Daily Archives

January 20, 2022

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି : ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ସଂକ୍ରମଣର ଚାପ ପଡ଼ିନି କହିଲେ…

କନକ ବ୍ୟୁରୋ : ସଂକ୍ରମଣ ଅପାତତଃ ଭାବେ ସ୍ଥିର ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ ଆସିଛି, କେସ ଡବଲିଙ୍ଗ କମିଛି। ଏବେ ରାଜ୍ୟରେ ୮୮ ହଜାର ଆକ୍ଟିଭ କେସ ରହିଛି କିନ୍ତୁ ମାତ୍ର ୧୨୩୦…

ସମିତି ସଭ୍ୟ ପଦ ପାଇଁ ସ୍ୱାମୀ – ସ୍ତ୍ରୀ ପ୍ରାର୍ଥୀ  । ଦୁହିଁଙ୍କ ଭିତରୁ ଯିଏ ଜିତିଲେ ବି ଲାଭ ହାରିଲେ ବି ଲାଭ…

କନକ ବ୍ୟୁରୋ: ଗୋଟିଏ ପଦ ପାଇଁ ଆମନା ସାମନା ହେବେ ସ୍ୱାମୀ ସ୍ତ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ମେହେନ୍ଦିନଗର ପଞ୍ଚାୟତରେ । ଏଠି ପଞ୍ଚାୟତ ସମିତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଉଭୟ ସ୍ୱାମୀ ରବୀନ୍ଦ୍ର ପଣ୍ଡା ଓ ତାଙ୍କ ସ୍ତ୍ରୀ ରେଣୁପ୍ରଭା ପଣ୍ଡା…

ଭାରତର ଭାବମୂର୍ତ୍ତି ନଷ୍ଟ କରିବାକୁ ପ୍ରୟାସ ଚାଲିଛି : ଏକ କାର୍ଯ୍ୟକ୍ରମରେ କିଛି ଏପରି କହିଲେ ପ୍ରଧାନମନ୍ତ୍ରୀ

ଭାରତର ବୈଶ୍ବିକ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ପ୍ରୟାସ ଚାଲିଛି ବୋଲି ଆଜି ଭର୍ଚ୍ୟୁଆଲ୍‌ ଭାବେ ‘ଆଜାଦି କା ଅମ୍ରିତ୍‌ ମହୋତ୍ସବ’ ପ୍ରତି ନିବେଦିତ ‘ବ୍ରହ୍ମାକୁମାରୀ’ମାନେ ଆୟୋଜନ କରିଥିବା କାର୍ଯ୍ୟକ୍ରମ ‘ଆଜାଦି କେ ଅମ୍ରିତ୍‌ ମହୋତ୍ସବ୍‌ ସେ ସ୍ବର୍ଣ୍ଣିମ୍‌ ଭାରତ୍‌ କେ ଔର୍‌’…

‘ଫୋର୍ବସ୍‌ ଇଣ୍ଡିଆ’ ପ୍ରକାଶିତ ଭାରତର ୧୦୦ ‘ଗ୍ରେଟ୍‌ ପିପୁଲ୍‌ ମ୍ୟାନେଜର୍ସ’ ତାଲିକା, ସ୍ଥାନ ପାଇଲେ ଦୁଇ ଓଡିଆ

କନକ ବ୍ୟୁରୋ : ଫୋର୍ବସ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ । ଶହେ ଶ୍ରେଷ୍ଠ ପିପୁଲସ୍ ମ୍ୟାନେଜର ତାଲିକାରେ ସ୍ଥାନ ପାଇଛନ୍ତି ଗୋବିନ୍ଦ ପଟ୍ଟନାୟକ ଓ ଦିବ୍ୟଜ୍ୟୋତି ପଟ୍ଟନାୟକ । ‘ମାଇକ୍ରୋଫାଇନାନ୍‌ସ୍‌’, ‘ମାଇକ୍ରୋ-ଏଣ୍ଟର୍‌ପ୍ରାଇଜ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ ଏବଂ ‘ଡେଭ୍‌ଲପ୍‌ମେଣ୍ଟ୍‌ ସେକ୍ଟର୍‌…

ନାଇଟ୍ କର୍ଫ୍ୟୁ ବେଳେ ରାଜଧାନୀରେ ବାର୍ଥ ଡେ ସେଲିବ୍ରେସନ୍ । କୋଭିଡ୍ ନିୟମ ଉଲ୍ଲଙ୍ଘନ ପାଇଁ ୧୨ରୁ ଅଧିକ ଗାଡି ଜବତ

କନକ ବ୍ୟୁରୋ : କରୋନା ସଂକ୍ରମଣ କମାଇବାକୁ ସରକାର ରାତି କର୍ଫ୍ୟୁ ଜାରି କରିଛନ୍ତି । ଏହାକୁ ମାନି ରାତି ୧୦ଟା ପରେ ରାସ୍ତା ଘାଟ ଶୂନ ଶାନ ହୋଇ ଯାଇଥିବା ବେଳେ ଆରମ୍ଭ ହେଉଛି ଅମାନିଆଙ୍କ ଉତ୍ପାତ । ରାତିରେ ଜରୁରୀ କାମରେ କେହି ବାହାରକୁ ବାହାରିଲେ, କାହାରି ଆପତି ନାହିଁ ।  ପୁଲିସ ପ୍ରଶାସନ…

ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବେ ଭୀମ ଆର୍ମି ମୁଖ୍ୟ, ଗୋରଖପୁରରୁ ପ୍ରାର୍ଥୀ ହେବା ନେଇ ନିଜେ ଦେଲେ ସୂଚନା

କନକ ବ୍ୟୁରୋ : ଭୀମ ଆର୍ମି ଏବେ ବିଜେପି ବିରୋଧରେ ନିଜର ମୋର୍ଚ୍ଚା ଖୋଲିବା ଆରମ୍ଭ କରିଛି । ଭୀମ ଆର୍ମିର ମୁଖ୍ୟ କୁହାଯାଉଥିବା ଚନ୍ଦ୍ରଶେଖର ଆଜାଦ ନିଜେ ଗୋରଖପୁର ଆସନରୁ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି । କହିରଖୁ କି ଏହି ଆସନରୁ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଢିବାକୁ…