Monthly Archives

December 2021

ନୂଆବର୍ଷରେ ଲୋକ ମାନିଲେନି ସରକାରୀ କଟକଣା । ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳିଲା ପ୍ରବଳ ଭିଡ଼

କନକ ବ୍ୟୁରୋ: କାଳିଜାଇରେ କଟକଣା ଜାରି ହୋଇଛି, ୧୪୪ ଧାରା ଲଗାଯାଇଛି । ତା ସତ୍ତେ୍ୱ ବର୍ଷର ଶେଷ ଦିନ, ଟିକିଏ ବୁଲି ଆସିବା, ମା’ଙ୍କ ପୂଜାର୍ଚ୍ଚନା କରିବାପାଇଁ କଟକଣା ଭାଙ୍ଗି କାଳିଜାଈ ମନ୍ଦିରରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ । କିଛି ଭୋଜି କରିବାକୁ ମଧ୍ୟ ପ୍ରସ୍ତୁତ ହେଉଥିବା…

କାନପୁର ପରେ କନୌଜରେ ଇନକମ ଟ୍ୟାକ୍ସର ରେଡ୍: କୁବେର ପୀୟୁଷ ଲିଙ୍କରେ ସମାଜବାଦୀ ପାର୍ଟି ନେତା ପୁଷ୍ପରାଜ

କନକ ବ୍ୟୁରୋ: ୟୁପି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜମୁଥିବା ବେଳେ ଆଇଟି ରେଡ୍ ରାଜନୀତିର ତାତି ବଢାଇଛି । କାନପୁରର କୁବେର ପୀୟୁଷ ଜୈନଙ୍କ ସମ୍ପତି ଆକଳନ ସରିବା ପରେ ଏବେ ବିଧାନ ପରିଷଦ ସଦସ୍ୟ ପୁଷ୍ପରାଜଙ୍କ କନୌଜ ଘରେ ଆଇଟି ରେଡ୍ କରିଛି । କାନପୁରର କୁବେର ପୀୟୁଷ ଜୈନଙ୍କ ଲିଙ୍କରେ…

ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ: ନାର୍କୋଟିକ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ହେଲେ…

କନକ ବ୍ୟୁରୋ: ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ । ନାର୍କୋଟିକ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ହେଲେ ଅଭୟ । ମୁଖ୍ୟ ଶାସନ ସଚିବ ପାହ୍ୟାରେ ରହିବେ ଅଭୟ । ଅଭୟଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଜାତୀୟ ନାର୍କୋଟିକ୍ସ…

ନିଟ୍ ନାମଲେଖା ପାଇଁ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର: ଜାନୁଆରୀ ୬ ପୂର୍ବରୁ ହୋଇପାରେ କାଉନସେଲିଂ,…

କନକ ବ୍ୟୁରୋ: ନିଟ୍ ନାମଲେଖା ପାଇଁ ଦାବି କରି ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର । ଜାନୁଆରୀ ୬ ପୂର୍ବରୁ ପିଜି କାଉନସେଲିଂ ଆରମ୍ଭ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ସୂଚନା ଦେଇଛନ୍ତି । ଏଥିସହ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ଏଫଆଇଆର ହେବନି…

କିଶୋର ମହାନ୍ତିଙ୍କୁ ଅନ୍ତିମ ବିଦାୟ ଦେଲେ ହଜାର ହଜାର ଶୋକାକୂଳ ଜନତା । ଏପଟେ ବିଶେଷଜ୍ଞ ଡାକ୍ତର କହିଲେ କାହିଁକି ଓ…

କନକ ବ୍ୟୁରୋ: ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତିଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ପୈତୃକ ଗାଁରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପୁଅ ପୁରୁଷୋତ୍ତମ ମହାନ୍ତି ମୁଖାଗ୍ନି ଦେଇଛନ୍ତି । ଆଜି ପ୍ରଥମେ ତାଙ୍କ ମରଶରୀରକୁ…

ଶିକ୍ଷକଙ୍କୁ ନୂଆବର୍ଷ ଭେଟି ଦେଲେ ସରକାର । ସେପଟେ ଜାଗା ମିଶନରେ ୫ଟି ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ ମିଳିବ ଜମି…

କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ଶିକ୍ଷକଙ୍କୁ ଉପହାର ଦେଲେ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସ୍କୁଲର ଶିକ୍ଷକ ଓ କର୍ମଚାରୀ ସପ୍ତମ ବେତନ ଆଧାରରେ ଦରମା ପାଇବେ । ଏହାସହ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଓ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟ କର୍ମଚାରୀଙ୍କୁ…