Daily Archives

November 20, 2021

୨୦୨୨ରେ ଭାରତରେ ହେବ ଆଇପିଏଲ: ସ୍ପଷ୍ଟ କଲେ ବିସିସିଆଇ ସମ୍ପାଦକ ଜୟ ଶାହା

କନକ ବ୍ୟୁରୋ: ଭାରତରେ ଖେଳାଯିବ ୨୦୨୨ ଆଇପିଏଲ । ଏନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଚେନ୍ନାଇ ସୁପର କିଙ୍ଗସ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଏହି ସୂଚନା ଦେଇଛନ୍ତି ଜୟ ଶାହା । ତେବେ ସେ ଖୁବ ଶୀଘ୍ର ଆଇପିଏଲ ୨୦୨୨ ପାଇଁ ମେଗା ଅକ୍ସନ ହେବ ବୋଲି ସୂଚନା ମଧ୍ୟ…

ଭାରତରେ ଶିକ୍ଷା ବ୍ୟବସ୍ଥାରେ ଆସିବ ସମାନତା । ଗଠନ ହେବ ସ୍ୱତନ୍ତ୍ର ଶିକ୍ଷା ଜୋନ୍ ।

କନକ ବ୍ୟୁରୋ : କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ସମଗ୍ର ଭାରତବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷା ଜୋନ୍ ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍ । ଆସାମର ଗୌହାଟି ଠାରେ ଆୟୋଜିତ ଉତ୍ତର-ପୂର୍ବ ଶିକ୍ଷା ସମ୍ମିଳନୀ…

ସହିଦ ସ୍ୱାମୀଙ୍କ ସାହସୀ ସ୍ତ୍ରୀ । ସ୍ୱାମୀଙ୍କ ଶେଷ ଇଛା ପୂରଣ କରିବାକୁ ସେନାରେ ହେଲେ ସାମିଲ, ଏବେ ଶତ୍ରୁଙ୍କୁ କରିବେ…

କନକ ବ୍ୟୁରୋ: ଦେଶପାଇଁ ବଳିଦାନ, ମାଟି ମା’ ପାଇଁ ହସି ହସି ମୃତ୍ୟୁକୁ ବି ଅନେକ ବୀରପୁଅ ଆପଣାଇ ନିଅନ୍ତି । ହେଲେ ଜଣେ ସହିଦଙ୍କ ସ୍ତ୍ରୀ କେବଳ ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ସେନାରେ ସାମିଲ ହୋଇଛନ୍ତି । ଦୁଇଟି ପିଲାର ମା’ ହେଲେ ଦେଶମାତୃକା ସେବା କରିବାକୁ ସାଜିଛନ୍ତି ସିଂହବାହିନୀ…

କୃଷି ଆଇନ ପ୍ରତ୍ୟାହାର ପରେ ବଦଳୁଛି କଙ୍ଗନାଙ୍କ ସ୍ୱର, ଏହି କଂଗ୍ରେସ ନେତାଙ୍କୁ କଲେ ପ୍ରଶଂସା

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ତଥା ବିବାଦର ରାଣୀ କୁହାଯାଉଥିବା କଙ୍ଗନା ରାଣାୱତ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ତାଙ୍କ ବୟାନ ସବୁବେଳେ ବିଜେପି ସପକ୍ଷରେ ବୋଲି ମନେ କରାଯାଏ । ହେଲେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର…

ଦିନେ କ୍ରାଇମରେ ଥିଲା ୧ ନମ୍ବର, ଆଜି ଶ୍ରେଷ୍ଠ ଥାନା । ଦେଶର ଆଦର୍ଶ ଥାନା ଭାବେ ପୁରସ୍କୁତ ହେଲା ଗଞ୍ଜାମର ଗାଙ୍ଗପୁର…

କନକ ବ୍ୟୁରୋ : ସର୍ବଭାରତୀୟ ସ୍ତରରେ ୪୯ଟି ମାନଦଣ୍ଡକୁ ଆଧାର କରି ହୋଇଥିବା ସର୍ଭେରେ ୨୦ ହଜାରରୁ ଅଧିକ ଥାନା ମଧ୍ୟରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରି ପୁରସ୍କୃତ ହୋଇଛି ଗଞ୍ଜାମ ଜିଲ୍ଲାର ଗାଙ୍ଗପୁରଥାନା । ଲକ୍ଷ୍ନୌ ଠାରେ ଆୟୋଜିତ ଡ଼ିଜିପି ସମ୍ମିଳନୀରେ ଗାଙ୍ଗପୁର ଥାନା ଅଧିକାରୀଙ୍କୁ…

କୋର୍ଟଙ୍କ ଆଦେଶରେ ସ୍ପଷ୍ଟ, ଆରୟନ ଖାନ ଓ ତାଙ୍କ ସାଥୀଙ୍କ ବିରୋଧରେ ନାହିଁ କୌଣସି ପ୍ରମାଣ

କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ମାମଲାରେ ଆରୟନ ଖାନ ଓ ତାଙ୍କ ଦୁଇଜଣ ସାଂଗଙ୍କ ଜାମିନ ମଞ୍ଜୁର କରିବା ପରେ ଶନିବାର ବିସ୍ତୃତ ଭାବେ ନିଷ୍ପତ୍ତିର କପି ଜାରି କରିଛନ୍ତି । ଏହି କପିରେ କୋର୍ଟ କହିଛନ୍ତି କି ଅଭିଯୁକ୍ତଙ୍କ ବିରୋଧରେ ଏମିତି କିଛି ପ୍ରମାଣ ନାହିଁ ଯାହା ମାଧ୍ୟମରେ ପ୍ରମାଣ କରାଯାଇ…