Daily Archives

February 7, 2022

ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା । ପଢନ୍ତୁ, ଲିଷ୍ଟରେ ସାମିଲ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ । ପ୍ରାର୍ଥୀମାନେ ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ, ହେଭିୱେଟ୍ ନେତା ମଧ୍ୟ ନିଜ ଗଡ ବଞ୍ଚାଇ ରଖିବାକୁ ରୀତିମତ ଚେଷ୍ଟା ଜାରି ରଖିଛନ୍ତି । ଆଉ ଏହାରି ଭିତରେ ଜିଲ୍ଲା ପରିଷଦ ପ୍ରଚାର ପାଇଁ ପ୍ରଦେଶ…

ରାଷ୍ଟ୍ରପତିଙ୍କ ଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ । ଗୃହରେ ବିବୃତି ରଖି କଂଗ୍ରେସକୁ ଟାର୍ଗେଟ୍ କଲେ…

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଜଣାଇବା ଅବସରରେ ଆଜି ଲୋକସଭାରେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ପଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ଉଦାହରଣ ଦେଇ କହିଛନ୍ତି, ୧୯୯୫ ପରେ ଓଡିଶାରେ କଂଗ୍ରେସ ଆଉ କ୍ଷମତାକୁ ଫେରିନି । ସେହିପରି ନାଗାଲାଣ୍ଡ ଓ…

ନିର୍ବାଚନ ଜିତିବାକୁ ପ୍ରାର୍ଥୀଙ୍କ ଅଭିନବ ପ୍ରଚାର । ଗରିବ ଲୋକଙ୍କୁ ବାଣ୍ଟୁଛନ୍ତି ଶାଢୀ ।

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣକୁ ହାତ ଗଣତି ଦିନ ରହିଯାଇଛି । ତେଣୁ ଭୋଟରଙ୍କ ମନ ଜିଣିବାକୁ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ପୁରୀ ସଦରରେ ନିର୍ବାଚନ ବୈତରଣୀ ପାରି ହେବାକୁ ପ୍ରାର୍ଥୀ ଗରିବ ଲୋକଙ୍କୁ ଶାଢି ବାଣ୍ଟୁଥିବା ଦେଖିବାକୁ ମିଳିଛି । ସେପଟେ…

ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି । ପିଲାମାନଙ୍କୁ ସ୍କୁଲ ଛାଡିବାକୁ ପିତାମାତାଙ୍କୁ ଅନୁରୋଧ କଲେ…

କନକ ବ୍ୟୁରୋ: ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି…

ପ୍ରୀତିରଞ୍ଜନଙ୍କ ପାଇଁ ପଞ୍ଚାୟତ ମଇଦାନରେ ପ୍ରଫୁଲ୍ଲ । ବାଣ୍ଟିଲେ ନବୀନ ଓ ବିଜେଡିର ବିଚାରଧାରା

କନକ ବ୍ୟୁରୋ: ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଳାଇଛନ୍ତି ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । ଯାଜପୁରର ସୁକିନ୍ଦା ଅଞ୍ଚଳରେ ପ୍ରାର୍ଥୀ ଓ ଗାଁ ମୁଖିଆଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ତେବେ ରାଜନୀତିର ମୂଖ୍ୟ ସ୍ରୋତରୁ ବେଶ କିଛି…

କୋହଳ ହେଲା କଟକଣା : ପ୍ରାର୍ଥୀଙ୍କ ସହ ୨୦ ଜଣ ଘରକୁ ଘର ବୁଲି କରିପାରିବେ ପ୍ରଚାର । ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା

କନକ ବ୍ୟୁରୋ: କୋହଳ ହେଲା ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା । ଏଣିକି ୨୦ଜଣ ଘରକୁ ଘର ବୁଲି କରିପାରିବେ ନିର୍ବାଚନୀ ପ୍ରଚାର । ପୂର୍ବରୁ ୫ ଜଣଙ୍କ ପାଇଁ ଅନୁମତି ଥିବା ବେଳେ ଏବେ ୨୦ ଜଣଙ୍କ ପାଇଁ ଅନୁମତି ମିଳିଛି । ଏହାସହ ରାଜନୈତିକ ସଭା ପାଇଁ ଅନୁମତି ଦେଇଛନ୍ତି ନିର୍ବାଚନ କମିଶନ । ୩ଶହ…