଜି କୋଟିଆ ପଞ୍ଚାୟତ ନିର୍ବାଚନର ଗଣତି ହୋଇଛି । ଆଉ ଏଠାରେ ଆଶ୍ଚର୍ଯ୍ୟଜନକ ଖବର ଦେଖିବାକୁ ମିଳିଛି । ସବୁ ରାଜନୈତିକ ଦଳ ମିଶି ଜଣେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଠିଆ କରିଥିଲେ କିନ୍ତୁ ତାଙ୍କ ବିରୋଧରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଜିଦ୍ ଧରି ଛିଡା…

ପଛରେ ବିରୋଧୀ ଆଗରେ ବିଜେଡି! ରାତି ୮ଟା ସୁଦ୍ଧା ଟ୍ରେଣ୍ଡ୍ କ’ଣ କହୁଛି ? କିଏ ଆଗରେ କିଏ ପଛରେ ପଢ଼ନ୍ତୁ…

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ରାତି ୮ଟା ସୁଦ୍ଧା ବିଜେଡି ୨୭୭ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୮ ଏବଂ କଂଗ୍ରେସ ୧୬ଟି ଜୋନରେ ଆଗେଇ ଚାଲିଛି । ଅନ୍ୟପଟେ…

ବିପର୍ଯ୍ୟୟ ପରେ ନରସିଂହ ମିଶ୍ରଙ୍କ କଟାକ୍ଷ । କହିଲେ, ଏକଛତ୍ରବାଦ ଶାସନ ପାଇଁ ଲୋକେ ଦେଇଛନ୍ତି ଭୋଟ୍ 

କନକ ବ୍ୟୁରୋ: ଆଜି ଯେତେବେଳେ ନିର୍ବାଚନ ଫଳାଫଳର ଟ୍ରେଣ୍ଡ ଆସୁଥିଲା, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ହୋଇଥିଲା । ବଲାଙ୍ଗିରରେ ବି କଂଗ୍ରେସର ପ୍ରଦର୍ଶନ ସେତେ ଭଲ ନଥିଲା ଆଉ ନରସିଂହ କହିଥିଲେ, ଓଡିଶାବାସୀ ସରକାରଙ୍କୁ ଏକଛତ୍ରବାଦୀ ହେବା ପାଇଁ ଭୋଟ୍…

ଋଷର ୪ ସୈନିକଙ୍କୁ ବନ୍ଧକ ରଖିଲା ୟୁକ୍ରେନ୍! କହିଲା ନିଜର ପୁଅକୁ ଆସି ୟୁକ୍ରେନରୁ ନେଇଯାଅ ।

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ଏବେ ସାମ୍ନାକୁ ଆସୁଛି । ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହରରେ ହାହାକାର ପଡିଛି । ଆଉ ଏସବୁ ଭିତରେ ୟୁକ୍ରେନ୍ ସେନା ୪ ଜଣ ଋଷ ସୈନିକଙ୍କୁ ନିଜ କବଜାକୁ ନେଇଛି । ୟୁକ୍ରେନର ବୈଦଶିକ ମନ୍ତ୍ରାଳୟ…