Daily Archives

January 5, 2022

ହୋମ ଆଇସୋଲେସନ୍ ପାଇଁ ବଦଳିଲା ସମୟ ଅବଧି । ଏଣିକି ୭ ଦିନ ଏକାନ୍ତ ବାସରେ ରହିବେ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ହୋମ୍ ଆଇସୋଲେସନ୍ ବା ଗୃହ ସଂଗରୋଧ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅଧିକାଂଶ ଆକ୍ରାନ୍ତ ସ୍ୱଳ୍ପ ଓ ଲକ୍ଷଣବିହିନ ରହୁଥିବାରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଡାକ୍ତରଙ୍କ ଦ୍ୱାରା…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ପୋଷ୍ଟ ଅଫିସରେ ବି ବୁକ୍ କରିପାରିବେ ରେଳ ଟିକେଟ

କନକ ବ୍ୟୁରୋ : ଯଦି ଆପଣ ରେଳରେ ଯାତ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର । ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗର ଆଇଆରସିଟିସି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ଏବେ ଆପଣମାନେ ନିକଟସ୍ଥ ଡାକଘରେ ଟ୍ରେନ୍ ଟିକେଟ ବୁକିଂ କରିପାରିବେ । ଏଭଳି ସୁବିଧା…

ଲମ୍ବ ଡିଆଁ ମାରୁଛି କରୋନା । ଦିନକରେ ରାଜ୍ୟରେ ୧୨୧୬ ନୂଆ ମାମଲା । ସଂକ୍ରମଣ ହାର ୮୨ ପ୍ରତିଶତ ବୃଦ୍ଧି

କନକ ବ୍ୟୁରୋ: ଦେଶରେ ଲମ୍ବା ଡିଆଁ ମାରିଛି କରୋନା ସଂକ୍ରମଣ । ଦେଶରେ ଦିନକରେ କରୋନା ସଂକ୍ରମଣ ୫୦ ହଜାର ଟପିଥିବାରୁ ଆଗକୁ ମାମଲା ଆହୁରି ବଢିବା ସମ୍ଭାବନା ରହିଛି । ଦେଶରେ ସଂକ୍ରମଣ ହାର ୫୫. ୪ ପ୍ରତିଶତ ବୃଦ୍ଧି ପାଇଛି । ଏପଟେ ଓଡିଶାରେ ମଧ୍ୟ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । ଗତ ୨୪…

ଫ୍ରୋଜିଟ୍ ଫ୍ରାଞ୍ଚାଇଜ୍ ମଡ଼େଲ ଓ ଇ-କମର୍ସ ପ୍ଲାଟଫର୍ମର ଲୋକାର୍ପଣ ଏବଂ ଫାର୍ମ-ବି ପ୍ରଡ଼କ୍ଟସର ଶୁଭ ଉନ୍ମୋଚନ

କନକ ବ୍ୟୁରୋ: ଭୁବନେଶ୍ୱରସ୍ଥିତ ହୋଟେଲ ମେ ଫେୟାର ପରିସରରେ ଓଡ଼ିଶାର ନଂ-୧ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ଫ୍ରୋଜିଟ୍ ଆନୁକୂଲ୍ୟରେ “ଫ୍ରୋଜିଟ୍ ମିଟ୍ ଦି ପ୍ରେସ - ୨୨” ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ତଥା ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ବଡ ବୟାନ ଦେଲେ ପଞ୍ଜାବ ମନ୍ତ୍ରୀ । କହିଲେ, ଫ୍ଲପ୍ ସଭା ଜାଣିବା ପରେ…

କନକ ବ୍ୟୁରୋ : ପଞ୍ଜାବରେ ଫ୍ଲାଏଓଭର ଉପରେ ମୋଦୀଙ୍କ କାରକେଡ ୧୫ରୁ ୨୦ ମିନିଟ୍ ରହିବା ପରେ ଗୃହ ମନ୍ତ୍ରାଳୟ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି କହିଛି । ଏପରିକି ଏନେଇ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମଗାଯାଇଛି ।   ଅନ୍ୟପଟେ ମୋଦୀ ବିମାନବନ୍ଦରରେ ପହଞ୍ଚିବା…

କରୋନାର କରାଳ ରୂପ । ୨୪ ଘଂଟାରେ ମୁମ୍ବାଇରେ ୧୫ ହଜାର ଓ ଦିଲ୍ଲୀରେ ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପୁଣିଥରେ କରୋନା କବଳରେ କବଳିତ ହୋଇଛି । ବୁଧବାର ଦିନ ମୁମ୍ବାଇରେ ୧୫,୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସହରରେ ପଜିଟିଭ ହାର ୨୫ ପ୍ରତିଶତକୁ ବୃଦ୍ଧି ପାଇଛି । ସହରରେ ୮୭ ପ୍ରତିଶତ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ…