Daily Archives

January 29, 2022

ଭାରତ କିଣିଥିଲା କି ପେଗାସସ୍ – ସ୍ପାଏୱେଆର? ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ବଡ଼ ଖୁଲାସା

କନକ ବ୍ୟୁରୋ: ୨୦୧୭ରେ ଇଜ୍ରାଏଲ ଠାରୁ ପେଗାସସ୍ – ସ୍ପାଏୱେଆର କିଣିଥିଲା ଭାରତ । ୨ ବିଲିଅନ୍ ଡଲାରର ଡିଫେନ୍ସ ଡିଲର ହିସ୍ସା ଥିଲା ପେଗାସସ୍ - ସ୍ପାଏୱେଆର । ଏଭଳି ଏକ ରିପୋର୍ଟ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଛି । ଆଉ ଯାହାକୁ ନେଇ ଦେଶରେ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ…

ବିଛଣାରୁ ଉଠୁନି କୁନିଝିଅ । ଆଖି ଖୋଲୁଛି, କଥା କହୁନି । ଗେହ୍ଲା ଝିଅ ପାଇଁ ବାପାମା’ଙ୍କ ଆଖିରୁ ଲୁହ…

କନକ ବ୍ୟୁରୋ: ଡାକୁଛି ମାଆ, ଉଠୁନି ଛୁଆ । ଡାକୁଛନ୍ତି ବାପା ହେଲେ ଶୁଣୁ ନାହିଁ ତାଙ୍କ ସୁନାଧନ । ଝିଅ ଆଉ ଆଗ ପରି ବାପା ପାଖେ ଅଳି କରୁନି କି ମାଆକୁ ଆଉ ହଇରାଣ କରୁନି । କୁନି ଝିଅ ସେମିତି ଖଟ ଉପରେ ଶୋଇ ରହୁଛି । ଆଖି ମିଟିମିଟି କରି ଚାହୁଁଛି ହେଲେ ପାଟି ଖୋଲୁନି । ଦେହରେ ଜୀବନ ଅଛି ସତ…

ଖୋଲୁଛି କନିକା ରାଜପରିବାର ହତ୍ୟାକାଣ୍ଡର ଗୁମର । ୪ କୋଟିର ସମ୍ପତି ବିକ୍ରିକୁ ନେଇ ମାଆ-ପୁଅ ମଧ୍ୟରେ ହୋଇଥିଲା ବିବାଦ ।

କନକ ବ୍ୟୁରୋ : କନିକା ରାଜପରିବାରରେ ରକ୍ତପାତର ଗୁମର ଖୋଲିବାରେ ଲାଗିଛି । ୪କୋଟିର ସମ୍ପତି ବିକ୍ରିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ରାଜା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ରାଜକନିକାରେ ଥିବା ସମ୍ପତିରୁ ମିଳିଥିବା ୪ କୋଟିର ସମ୍ପତିକୁ ନାତୁଣୀ ବୋହୁ ପରେଶକୁମାରୀ…

ପଞ୍ଜାବ ନିର୍ବାଚନ ପୂର୍ବରୁ ଜାରି ରହିଛି ଶକ୍ତିପ୍ରଦର୍ଶନ: ପୂର୍ବ ଅମ୍ରିତସରରୁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ…

କନକ ବ୍ୟୁରୋ: ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଜୋର ସୋର ପ୍ରସ୍ତୁତି ଚଳାଇଛନ୍ତି । ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ଭଗୱନ୍ତ ମାନ ଧୁରି ବିଧାନସଭା ଆସନରୁ ନମିନେସନ ଭରିଛନ୍ତି । ସେହିପରି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ…

ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି, ଏକଜିଟ୍ ପୋଲ ଉପରେ ଲଗାଇଲେ ରୋକ

କନକ ବ୍ୟୁରୋ : ଦେଶରେ ଫେବୃଆରୀ ମାସରେ ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଏକଜିଟପୋଲ ଉପରେ ବ୍ୟାନ ଘୋଷଣା କରିଛନ୍ତି । ଅର୍ଥାତ ଫେବୃଆରୀ ୧୦ ତାରିଖରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ କୌଣସି ସର୍ଭେ…