Daily Archives

January 25, 2022

ବୀର ପୁଅଙ୍କୁ ବଡ ସମ୍ମାନ: ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମବିଭୂଷଣ

କନକ ବ୍ୟୁରୋ: ୨୦୨୨ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର । ମୋଟ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ତେବେ ଏହି ଲିଷ୍ଟରେ ସହିଦ ବିପିନ ରାୱତଙ୍କ ନାଁ ମଧ୍ୟ ରହିଛି । ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ପଦ୍ମ…

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର । ଓଡ଼ିଶାରୁ ୭ଜଣ ହେବେ ସମ୍ମାନିତ ।

କନକ ବ୍ୟୁରୋ : ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ୭ଜଣ ଓଡ଼ିଆଙ୍କୁ ମିଳିବ ପଦ୍ମ ପୁରସ୍କାର । ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ପାରା ଆଥଲେଟ୍ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର । ସେହିପରି ବିଜ୍ଞାନ ଏବଂ ଇଞ୍ଜିନିୟରିଂ ପାଇଁ…

ସୁନା ପୁଅଙ୍କୁ ବଡ଼ ସମ୍ମାନ । ପ୍ରମୋଦ ଭଗତ ପାଇବେ ‘ପଦ୍ମଶ୍ରୀ’ ପୁରସ୍କାର ।

କନକ ବ୍ୟୁରୋ : ସୁନା ପୁଅଙ୍କୁ ବଡ଼ ସମ୍ମାନ । ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ସୁନା ପୁଅ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର । ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଏହି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଗତ ପାରା ଅଲମ୍ପିକ୍ସରେ…

ସାହିତ୍ୟରୁ ସଂଗଠନ ପରେ ରାଜନୀତିରେ ପରିବାର! ନିର୍ବାଚନ ମୈଦାନରେ ଗୋଟିଏ ପରିବାରର ୩ ଜଣ

କନକ ବ୍ୟୁରୋ: କୁଜଙ୍ଗ ବ୍ଲକ ପଣ୍ଡୁଆ ପଂଚାୟତର ଗୋଟିଏ ପରିବାରର ବାପା, ବୋହୂ ଓ ଝିଅ । ନିର୍ବାଚନ ମୈଦାନରେ ଏମାନେ କରୁଛନ୍ତି ଭାଗ୍ୟ ପରୀକ୍ଷା । ସରପଂଚ, ଜିଲ୍ଲା ପରିଷଦ ଆଉ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଭୋଟ୍ ରାଜନୀତିକୁ ଓହ୍ଲାଇଛନ୍ତି । ୩୨ ବର୍ଷ ତଳେ କୌଳାସ ସ୍ୱାଇଁ ପ୍ରତିଷ୍ଠା କରିଥିଲେ…

ବଦଳିଛି ବ୍ରାଉନସୁଗାର ବେପାରୀଙ୍କ ଠିକଣା: ବାଲେଶ୍ୱର, ଜଳେଶ୍ୱର ପରେ ନୟାଗଡ ଲିଙ୍କ୍

କନକ ବ୍ୟୁରୋ: ପୁଳା ପୁଳା ଟଙ୍କା, ବନ୍ଧୁକ, ଅଫୁଟା ଗୁଳି ଓ କୋଟି କୋଟି ଟଙ୍କା ବ୍ରାଉନସୁଗାର ଥୁଆ ହୋଇଛି ଏସଟିଏଫ ଅଫିସରେ । ସୋମବାର ରାତିରେ ଏସଟିଏଫର ସ୍ୱତନ୍ତ୍ର ଟିମ ନୟାଗଡରେ ଶିବ ପ୍ରସାଦ ଦାସଙ୍କ ଘରେ ରେଡ କରିବା ପରେ ଯାହା ମିଳିଥିଲା ତାକୁ ଦେଖି ଅଧିକାରୀମାନେ ତାଜୁବ ହୋଇଯାଇଥିଲେ ।…

ମଣିଷ ସ୍ନେହରେ ସିଂହ ଶାବକ । ଡାକିଦେଲେ ପାଖକୁ ଆସୁଛି, କୋଳରେ ବସି ଗେହ୍ନ ବି ହେଉଛି ।

କନକ ବ୍ୟୁରୋ : ଜନ୍ମ ଦେଲା ପରେ ଦୂରେଇ ଦେଲା ମା’ କିନ୍ତୁ ସିଂହ ଛୁଆକୁ ଆପଣାଇ ନେଲେ ପ୍ରଶାନ୍ତ । ନନ୍ଦନକାନନରେ ୬ ମାସ ତଳେ ସମ୍ରାଟ ଓ ବିଜଲି ଔରସରୁ ଜନ୍ମ ନେଇଥିଲା ବର୍ଷା । କିନ୍ତୁ ଜନ୍ମ ପରଠାରୁ ବର୍ଷାକୁ କ୍ଷୀର ଖୁଆଇ ନାହିଁ ମା ବିଜଲି । ମାଆ ଦୂରେଇଦେବା ପରେ ବର୍ଷାର ଲାଳନପାଳନ…