Daily Archives

January 3, 2022

ଆଇଏଏସ୍ ସ୍ତରରେ ଅଦଳବଦଳ । ଦିବ୍ୟଜ୍ୟୋତି ପରିଡା ହେଲେ ସମ୍ବଲପୁର ଜିଲ୍ଲାପାଳ, ଶୁଭଙ୍କର ମହାପାତ୍ର ହେଲେ ରାଉରକେଲା…

କନକ ବ୍ୟୁରୋ: ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଏହି ଅଦଳବଦଳରେ ରାଉରକେଲା ମ୍ୟୁନିସିପାଲ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଦିବ୍ୟଜ୍ୟୋତି ପରିଡା ରାଉରକେଲା ମ୍ୟୁନିସିପାଲ କମିଶନର ପଦରୁ ବିଦାୟ ନେବା ପରେ…

ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଚାର୍ଜସିଟ୍ ଦାଖଲ: ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ…

କନକ ବ୍ୟୁରୋ: ବଢିଲା ଆଶିଷ ମିଶ୍ରାଙ୍କ ଅଡୁଆ । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଲା ଏସଆଇଟି । ୫ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ କୁ ସିଜେଏମ କୋର୍ଟରେ ଦାଖଲ କରାଯାଇଛି । ସୋମବାର ସକାଳୁ କଡା ସୁରକ୍ଷା ମଧ୍ୟରେ ଦୁଇଟି ତାଲା…

ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ: ମେଘାଳୟ ରାଜ୍ୟପାଳ କହିଲେ, ମୋଦୀ ଜଣେ ଗର୍ବି ମଣିଷ, ଭିଡିଓ ଭାଇରାଲ ହେବା…

କନକ ବ୍ୟୁରୋ: ଅଡୁଆରେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାର କେନ୍ଦ୍ର ସାଜିଛନ୍ତି ସତ୍ୟପାଲ । ପ୍ରଧାନମନ୍ତ୍ରୀ ଜଣେ ଅତି ଘମଣ୍ଡି ଲୋକ କହିବାର ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ…

ବିଜେଡି ବିରୋଧରେ ବିଜେପି ଓ କଂଗ୍ରେସର ଅଘୋଷିତ ମେଣ୍ଟ । ରାଜନଗରରେ ଶାସକ ଦଳ ପ୍ରାର୍ଥୀଙ୍କୁ ହରାଇବା ପାଇଁ ବିରୋଧୀଙ୍କ…

କନକ ବ୍ୟୁରୋ: କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ କରି ନିର୍ବାଚନରେ ଲଢ଼େଇ ହେବା ଖବର ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏମିତି ଏକ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଳାର ରାଜନଗର ବ୍ଲକ ଅଞ୍ଚଳରୁ । ଶାସକ ଦଳ ବିଜେଡିକୁ ହରାଇବା ପାଇଁ ହେଲେ ବିଜେପି ଓ କଂଗ୍ରେସ ମଧ୍ୟରେ ମେଣ୍ଟ…

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଲେ ଆଦିବାସୀ । ତାଲିକାର ପୁର୍ନବିଚାର ଦାବିରେ ଅସ୍ତ୍ରଶସ୍ତ୍ର ଧରି କଲେ…

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଛନ୍ତି ଆଦିବାସୀ । ଆଉ ବଲାଙ୍ଗୀରରେ ଏକାଠି ହୋଇଛନ୍ତି ଶହ ଶହ ଆଦିବାସୀ । ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ଆସନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ପାତର ଅନ୍ତର ହୋଇଥିବା ଅଭିଯୋଗ ଆଣି ବଲାଙ୍ଗୀରରେ ଏକାଠି ହୋଇଛନ୍ତି…

ଦାଉ ସାଧିଲା ଅଦିନିଆ ବର୍ଷା । ମଣ୍ଡିରେ ଭିଜିଲା ଅମଳ ଧାନ । ନିମ୍ନମାନର କହି ଫେରାଉଛନ୍ତି ମିଲର୍ସ

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଗଲା ଧାନ । ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ଧାନ ଭିଜି ନଷ୍ଟ ହେବାକୁ ବସିଲାଣି । ସେପଟେ ଧାନ ଭିଜିଥିବାରୁ ନିମ୍ନମାନର କହି ଫେରାଇ ଦେଉଛି ମିଲର୍ସ । ବରଗଡ ଜିଲ୍ଲାର ପାଇକମାଲ ସମବାୟ ସମିତି ଓ ଜାମସେଠ ସମବାୟ ସମିତି ଅଧୀନରେ ୭ଟି…