Daily Archives

January 24, 2022

ଫିଲ୍ମ ପୁଷ୍ପା ବଢାଇଲା ଅଲ୍ଲୁ ଅର୍ଜୁନଙ୍କ ଡିମାଣ୍ଡ । ନୂଆ ଫିଲ୍ମ ପାଇଁ ୧୦୦ କୋଟିର  ଅଫର ମିଳିଥିବା ସୂଚନା !

କନକ ବ୍ୟୁରୋ : ଫିଲ୍ମ ପୁଷ୍ପା ସୁପରହିଟ୍ ହେବା ପରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ରେଜ ଏବେ ଆକାଶଛୁଆଁ । ଅଲ୍ଲୁ ଅର୍ଜୁନଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ ବଜେଟର ଫିଲ୍ମ ରହିଛି । ଆଉ ଏହିସବୁ ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ପାରିଶ୍ରମିକ ବାବଦକୁ ମଧ୍ୟ କୋଟି କୋଟି ଟଙ୍କାର ଅଫର ମିଳୁଛି…

ଚିନ୍ତା ବଢାଉଛି ଓମିକ୍ରନର ଉପପ୍ରଜାତି ବିଏ-ଟୁ: ଆରଟିପିସିଆର ରିପୋର୍ଟକୁ ବି ଦେଇପାରେ ଚକମା, ବିଶେଷଜ୍ଞ କହିଲେ ଏମିତି…

କନକ ବ୍ୟୁରୋ: ସାରା ବିଶ୍ୱରେ କରୋନାର କହର ଜାରି ରହିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ୟୁରୋପ । ଅଧିକାଂଶ ୟୁରୋପୀୟ ଦେଶଗୁଡିକରେ କରୋନାର ନୂଆ ଭାରିଆଂଟ ଓମିକ୍ରନର ତାଣ୍ଡବ ଦେଖିବାକୁ ମିଳିଛି । ତେବେ ଏହା ଭିତରେ ଆସିଛି ଆଶ୍ୱସ୍ତିକର ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ୟୁରୋପରେ…

ଦରିଦ୍ର ହେଉଛି ପାକିସ୍ତାନ, ଦରଦାମ ଆକାଶଛୁଆଁ: ହଜିଲା ଇମ୍ରାନ ଖାନଙ୍କ ନିଦ । ଲାଇଭ ଶୋରେ କହିଲେ ମନର କଥା

କନକ ବ୍ୟୁରୋ: ପାକିସ୍ତାନ ଉପରେ ମହଙ୍ଗାମାଡ । ଶେଷରେ ଏହି କଥାକୁ ସ୍ୱିକାର କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ନିଜର ଦେଶବାସୀଙ୍କ ସହ ଲାଇଭକଲ ସମୟରେ ଗୋଟେ ପ୍ରଶ୍ନର ଉତର ଦେଇ ଇମ୍ରାନ କହିଛନ୍ତି କି ପାକିସ୍ତାନ ପାଇଁ ବର୍ତମାନ ସବୁଠୁ ବଡ ଚ୍ୟାଲେଂଜ ପାଲଟିଛି ମୁଦ୍ରାସ୍ପିତି ଓ…

ଚାରି ଦିନ ହେଲା ରାଜ୍ୟରେ କମୁଛି କରୋନା ସଂଖ୍ୟା, ଏପଟେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି ଓଡ଼ିଶା

କନକ ବ୍ୟୁରୋ: ରାଜ୍ୟରେ ଲଗାତାର ଭାବେ କମି ଚାଲିଛି ଦୈନିକ ସଂକ୍ରମଣ ସଂଖ୍ୟା । ଟେଷ୍ଟ ପଜିଟିଭିଟି ହାର ବି ତଳମୁହାଁ । ହେଲେ, ସଂକ୍ରମଣର ଗତି କେଉଁ ଆଡକୁ ଯାଉଛି, ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏବଂ ଓଡିଶାରେ ଗୋଷ୍ଠୀ ସଂକ୍ରମଣ…

ସରଗରମ ହେଉଛି ପଞ୍ଚାୟତ ମଇଦାନ । ହେଲେ, ଦେଖାନାହାଁନ୍ତି ତିନି କେନ୍ଦ୍ର ମନ୍ତ୍ରୀ, କାହାକୁ ନେଇ ଲଢ଼ିବେ ବିଜେପି…

କନକ ବ୍ୟୁରୋ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ବିଜେପିର ପ୍ରମୁଖ ଚେହରା ପ୍ରଚାର ମଇଦାନକୁ ଆସିବେ କି ନାହିଁ ତାକୁ ନେଇ କର୍ମୀ ମହଲରେ ସନ୍ଦେହ ସୃଷ୍ଟି ହୋଇଛି । ୩ କେନ୍ଦ୍ରମନ୍ତ୍ରୀଙ୍କ ଭିତରୁ ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ ନିର୍ବାଚନ ଦାୟିତ୍ୱରେ ଥିବା…

ପଞ୍ଚାୟତ ରାଜନୀତି ତାତି: ବିଧାୟକଙ୍କୁ ଗ୍ରାମବାସୀଙ୍କ ପ୍ରଶ୍ନ, ଅଢ଼େଇ ବର୍ଷରେ କେତେ ଥର ଆସିଛ? 

କନକ ବ୍ୟୁରୋ: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଶୋଭାଯାତ୍ରା, ସମାବୋ ଉପରେ କଟକଣା ଲାଗିଥିବାରୁ ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ନେତା । ହେଲେ, ଦୀର୍ଘ ଦିନ ହେବ ଗାଁକୁ ଆସୁନଥିବାରୁ ଓ…