Daily Archives

January 22, 2022

ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ । ଗାଁକୁ ନେଟୱର୍କ ଦାବିରେ ଭୋଟ୍ ବର୍ଜନ କଲେ ୫ଟି ପଞ୍ଚାୟତ

କନକ ବ୍ୟୁରୋ: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ । ଗାଁକୁ ମୋବାଇଲ ନେଟୱର୍କ ଦାବିରେ ଭୋଟ ବର୍ଜନ କରିଛନ୍ତି ଦେଇଜ୍ଞଙ୍ଗ ଜିଲ୍ଲା ତିଲେଇବଣି ବ୍ଲକର ୫ଟି ପଞ୍ଚାୟତ । ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି ଏବଂ ଝାରମୁଣ୍ଡା ଗାଁ ଲୋକ ଏଥର ପଞ୍ଚାୟତ ନିର୍ବାଚନରେ ଭୋଟେ ଦେବେନାହିଁ…

ଉତ୍ତରାଖଣ୍ଡରେ କଂଗ୍ରେସରୁ ପ୍ରାର୍ଥୀ ହେବେ ମିସ ଇଣ୍ଡିଆ ଅନୁକ୍ରିତି, ଜାଣନ୍ତୁ କଣ ରହିଛି ଅନୁକ୍ରିତିଙ୍କ ପଛରେ…

କନକ ବ୍ୟୁରୋ : ଫେବୃଆରୀ ମାସରୁ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ସବୁ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି । ଏହି କ୍ରମରେ ଉତ୍ତରଖଣ୍ଡରେ ବି କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ହେଲେ…

ଆଇପିଏଲ୍ ନିଲାମ ପାଇଁ ଶେଷ ହେଲା ଖେଳାଳି ରେଜିଷ୍ଟ୍ରେସନ୍ । ଦେଖନ୍ତୁ, ଦୁଇ କୋଟି ବେସ୍ ପ୍ରାଇସ୍ ରଖିଲେ କେଉଁ କେଉଁ…

କନକ ବ୍ୟୁରୋ: ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟା ପାଇଁ ଯେତେ ଯେତେ ସମୟ ପାଖୋଉଛି, ସେତେ ସେତେ ଏହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଏହାରି ଭିତରେ ଅନେକ ଖେଳାଳି ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ନିଜର ନାଁ ମଧ୍ୟ ରେଜିଷ୍ଟର କରିସାରିଛନ୍ତି । ତେବେ ତାଜା ସୂଚନା ମୁତାବକ ଏଥର…

ବାଲେଶ୍ୱର : ପଞ୍ଚାୟତ ଫଳାଫଳ କହିବ ପ୍ରତାପଙ୍କ ପତିଆରା କେତେ? ପୁଣିଥରେ ଦେଖିବାକୁ ମିଳିବ କି ରବିଙ୍କ ତେଜ, କଡା ଟକ୍କର…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହେବା ପରେ ଏବେ ରୋଚକ ହୋଇଛି ବାଲେଶ୍ୱର ରାଜନୀତି । କେବଳ ପଞ୍ଚାୟତସ୍ତରରେ ନୁହେଁ ବରଂ ଏଥର ଜିଲ୍ଲା ପରିଷଦ ଜୋନ ଉପରେ ପ୍ରତି ଦଳର ଫୋକସ ରହିଛି । ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଜୋନର ଫଳାଫଳ ରାଜନୈତିକ ଦଳର…

କରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ପ୍ରିକସନ୍ ଡ଼ୋଜ । ଏବେ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କରୋନା…

କନକ ବ୍ୟୁରୋ : କରୋନାରୁ ସୁସ୍ଥ ହେବାର ତିନି ମାସ ପରେ ନେଇପାରିବେ ପ୍ରିକସନ୍ ଡୋଜ୍ । କରୋନା ଟିକା ସହ ପ୍ରିକସନ୍ ଡୋଜ୍ ନେଇପାରିବେ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି ଏନଏଚଏମ୍ ବା ଜାତୀୟ ସ୍ୱାସ୍ଥ୍ୟ ମିଶନ । ଜାନୁଆରୀ ୩ ତାରିଖରୁ ଦେଶରେ ପ୍ରିକସନ୍ ଡୋଜ୍ ଦେବା…

କଲ୍ୟାଣସିଂହପୁରରେ ଲାଲ ବାହିନୀର ତାଣ୍ଡବ । ନିର୍ବାଚନରେ ହେଉଥିବା ଦୁର୍ନିତୀକୁ ବିରୋଧ କରି ପୋଷ୍ଟରରେ ଦେଲ ହତ୍ୟା ଧମକ

କନକ ବ୍ୟୁରୋ : କଲ୍ୟାଣସିଂହପୁରରେ ମାଓବାଦୀଙ୍କ ଉପଦ୍ରବ । ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ମାରିବା ସହ ଠିକା ସଂସ୍ଥାର ଗାଡ଼ି ପୋଡ଼ିଛନ୍ତି ମାଓବାଦୀ । କଲ୍ୟାଣସିଂପୁର ବ୍ଲକର ସଦର ତହସିଲ ଅଫିସ ବୁଡ଼ାଗୁଡ଼ା ଠାରେ ରାସ୍ତା ନିର୍ମାଣ କରିଥିବା ସଂସ୍ଥାର ମୁଖ୍ୟ ଗେଟରେ ମାଓ ବ୍ୟାନର ମାରିବା ସହ ଏକ…