Daily Archives

February 6, 2022

ଝାଳ ବୁହାଇ ଅଦା ଅମଳ କରିଥିଲେ ଚାଷୀ । ହେଲେ ମିଳୁନି ଦାମ, କିଲୋ ୫ ଟଙ୍କାରେ ହେଉଛି ବିକ୍ରି ।

କନକ ବ୍ୟୁରୋ : ଅଦା କିଲୋ ୫ ଟଙ୍କା । ଶୁଣିଲେ ଆର୍ଶ୍ଚଯ୍ୟ ଲଗୁଥିଲେ ବି କଥା ଟି ସତ । ଚିନ୍ତାରେ ଅଦା ଚାଷୀ । କେଉଁଠି ଜମିରୁ ବାହାରି ପାରୁନି ଅଦା । ତ କେଉଁଠି ଗୋଦାମ ଘରେ ଜମା ହୋଇ ପଡ଼ିରହିଛି ଶହ ଶହ କି୍ୱଂଟାଲ ଅଦା । ରାଜ୍ୟ ତଥା ରାଜ୍ୟ ବାହାରକୁ ଅଦା ଯୋଗାଉଥିବା ଚାଷୀ ଏବେ ନିଜ ପେଟ…

ପ୍ରଚାରକୁ ଓହ୍ଳାଇଲେ ବିବାଦରେ ଫସିଥିବା ମନ୍ତ୍ରୀ । ଜୁନାଗଡ ନିର୍ବାଚନ ମଣ୍ଡଳୀରେ ପ୍ରଚାରର ମଙ୍ଗ ଧରିଲେ ଦିବ୍ୟଶଙ୍କର…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ଗାଁ ରାଜନୀତି । ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିବାଦରେ ଫସିଥିବା ଦୁଇ ଜଣ ମନ୍ତ୍ରୀ । ଜଣେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ଅନ୍ୟ ଜଣକ ହେଉଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର…

ମୋଦୀ ଓ ନବୀନଙ୍କ ବ୍ୟକ୍ତିତ୍ୱ ଅଲଗା ଓ କାର୍ଯ୍ୟ କରିବା ପଦ୍ଧତି ଭିନ୍ନ । ଆଗକୁ ଓଡ଼ିଶାରେ ହେବ ଡବଲ୍ ଇଞ୍ଜିନ୍ ସରକାର ।…

କନକ ବ୍ୟୁରୋ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀ ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଉପରେ ଟିପ୍ପଣୀ କରି କହିଛନ୍ତି, ଉଭୟଙ୍କର ବ୍ୟକ୍ତିତ୍ୱ ଅଲଗା ଏବଂ କାର୍ଯ୍ୟ କରିବାର ଶୈଳୀ ବି ଅଲଗା । କନକ ନ୍ୟୁଜକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଆମର…

୬ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଲା ଭାରତ, ୧-୦ରେ ସିରିଜ ଆଗୁଆ

କନକ ବ୍ୟୁରୋ : ଭାରତ ତାର ଆଜି ୧ ହଜାର ତମ ଏକ ଦିବସୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇ ୧-୦ ରେ ସିରିଜ ଆଗୁଆ ରହିଛି । ଭାରତ ପ୍ରଥମେ ଟଚ୍ ଜିତି ଫିଲ୍ଡିଂ କରିବାକୁ…