Daily Archives

February 26, 2022

ଭୋଟ୍ ଗଣତିର ପ୍ରଥମ ଦିନ: ୨୦୧୭ ତୁଳନାରେ ପଛରେ ପଡ଼ିଲେ ବିରୋଧୀ । ବିଜେପି ଗଡ଼ରେ ପଶିଲା ଶାସକ ଦଳ

କନକ ବ୍ୟୁରୋ: ୨୦୧୭ରେ ବେଶ ଭଲ ପ୍ରଦର୍ଶନ କରି ଓଡିଶା ରାଜନୀତିରେ ବଡ ଭୂମିକା ନେବା ପାଇଁ ପଥ ପରିଷ୍କାର କରିଥିବା ବିଜେପି ଏଥର କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପ୍ରଥମ ଦିନ ଗଣତିରେ ପଶ୍ଚିମ ଓଡିଶା ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା…

ଗାଁରୁ ଆସିଲା ଜନମତ । ଗଣତିର ପ୍ରଥମ ଦିନରେ ବିଜେଡି ସପକ୍ଷରେ ଗଲା ପଞ୍ଚାୟତ ଭୋଟ୍

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ । ପ୍ରଥମ ଦିନର ୩୧୫ଟି ଜୋନରେ ଗଣତି ହୋଇଛି । ଶେଷ ଖବର ଯାଏ, ବିଜେଡି ୨୭୭ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ…

ଯୁଦ୍ଧ ଭିତରେ ମୋଦୀଙ୍କ ସହ କଥା ହେଲେ ୟୁକ୍ରେନ୍ ରାଷ୍ଟ୍ରପତି । ଭାରତର ସହଯୋଗ ଲୋଡିଲେ ଜେଲେନସ୍କି ।

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ନାଟୋ ସମୂହ ଦେଶ ଋଷ ଉପରେ ବିଭିନ୍ନ କଟକଣା ଲଗାଇବା ଆରମ୍ଭ କରିଛନ୍ତି । ଆଉ ଅନ୍ୟପଟେ ୟୁକ୍ରେନ୍ ରାଜଧାନୀ ଠାରୁ ଅଳ୍ପ ଦୂରରେ ରହିଛି ଋଷ ସେନା । ଏଭଳି ସ୍ଥିତିରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ…

ପଞ୍ଚାୟତ ଫଇସଲା: ଅନୁଗୁଳର ୮ଟି ଜୋନରେ ଆଗୁଆ ବିଜେଡି ପ୍ରାର୍ଥୀ । କୌଣସି ବି ଜୋନରେ ଆଗୁଆ ନାହାଁନ୍ତି ବିଜେପି,…

କନକ ବ୍ୟୁରୋ: ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି । ଆଉ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଥିବା ଟ୍ରେଣ୍ଡ ଅନୁସାରେ ଅନୁଗୁଳ ଜିଲ୍ଲାର ୮ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ଚାଲୁଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ ୮ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ଚାଲୁଥିବାବେଳେ,…

ପଞ୍ଚାୟତ ଫଇସଲା: ସନ୍ଧ୍ୟା ୬ଟା ୧୫ ମିନିଟ୍ ଟ୍ରେଣ୍ଡ୍ ସୁଦ୍ଧା ୨୭୭ ଆସନରେ ବିଜେଡି ଆଗୁଆ । ପଛରେ ପଡିଲେ ବିଜେପି,…

କନକ ବ୍ୟୁରୋ: ଚାଲିଛି ପଞ୍ଚାୟତ ନିର୍ବାଚନ୍ ଭୋଟ୍ ଗଣତି । ସନ୍ଧ୍ୟା ୬ଟା ୧୫ ସୁଦ୍ଧା ଶାସକ ଦଳ ବିଜେଡି ୨୭୭ଟି ଆସନରେ ଆଗୁଆ ଥିବା ଟ୍ରେଣ୍ଡ୍ କହୁଛି । ସେହିପରି ବିରୋଧୀ ବିଜେପି ଶାସକ ଦଳଠାରୁ ବହୁ ପଛରେ ଥିବାବେଳେ ଏବେ ସୁଦ୍ଧା କେବଳ ୧୯ଟି ଜିଲ୍ଲା ପରିଷଦ ଆସନରେ ଆଗରେ ଅଛି । ସେହିପରି…

ପଞ୍ଚାୟତ ଫଇସଲା ପଛରେ ବିରୋଧୀ ! ସନ୍ଧ୍ୟା ୬ଟା ସୁଦ୍ଧା କିଏ ଆଗରେ କିଏ ପଛରେ ? ପଢ଼ନ୍ତୁ… 

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ସନ୍ଧ୍ୟା ୬ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ବିଜେଡି ୨୭୩ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୨୨ ଏବଂ କଂଗ୍ରେସ…