Daily Archives

July 30, 2021

ଟିମ୍ ଇଣ୍ଡିଆର ଆଉ ଦୁଇ ଖେଳାଳି କୋଭିଡ୍ ପଜିଟିଭ୍ ଚିହ୍ନଟ । ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୃଷ୍ଣାପା ଗୌତମ କରୋନା…

କନକ ବ୍ୟୁରୋ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । କ୍ରୁନ୍ୟାଲ ପାଣ୍ଡ୍ୟାଙ୍କ ପରେ ଏବେ ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି । ଏହି ଦୁଇ ଖେଳାଳି ହେଲେ, ଟିମ୍ ଇଣ୍ଡିଆର ଷ୍ଟାର…

ଧନବାଦରେ ଜଜଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲା । ନିଜ ତରଫରୁ ଅଭିଯୋଗ ଦାଖଲ କଲେ ସୁପ୍ରିମକୋର୍ଟ । ଡିଜିପିଙ୍କୁ ମାଗିଲେ…

କନକ ବ୍ୟୁରୋ : ଝାଡଖଣ୍ଡ ଧନବାଦ ଠାରେ ଜଣେ ବିଚାରପତିଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ନିଜ ତରଫରୁ ଅଭିଯୋଗ ଦାଖଲ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଏନ.ବି ରମନ୍ନା ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଏହି ମାମଲାରେ ଝାଡଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ ୧ ସପ୍ତାହ ମଧ୍ୟରେ…

ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଚାକିରି ଦେବା ନାଁରେ ଲୁଟୁଥିଲା : ଭୁବନେଶ୍ୱର ରେଳକୁଞ୍ଜରେ ଥିବା ଜିଏମଙ୍କୁ ଫୋନ କରି…

କନକ ବ୍ୟୁରୋ : ରେଳମନ୍ତ୍ରୀଙ୍କ ଫେକ ପିଏ ଗିରଫ । ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଚାକିରୀ ଦେବା ନାଁରେ ଲୁଟୁଥିଲା ଗୋପାଳ ଶତପଥି । ଭୁବନେଶ୍ୱର ରେଳକୁଞ୍ଜରେ ଥିବା ଜିଏମଙ୍କୁ ଫୋନ କରି ଫସିଗଲା ଠକ । ଅଭିଯୁକ୍ତ ବାପା, ପୁଅଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ରେଳବାଇ…

ପୁରୀରେ ଆଉ ହେବନି ବିଚ୍ ସ୍ୟାକ୍ସ ଯୋଜନା କାର୍ଯ୍ୟକାରୀ : ରାଜ୍ୟ ସରକାରଙ୍କୁ ଅବଗତ କଲା ଜିଲ୍ଲା ପ୍ରଶାସନ

କନକ ବ୍ୟୁରୋ : ପୁରୀ ମେରାଇନ୍ ଡ୍ରାଇଭ୍ ରୋଡରେ ବିଚ୍ ସ୍ୟାକ୍ସ ବା ବେଳାଭୂମି ମଦ କୁଡିଆ ଖୋଲିବା ନିଷ୍ପତ୍ତିରୁ ଓହରିଲେ ସରକାର । ଆଉ ହେବ ନାହିଁ ବିଚ୍ ସ୍ୟାକ୍ସ ଅର୍ଥାତ ବେଳାଭୂମି ମଦ କୁଡିଆ । ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଅବଗତ କରାଯାଇଥିଲା । ଆଜି ରାଜ୍ୟ…

ଜୋରଦାର ଭାଇରାଲ ହେବାରେ ଲାଗିଛି ‘ବଚପନ କା ପ୍ୟାର’ ଗୀତ : ୨ ବର୍ଷ ତଳର ଭିଡ଼ିଓ ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ…

କନକ ବ୍ୟୁରୋ : ଜୋରଦାର ଭାଇରାଲ ହେବାରେ ଲାଗିଛି ‘ବଚପନ କା ପ୍ୟାର’ ଗୀତ । ସମସ୍ତେ ନିଜ ନିଜ ଢଙ୍ଗରେ ଏହି ଗୀତକୁ ଗାଇ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ପ୍ରଥମେ ଛତିଶଗଡର ସହଦେବ ଡିରଡୋ ନାମକ ଜଣେ ପିଲା ଏହି ଗୀତ ଗାଇଥିଲେ, ଯାହାର ଭିଡିଓ ବେଶ ଭାଇରାଲ ହୋଇଛି । ମିଳିଥିବା ସୂଚନା…

ଅଗଷ୍ଟ ପାଇଁ କ’ଣ ରହିବ ନୂଆ ଗାଇଡଲାଇନ୍ ? ନୂଆ ଗାଇଡଲାଇନରେ କଟକଣା ହଟାଇବାକୁ ବିଭିନ୍ନ ମହଲରୁ ଦାବି

କନକ ବ୍ୟୁରୋ : ଅଗଷ୍ଟ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍ ? ରାଜ୍ୟରେ ଏବେ କଟକ ଓ ଖୋର୍ଦ୍ଧାକୁ ଛାଡିଲେ ପ୍ରାୟ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରେ ପାଇବାରେ ଲାଗିଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱ୍ରୟ ରକ୍ଷା କରି କିଛି କ୍ଷେତ୍ରକୁ ସ୍ୱାଭାବିକ କରିବା ପାଇଁ କଟକଣା ମୁକ୍ତ…