Daily Archives

February 7, 2022

ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ଆନ୍ଧ୍ରର ଷଡ଼ଯନ୍ତ୍ର! କୋଟିଆରେ ପୁଣି ସକ୍ରିୟ ହେଲେ ଆନ୍ଧ୍ର ଏଜେଣ୍ଟ

କନକ ବ୍ୟୁରୋ: କୋଟିଆରେ ଓଡ଼ିଶା ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଥିବା ବେଳେ ଚିହିଁକି ଉଠିଛି ପଡୋଶୀ ଆନ୍ଦ୍ର । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ନୂଆ ଷଡଯନ୍ତ୍ର କରୁଛି । କୋଟିଆରେ ସକ୍ରିୟ ହୋଇ ଉଠିଛନ୍ତି ଆନ୍ଧ୍ର ଏଜେଣ୍ଟ । ସୀମାନ୍ତରେ ଥିବା ଫାଟୁସିନେରୀ, ଫଗୁଣସିନେରୀ, ଧୂଳିପଦର,…

ସନ୍ଧ୍ୟା ସାଢେ ୭ଟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ସନ୍ଧ୍ୟାରେ ସମ୍ବୋଧନ ରଖିବେ ମୁଖ୍ୟମନ୍ତ୍ରୀ । ସୋମବାର ସନ୍ଧ୍ୟା ସାଢେ ୭ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ । କରୋନା କାଳରେ ଆଜିଠୁ ରାଜ୍ୟରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ କିଛି…

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଜାଣନ୍ତୁ କିଏ ଦେଇଛି ଏଭଳି ହତ୍ୟା ଧମକ?

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଉତ୍ତରପ୍ରଦେଶରେ ଭୋଟ ପଡିବା ପୂର୍ବରୁ ଏଭଳି ଏକ ହତ୍ୟା ଧମକ ଏବେ ଉତ୍ତରପ୍ରଦେଶ ରାଜନୀତିକୁ ସରଗରମ କରିଛି । ଟ୍ୱିଟରରେ LadyDone3 ନାମକ ଏକ ପ୍ରୋଫାଇଲରୁ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ…

ଆଇପିଏଲ୍: ନୂଆ ନାଁ ଘୋଷଣା କଲା ଅହମ୍ମଦାବାଦ ଟିମ୍ । ଜାଣନ୍ତୁ, କଣ ରହିଲା ଦଳର ନାଁ?

କନକ ବ୍ୟୁରୋ: ଆଇପିଏଲ ନୂଆ ଦଳ ଅହମ୍ମଦାବାଦ ଏବେ ନିଜର ନୂଆ ନାମ ଘୋଷଣା କରିଛି । ଆଇପିଏଲ୍ ୨୦୨୨ରେ ସାମିଲ ହେବାକୁ ଥିବା ଏହି ଫ୍ରାଞ୍ଚାଇଜ୍ ନିଜର ନାମ ରଖିଛି ଅହମ୍ମଦାବାଦ୍ ଟାଇଟନ୍ସ । ତେବେ ସୋମବାର ଦଳ ସୋସିଆଲ୍ ମିଡିଆ ଜରିଆରେ ନିଜର ନାମ ଘୋଷଣା କରିଛି । ତେବେ ଚଳିତ ଥର ଆଇପିଏଲରେ ଆଉ…

ଉତ୍ତରପ୍ରଦେଶ ଲଢେଇ: ଆଉ ୨୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସମାଜବାଦୀ ପାର୍ଟି । ଯୋଗୀଙ୍କ ବିରୋଧରେ ଲଢିବେ ସଭାବତୀ…

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଏବେ ବିଧାନସଭା ନିର୍ବାଚନକୁ ନେଇ ଲଢେଇ ଜୋରଦାର । ଏହାରି ଭିତରେ ସୋମବାର ସମାଜବାଦୀ ପାର୍ଟି ନିଜର ଆଉ ୨୪ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ତେବେ ଏହି ଲିଷ୍ଟରେ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସଭାବତୀ ଶୁକ୍ଲାଙ୍କୁ ପ୍ରାର୍ଥୀ…

ପଞ୍ଚାୟତ ନିର୍ବାଚନ ପାଇଁ କଟକଣା ଆଣିଲା ଅବକାରୀ ବିଭାଗ । ମତଦାନ ଦିନ ବନ୍ଦ ରହିବ ମଦ ବିକ୍ରି । 

କନକ ବ୍ୟୁରୋ: ରାଜ୍ୟରେ ଏବେ ଚାଲିଛି ପଞ୍ଚାୟତ ନିର୍ବାଚନ ଋତୁ । ପ୍ରାର୍ଥୀମାନେ ଏବେ ଜୋରସୋରରେ ନିଜ ପାଇଁ ପ୍ରଚାର ଅଭିଯାନ ଚଳାଇଛନ୍ତି । ଆସନ୍ତା ୧୬ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡିବାକୁ ଥିବାବେଳେ ଏହାପରେ ୧୮ ତାରିଖ, ୨୦ ତାରିଖ, ୨୨ ତାରିଖ ଓ ୨୪…